ପୁଣି ଆସିଲା ବଡ ଖୁସି ଖବର – ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନା ର ୪ ହଜାର ଟଙ୍କା – ଆବେଦନ ନ କରିଥିଲେ ଏବେ ଏପରି କରନ୍ତୁ

Spread the love

ବନ୍ଧୁମାନେ ତେବେ ଆପଣମାନଙ୍କ ମନରେ ପିଏମ କିଶନ ଯୋଜନା କୁ ନେଇକି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।ତେବେ କେବେ ଆସିବ କିଶନ ଯୋଜନାର ନୂଆ କିସ୍ତି।ଏହାର ଆମେ କିଭଳି ଭାବରେ ଲାଭ ଉଠାଇ ପାରିବା।ଏହି ନୂଆ କିସ୍ତିରେ କେତେ ଟଙ୍କା ଆସିବାକୁ ଯାଉଛି।ତେବେ ଏହି ଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସିଥିବ।ତେବେ ନିଉଜରେ ଶୁଣିବାକୁ ମିଳିଥିଲା କି ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର ଏଥର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟକୁ ପଳାଇବ ୪୦୦୦ ଟଙ୍କା।ତେବେ ଏହାର ସତ୍ୟତା କେତେ ଆଉ ଏହା ପାଇବା ପାଇଁ ଆପଣଙ୍କୁ କଣ କଣ କରିବାକୁ ପଡ଼ିବ।ତେବେ ଆଜି ଆମେ ଏଠାରେ ଏହି ସବୁ ବିଷୟରେ ଜାଣିବାକୁ ଯାଉଛେ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଏହି ଏକ ନିଉଜ ବହୁତ ଭାଇରାଲ ହେଇଥିଲା।ତେବେ ସେ ନିଉଜରେ କଣ ସବୁ ଖବର ଆସିଥିଲା ଚାଲନ୍ତୁ ସେ ଉପରେ ନଜର ପକେଇବା।ଚଳିତ ମାସରେ କେନ୍ଦ୍ର ସରକାର କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇବେ।ତେବେ ପ୍ରଧାନ ମନ୍ତ୍ରୀ କିଶନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ୪୦୦୦ ଟଙ୍କା ମିଳିବାକୁ ଯାଉଛି।ତେବେ ନିକଟରେ ସରକାର କୃଷକଙ୍କ ଖାତାକୁ ୨୦୦୦ ଟଙ୍କା ପ୍ରଦାନ କରିଥିଲେ।

ଯଦି ଆପଣ ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଛନ୍ତି ତେବେ ରେଜିଷ୍ଟର କରନ୍ତୁ।ତେବେ ବର୍ତ୍ତମାନ ସୁଦ୍ଧା ୯ କୋଟିରୁ ଅଧିକ କୃଷକ ଏଥିରେ ରେଜିଷ୍ଟର କରି ସାରିଲେଣି।ତେବେ ରେଜିଷ୍ଟର କରିବା ପାଇଁ ଆପଣ ପିଏମ କିଶନ. ଜିଓଭି. ଇନ ସାଇଟକୁ ଯାଇ ଆପଣ ରେଜିଷ୍ଟର କରି ପାରିବେ।ତେବେ ଏଭଳି ଅନେକ କୃଷକ ଅଛନ୍ତି ଯେଉମାନଙ୍କୁ ଏହି ୨୦୦୦ ଟଙ୍କା ମିଳିନାହିଁ।କାରଣ ସେମାନେ ଉଚିତ ସମୟରେ ରେଜିଷ୍ଟର କରି ପାରି ନଥିଲେ।ତେବେ ୩୦ ଜୁନ ମଧ୍ୟରେ ଆପଣ ଯଦି ରେଜିଷ୍ଟର କରୁଛନ୍ତି।ତେବେ ଆପଣ ଏହି ୪୦୦୦ ଟଙ୍କାର ଫାଇଦା ଉଠାଇ ପାରିବେ।

ତେବେ ବନ୍ଧୁମାନେ ଏହି ସବୁ ସମାଚାରଟି ସମ୍ପୂର୍ଣ୍ଣ ରୂପେ ମିଛ ଅଟେ।ତେବେ ୪୦୦୦ ଟଙ୍କା ଆସିବା କିଛି ବଡ଼ କଥା ନୁହେଁ।କିନ୍ତୁ ସବୁ କିସ୍ତିରେ ସବୁ ଚାଷୀଙ୍କ ପାଇଁ ଅଲଗା ଅଲଗା ଟଙ୍କା ଆସୁଛି।ତେବେ ଏମିତି କେବେ ହେଇ ନାହିଁ କି ସବୁ ଚାଷୀଙ୍କ ଆକାଉଣ୍ଟକୁ ସମାନ ଟଙ୍କା ଆସୁଛି।ତେବେ ଯଦି ଆପଣ ରେଜିଷ୍ଟର କରି ନାହାନ୍ତି ତେବେ ଜଲଦି ରେଜିଷ୍ଟର କରି ଦିଅନ୍ତୁ।ଆପଣ ଜାଣି ନଥିବେ ଯଦି ଆପଣ ନିଜ ମୋବାଇଲରେ ରେଜିଷ୍ଟର କରୁଛନ୍ତି ତେବେ ଏଥିରେ ସର୍ଭର ଡାଉନ ରହୁଥିବାରୁ ଆପଣଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।ତେବେ ଏହିଭଳି ସମାଚାର ମଧ୍ୟ ଆସୁଛିକି ରେଜିଷ୍ଟର କରୁ କରୁ ସଙ୍ଗେ ସଙ୍ଗେ ଆପଣଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଳେଇ ଆସିବ।ତେବେ ଏହି ସମାଚାରଟି ମଧ୍ୟ ସମ୍ପୂର୍ଣ୍ଣ ରୂପେ ମିଛ।ତେବେ ଏହାର ନବମ କିସ୍ତି ବହୁତ ଶୀଘ୍ର ଆସିବାକୁ ଯାଉଛି କିନ୍ତୁ ଏହା ବିଷୟରେ କିଛି ବି ତଥ୍ୟ ସମ୍ପୂର୍ଣ୍ଣ ରୂପେ ମିଳିନାହିଁ।ତେବେ ଏହି କିସ୍ତିରେ କେତେ ଟଙ୍କା ମିଳିବ ତାହା ମଧ୍ୟ ଠିକ ନାହିଁ।

Leave a Reply

Your email address will not be published. Required fields are marked *