ଓଡ଼ିଶାର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ବିଷୟରେ କିଛି ଅଜଣା ତଥ୍ୟ – କଲିକତା ଯିବାପରେ କିପରି ରହୁଛନ୍ତି ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଓ ବଙ୍ଗାଳୀ ଫିଲ୍ମ ଜଗତର ଜଣେ ଅନନ୍ୟ ନାୟିକା ବିଷୟରେ।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ହୁଏତ ତାଙ୍କୁ ଅନେକ ଓଡ଼ିଆ ଫିଲ୍ମରେ ଦେଖିଥିବେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର ସମ୍ପୂର୍ଣ୍ଣ ଜୀବନୀ ବିଷୟରେ।

ତାଙ୍କର ଜନ୍ମ ୨.୧୦.୧୯୭୪ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ କଲିକତା ଅଟେ।ରଚନା ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ସେ ପ୍ରବଳ ବାସୁଙ୍କୁ ବିବାହ କରିଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ପ୍ରଥମ ଫିଲ୍ମ ଅମୋଦିନି ଜରିଆରେ ପଦାର୍ପଣ କରିଥିଲେ।ତାଙ୍କ ବାପାଙ୍କ ନାମ ଉପମନ୍ୟୁ ବାନାର୍ଜୀ।ତାଙ୍କ ଉଚ୍ଚତା ପାଞ୍ଚ ଫୁଟ ୮ ଇଞ୍ଚ।ତାଙ୍କ ଓଜନ ୭୫ କେଜି।

ସେ ସମୁଦାୟ ୩୫ ଟି ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଥିଲେ।ସେଥି ମଧ୍ୟରୁ ୩୨ ଟି ଫିଲ୍ମ ସୁପରହିଟ ହୋଇଥିଲା।ସେହିପରି ସେ ଓଡ଼ିଆ ଫିଲ୍ମ ଜଗତରେ ମଧ୍ୟ ଚହଳ ପକାଇଥିଲେ।ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଥିଲା।ସେ ତାଙ୍କ ଅଭିନୟର ଯାଦୁ ପାଇଁ ଅନେକ ଜାତୀୟ ସ୍ତରରେ ଆୱାର୍ଡ଼ ମଧ୍ୟ ପାଇଛନ୍ତି।ସେ ବଙ୍ଗାଳୀ ବ୍ୟତୀତ ଅନେକ ତାମିଲ,ତେଲୁଗୁ ଆଦି ଫିଲ୍ମ ଜଗତରେ ମଧ୍ୟ କାମ କରିଛନ୍ତି।ସେ ବଲିଉଡ ଜଗତର ଅନେକ ନାମୀ ଦାମୀ କଳାକାର ଯେପରି ଅମିତାଭ ବଚନ, ଚିରଞ୍ଜିବୀ,ମିଥୁନ ଚକ୍ରବର୍ତ୍ତୀ ଏପରି ଅନେକଙ୍କ ସହିତ ଅଭିନୟ କରିଛନ୍ତି।ସେ ମିସ କଲିକତା ଭଳି ସମ୍ମାନପୂର୍ଣ୍ଣ ଆୱାର୍ଡ଼ ମଧ୍ୟ ଜିତିଛନ୍ତି।

ଓଡ଼ିଆ ଓ ବଙ୍ଗଳା ଫିଲ୍ମ ଜଗତରେ ରଚନା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।ତାଙ୍କ ଅଭିନୀତ ଅନେକ ଫିଲ୍ମ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ସେ ମୋ କୋଳ ତୋ ଝୁଲନା ଫିଲ୍ମ ଜରିଆରେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।ସେ ଏବେ ସପରିବାର କଲିକତାରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *