ପୁଣି ବିବାଦରେ Comedy King ପପୁ ପମପମ,ଏଥର ଏହି କାରଣ ପାଇଁ ଫସିଲେ ପପୁ,ବିବାଦ ବଢିଲେ ଗିରଫ ହେଇ ପାରନ୍ତି ପପୁ

Spread the love

ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ପପୁଙ୍କୁ ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣୁ।ସେ ନିଜର କଳା ମାଧ୍ୟମରେ ସମସ୍ତଙ୍କୁ ହସିବା ପାଇଁ ବାଧ୍ୟ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ମଧ୍ୟ।ଏହା ସହିତ ତାଙ୍କର ଅଭିନୟ ଅତ୍ୟନ୍ତ ଆକର୍ଷଣୀୟ ହୋଇ ଥାଏ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ହସିବା ପାଇଁ ବାଧ୍ୟ କରିଥାନ୍ତି।

ତେବେ ସେ ଜଣେ ବହୁତ ଭଲ ଅଭିନେତା।ଏହା ସହିତ ଲୋକଙ୍କ ପାଇଁ ଅଭିନୟ କରିବାର ପ୍ରେରଣା ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ବହୁତ ପ୍ରତିଷ୍ଠିତ ହୋଇ ପାରିଛନ୍ତି।ତେବେ ତାଙ୍କର ଏହିଭଳି ଅଭିନୟ କରିବାର ଦକ୍ଷତା ପାଇଁ ସେ ବହୁତ ଅଧିକ ପ୍ରତିଷ୍ଠିତ।ତେବେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ ସେ ଅନେକ ଚଳଚ୍ଚିତ୍ରରେ ହିରୋ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।

ତେବେ କିଛି ଦିନ ତଳେ ସେ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ ଯାହା ଓଡ଼ିଶାର ଲୋକ ମାନଙ୍କୁ ପସନ୍ଦ ଆସି ନଥିଲା।ଯାହା ଫଳରେ ସେ ଅନେକ ଲୋକଙ୍କ ସମାଲୋଚନାର ଶିକାର ହୋଇଥିଲେ।ଏହା ସହିତ ସେ ଲୋକଙ୍କୁ
ନିଜର ଏହି ଭୁଲ ପାଇଁ କ୍ଷମା ମଧ୍ୟ ମାଗି ସାରିଛନ୍ତି।ତେବେ ସେହି ସମୟରେ ସେ ନିଜର ଏହି ଭୁଲ ପାଇଁ ଅନେକ ଲୋକଙ୍କ ପାଖରେ ନୀଚ୍ଚ ହୋଇ ଯାଇଥିଲେ।ତେବେ ସେ ଏପରି ଭୁଲ ଆଉ କେବେ କରିବେ ନାହିଁ ବୋଲି ଜନସାଧାରଣଙ୍କୁ କଥା ଦେଇଥିଲେ।

ମାତ୍ର ସେ ନିଜର ସେହି କଥା ରଖିବାରେ ବିଫଳ ହୋଇଛନ୍ତି। ଅର୍ଥାତ ସେ ପୁଣି ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ଫଳରେ ସେ ପୁଣି ସମାଲୋଚନାର ଶିକାର ହୋଇଛନ୍ତି।ତେବେ ସେ ହିନ୍ଦୁ ଧର୍ମର ସାଧୁ ଓ ମାତା ମାନଙ୍କ ଉପରେ ଏକ ଗୀତ ଗାଇଥିଲେ।ଯାହା ହିନ୍ଦୁ ଧର୍ମର ଲୋକ ମାନଙ୍କୁ ପସନ୍ଦ ଆସି ନଥିଲା।ଏହା ସହିତ ସେ ଏପରି ଗୀତ କିପରି ଗାଇ ପାରିଲେ ବୋଲି ଅନେକ ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ।ତେବେ ଏହା ସବୁ ପରେ ତାଙ୍କୁ ବର୍ତ୍ତମାନ ପୁଣିଥରେ ସମସ୍ତ ଲୋକଙ୍କୁ ଭୁଲ ମାଗିବା ପାଇଁ କୁହା ଯାଇଛି।

ଏହା ସହିତ ତାଙ୍କର ସେହି ଗୀତକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ମଧ୍ୟ ଦାବି କରାଯାଉଛି।ତେବେ ଏହା ହେବ କି ନାହିଁ ତାହା ସମ୍ପର୍କରେ ଜଣା ପଡିନାହିଁ।ତେବେ ଅନେକ ଲୋକ ଏହାକୁ ବିରୋଧ କରୁଥିବାରୁ ଏହା ନିଶ୍ଚିତ ଯେ ତାଙ୍କର ସେହି ଭିଡିଓକୁ ସୋସିଆଲ ମିଡ଼ିଆରୁ ହଟାଇ ଦିଆଯିବ।ତେବେ ଜଣେ ବ୍ୟକ୍ତି କହିଥିଲେ କି ଏହା ତାଙ୍କର ଏକ ନୀତି ଦିନିଆ କଥା ହୋଇ ସାରିଲାଣି।ସେ ଏପରି ଅନେକ ଥର ଭୁଲ କରୁଛନ୍ତି ଓ ବାରମ୍ବାର ଭୁଲ ମାଗୁଛନ୍ତି ତେବେ ଏଥର ତାଙ୍କୁ କଠୋର ଦଣ୍ଡ ଦେବା ପାଇଁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *