ରାତାରାତି କିଛି ହେଇପାରିବ ନାହିଁ, DV କେଶ୍ ସରିବା ଯାଏଁ ଉପର ଘରେ ତପସ୍ଵିନୀଙ୍କୁ ଗୋଟେ ରୁମ୍ ଦିଆଯିବ,କଣ ଏହା ପଚାର ଅସଲ ଉଦେଶ୍ୟ ଜାଣିରଖନ୍ତୁ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ବର୍ତ୍ତମାନ ବହୁତ ଅଧିକ ବଢ଼ି ସାରିଲାଣି।ଏହା ସହିତ ଏହି କଳହ ଉପରେ ବର୍ତ୍ତମାନ ଜିଲ୍ଲା କୋର୍ଟ ନିଜର ନିଷ୍ପତି ଶୁଣାଇ ସାରିଛନ୍ତି।ଯାହା ଫଳରେ ବର୍ତ୍ତମାନ ଏହା ନିଷ୍ପତି ନିଆ ଯାଇଛି କି ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହି ପାରିବେ।ତେବେ ଏହାପରେ ବର୍ତ୍ତମାନ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବାକୁ ଯାଉଛନ୍ତି।

ତେବେ ଅନେକ ଦିନର ସଂଘର୍ଷ ପରେ ବର୍ତ୍ତମାନ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବାକୁ ଯାଉଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହିବାକୁ ଯାଉଥିବାରୁ ତାଙ୍କର ମାଆ ଓ ସମସ୍ତେ ବହୁତ ଖୁସି ଅଛନ୍ତି।ତେବେ ଏହାପରେ ମଧ୍ୟ ବର୍ତ୍ତମାନ ଡକ୍ଟର ସୁମିତ ଓ ତାଙ୍କର ପରିବାର ଲୋକ ଉପର କୋର୍ଟରେ ବର୍ତ୍ତମାନ ଏହା ବିରୋଧରେ ବର୍ତ୍ତମାନ ଅପିଲ କରି ସାରିଛନ୍ତି।

ତେବେ ଏହା ଉପରେ ମଧ୍ୟ ବର୍ତ୍ତମାନ ଶୁଣାଣି ହେବାକୁ ଯାଉଛି ବୋଲି ମଧ୍ୟ ସୂଚନା ମିଳିଛି।ତେବେ ଏହା ପର୍ଯ୍ୟନ୍ତ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ ବୋଲି ମଧ୍ୟ ନିଷ୍ପତି ନିଆ ଯାଇଛି।ତେବେ ସୂଚନା ଅନୁସାରେ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରର ଉପରେ ଘରେ ରହିବେ ବୋଲି ସୂଚନା ମିଳିଛି।

ତେବେ ଏହା ସହିତ ତପସ୍ଵିନୀ ବର୍ତ୍ତମାନ ଏହା କହିଛନ୍ତି କି ସେ ଉପର ଘରେ ମଧ୍ୟ ରହିବାକୁ ରାଜି ଅଛନ୍ତି।ତେବେ ତପସ୍ଵିନୀ ଅନେକ ଦିନ ହେବ ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ନିଜର ଶ୍ୱଶୁର ଘର ସମ୍ମୁଖରେ ବସି ରହିଥିଲେ।ତେବେ ଶେଷରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇ ଦେଇଛନ୍ତି।

ତେବେ ତପସ୍ଵିନୀଙ୍କ ଶ୍ୱଶୁର ଘରର ତଳ ମହଲାରେ ତାଙ୍କର ଶ୍ୱଶୁର ଘର ପରିବାର ଲୋକ ଓ ଡକ୍ଟର ସୁମିତଙ୍କ ଜେଜେମା ମଧ୍ୟ ସେଠାରେ ରହୁଛନ୍ତି।ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ତାଙ୍କୁ ବର୍ତ୍ତମାନ ସେହିଠାରେ ହିଁ ରହିବାକୁ ପଡିବ ବୋଲି ଡକ୍ଟର ସୁମିତଙ୍କ ପରିବାର ଲୋକ କହିଛନ୍ତି।

ଫଳରେ ତପସ୍ଵିନୀ ବର୍ତ୍ତମାନ ଉପର କୋର୍ଟରୁ ଶୁଣାଣି ଆସିବା ପର୍ଯ୍ୟନ୍ତ ଡକ୍ଟର ସୁମିତଙ୍କ ଉପରେ ଘରେ ରହିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି।ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯାଇ ସାରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି।ଏହା ସହିତ ତପସ୍ୱିନୀଙ୍କ ଘଟଣାର ଶୁଣାଣି ଗତ କାଲି ହୋଇଥିଲା।ତେବେ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇ ନଥିଲେ ବୋଲି ମଧ୍ୟ ଶୁଣିବାକୁ ମିଳିଛି।

ଏହା ସହିତ ତପସ୍ଵିନୀ ଶେଷରେ ଆଜି ନିଜର ଶ୍ୱଶୁର ଘରକୁ ଯାଇ ସାରିଛନ୍ତି ବୋଲି କୁହାଯାଉଛି।ତେବେ ଶେଷରେ ତପସ୍ଵିନୀ ଅନେକ ଦିନର ସଂଘର୍ଷ ପରେ ନିଜର ଶ୍ୱଶୁର ଘରକୁ ଯିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯାଇ ବହୁତ ଅଧିକ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ଏହା ସହିତ ଡକ୍ଟର ସୁମିତଙ୍କ ପରିବାର ଉପର କୋର୍ଟରେ ଯେଉଁ ଅପିଲ କରିଛନ୍ତି ଏହା ଉପରେ କେଉଁ ଶୁଣାଣି ଆସିବାକୁ ଯାଉଛି ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *