2004 ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ଅଭିନେତ୍ରୀ ମାମା ମିଶ୍ର ନୂଆ ଓଡ଼ିଆ ଫିଲ୍ମ ରେ ନଜର ଆସିପାରନ୍ତି,ଦେଖନ୍ତୁ କେବେ Comeback କରିବେ ସେ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା।ଆପଣମାନେ ଜାଣିଥିବେ ୨୦୦୪ ମସିହାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରି ମାମା ମିଶ୍ରଙ୍କୁ ବିବାହ କରିଥିଲେ।ବିବାହ କରିବା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଅନ୍ୟ କୋୖଣସି ଫିଲ୍ମରେ ନଜର ଆସିନଥିଲେ।

ତେବେ ସାଙ୍ଗମାନେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ଠାରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ରହିଥିବ କାହିଁକି ବିବାହ ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଆଉ ଅନ୍ୟ କୌଣସି ଓଡ଼ିଆ ଫିଲ୍ମରେ ଅଭିନୟ କରିନାହାନ୍ତି।ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ସି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ସମ୍ପୂର୍ଣ୍ଣ ତଥ୍ୟ।ତେବେ ସାଙ୍ଗମାନେ ଆପଣମାନେ ତ ଏହା ନିଶ୍ଚିତ ଭାବରେ ଜାଣିଥିବେଯେ ୯୦ ଦଶକର ସବୁଠାରୁ ଲୋକପ୍ରିୟ ଯୋଡି ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର।ଏହି ଦୁଇଯାଣ ଏପର୍ଯ୍ୟନ୍ତ ଅନେକ ଗୁଡିଏ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି।ଏବଂ ସେଥିମଧ୍ୟରୁ ଅଧିକାଂଶ ଫିଲ୍ମ ସୁପର ଡୁପର ହିଟ ମଧ୍ୟ ହୋଇଛି।

ଏହି ଦୁଇ ଜଣଙ୍କ ଅଭିନୟକୁ ଦର୍ଶକ ମାନେ ଅନେକ ମାତ୍ରାରେ ପସମଦ ମଧ୍ୟ କରୁଥିଲେ।ଆପଣ ତ ଏହା ଜାଣିଥିବେଯେ ୨୦୦୪ ମସିହାରେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କ ବିବାହ ହୋଇଥିଲା।ଏବଂ ସେହି ବିବାହ କରିସାରିବାପରେ ମାମା ମିଶ୍ର ଅନ୍ୟ କୌଣସି ଓଡ଼ିଆ ଫିଲ୍ମରେ ଅଭିନୟ କରିନଥିଲେ।କାରଣ ସିଦ୍ଧାନ୍ତ ମହାପାତ୍ର କହିଥିଲେ ସେ ଯଦି ତାଙ୍କୁ ବିବାହ କରିବେ

ସେ ଅନ୍ୟ କୌଣସି ଓଡ଼ିଆ ଫିଲ୍ମରେ ଅଭିନୟ କରିବେ ନାହିଁ।କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଏବେ ପାଖାପାଖି ପନ୍ଦର ବର୍ଷ ପରେ ମାମା ମିଶ୍ର ପୁନର୍ବାର ଏକ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି।ଯାହା ସୂଚନା ମିଳିଛି ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ନୂଆ ଓଡ଼ିଆ ଫିଲ୍ମରେ ମାମା ମିଶ୍ର ଅଭିନୟ କରିବାକୁ ଯାଉଛନ୍ତି।ଏବେ ଏହି ଫିଲ୍ମଟିର ସୁଟିଙ୍ଗ ଆରମ୍ଭ କରାଯାଇଛି।

ଯାହା ସୂଚନା ମିଳିଛି ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କ ଏହି ଓଡ଼ିଆ ଫିଲ୍ମ ଚଳିତ ବର୍ଷ ରିଲିଜ କରାଯିବ।ସାଙ୍ଗମାନେ ଆପଣମାନେ ୧୫ବର୍ଷ ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ମାମା ମିଶ୍ରଙ୍କ ଅଭିନୟ ଦେଖିବାକୁ ପାଇବେ।ଏଥିପାଇଁ ଅନେକ ଫ୍ୟାନମାନେ ଉତ୍ସହିତ ଅଛନ୍ତି।ଏବଂ ଖୁସି ମଧ୍ୟ ଅଛନ୍ତି।ତେବେ ଫିଲ୍ମଟି ରିଲିଜ ହେବାପରେ ହିଁ ଦର୍ଶକ ମାନେ ମାମା ମିଶ୍ରଙ୍କ ଅଭିନୟ ଦେଖିବାକୁ ପାଇପାରିବେ।ତେବେ ଏ ନେଇ କୌଣସି ପ୍ରକାର ସ୍ପଷ୍ଟ ହେଇନାହିଁ

Leave a Reply

Your email address will not be published. Required fields are marked *