ଦେଖନ୍ତୁ ଏ ଝିଅ କେମିତି ପୁଅ ମାନଙ୍କୁ କହୁଛି,ପୁଅମାନଙ୍କ Sacrifice ବିଷୟରେ ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ…ଦେଖନ୍ତୁ Video

Spread the love

ସାଙ୍ଗ ମାନେ ଆପଣ ମାନଙ୍କ ପାଇଁ ମୁଁ ଆଜି ଏକ ବିଶେଷ ଖବର ଆଣିଛି।ଏହା ଆପଣଙ୍କ ହୃଦୟକୁ ଛୁଇଁ ଯିବ ବୋଲି ମୋର ଆଶା ଆଉ ବିଶ୍ୱାସ।ତେବେ ଆପଣ ମାନେ ତ ଜାଣିଥିବେ ଯେ ଆଜି କାଲି ଅନେକ କଥା ଭାଇରାଲ ହେଉଛି। ସେଥି ମଧ୍ୟରୁ କିଛି ଭଲ ତ ଆଉ କିଛି ଖରାପ।ତେବେ ଭଲ କଥାକୁ ଲୋକ ମାନେ ଗ୍ରହଣ ମଧ୍ୟ କରୁଛନ୍ତି।ଆଜି ବି ମୁଁ ଆପଣ ମାନଙ୍କୁ ସେହିପରି କିଛି କହିବା ପାଇଁ ଯାଉଚି।

ତେବେ ଏହାକୁ ଜାଣିବା ପାଇଁ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରସଙ୍ଗ।ସାଙ୍ଗମାନେ କିଏ କହିଲା ପୁଅ ମାନଙ୍କ ଜୀବନରେ କଷ୍ଟ ନାହିଁ।ଘର ଛାଡ଼ି ନିଜ ଘରର ଖୁସି ପାଇଁ ଯାଇ ଥାଆନ୍ତି।୧୨ ଘଣ୍ଟା ଡିଉଟି କରିବା ପାଇଁ ୨୪ ଘଣ୍ଟା ଓଭର ଡ଼ିଉଟି କରନ୍ତି ନିଜ ଘରର ଖୁସି ପାଇଁ।

ଦଶ ହଜାର ଟଙ୍କା ଦରମା ଆସେ ୨୦୦୦ ଟଙ୍କା ନିଜ ପାଖରେ ରଖି ବାକି ୮୦୦୦ ଘରକୁ ପଠାଇ ଥାଆନ୍ତି ନିଜ ଘରର ଖୁସି ପାଇଁ।ନିଜ ଘରକୁ ୧୫ ଦିନ ମାସେ ପାଇଁ ବୁଲିବା ପାଇଁ ଆସନ୍ତି କୁଣିଆ ହୋଇ ନିଜ ଘରର ଖୁସି ପାଇଁ।ନିଜ ହାତରେ ପାଣି ଗ୍ଲାସଟା ପିଉ ନଥିବା ପୁଅ ନିଜ ହାତରେ ରୋଷେଇ କରି ଖାଉଛି।

ବାସନ ନିଜ ହାତରେ ଧୋଉଛି।ଥରେ ସେ ପୁଅକୁ ପଚାର ତା ହୃଦୟରେ ସେ କେତେ କଷ୍ଟ ଚାପିକି ରଖିଚି।କିନ୍ତୁ ସେ କହି ପାରେ ନାହିଁ ନିଜ ଘରର ଖୁସି ପାଇଁ।ନିଜ ଭାଇ ଭଉଣୀ ବାପା ମାଆଙ୍କ ଖୁସି ପାଇଁ।ସେମାନଙ୍କର ବି ହୃଦୟ ଅଛି।ସେମାନେ କାହାର କଷ୍ଟ ଦେଖି ପାରନ୍ତି ନାହିଁ।ସେଇ ଭାଇ ମାନଙ୍କୁ ମୋର ହାର୍ଟଲି ସାଲ୍ୟୁଟ ଯେଉଁ ମାନେ ଘର ଛାଡ଼ି ଦୂର ସହରରେ ରହୁଛନ୍ତି କଷ୍ଟ ସେମାନଙ୍କୁ ହୁଏ।

ତେବେ ସାଙ୍ଗମାନେ ଏପରି କିଛି କଥା ଜଣେ ଝିଅ ସୋସିଆଲ ମିଡିଆରେ କହିଛନ୍ତି।ତେବେ ଏହାକୁ ଲୋକ ମାନେ ବେସ ଭଲ ଭାବରେ ଗ୍ରହଣ କରିଛନ୍ତି।ତେବେ କେହି କେହି କମେଣ୍ଟରେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି।ପୁଅ ମାନଙ୍କ ମନ କଥା ମଧ୍ୟ କହିଥିବା କେତେ ଜଣ କହିଛନ୍ତି।ତେବେ ଆପଣ ମାନଙ୍କର ଏହି କଥାରେ ମତ କଣ ମତେ ନିଶ୍ଚୟ ଭାବରେ ଜଣେଇବେ।

Leave a Reply

Your email address will not be published. Required fields are marked *