ଓଡ଼ିଆ ହିରୋଇନ ରଚନା ବାନାର୍ଜୀଙ୍କ Total ସମ୍ପତ୍ତି କେତେ?ଓଡ଼ିଆ ଫିଲ୍ମ ଛାଡିବା ପରେ ଏବେ ଏହି କାମ କରିକି Monthly ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ରଚନା ବାନାର୍ଜୀଙ୍କ ସମ୍ପତ୍ତି ବିଷୟରେ କିଛି ବିଶେଷ ତଥ୍ୟ।ଏବଂ ଏହା ସହିତ ରଚନା ବାନାର୍ଜୀଙ୍କ ଆୟର ସ୍ରୋତ ଗୁଡିକ କଣ କଣ ଏବଂ ତାଙ୍କ ସ୍ୱାମୀ କଣ କରନ୍ତି ତାଙ୍କ ସ୍ୱାମୀଙ୍କ କେତେ ଟଙ୍କା ରୋଜଗାର କରନ୍ତି ଓ ଏହା ସହିତ ରଚନା ବାନାର୍ଜୀଙ୍କ ଘର ଏବଂ ଗାଡି ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ଡିଟେଲସରେ ଜାଣିବା।ଏହି ସମ୍ପର୍କରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା।

ସାଙ୍ଗମାନେ ଆପଣମାନେ ତ ରଚନା ବନର୍ଜୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ଏବଂ ଆପଣଙ୍କୁ ରଚନା ଏବଂ ସିଦ୍ଧାନ୍ତଙ୍କ ଯୋଡି ବେସ ପସନ୍ଦ ଆସିଥାଏ।ଆପଣମାନେ ସମସ୍ତେ ଜାଣିଥିବେ ଯେ ରଚନା ବାନାର୍ଜୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ପ୍ରଥମେ ଏକ ମଡେଲ ଥିଲେ।ସେ ପ୍ରଥମେ ୧୯୯୦ ମସିହାରେ ମିସ କୋଲକାତା ଟାଇଟେଲ ଜିତିଥିଲେ ଏବଂ ସେ ମିସ ଇଣ୍ଡିଆ କଣ୍ଟେଷ୍ଟରେ ମଧ୍ୟ ଭାଗ ନେଇଥିଲେ।

ମିସ ଇଣ୍ଡିଆ କଣ୍ଟେଷ୍ଟରେ ସେ ଐଶ୍ୱରୀୟାଙ୍କ ଠାରୁ ହାରିଯାଇଥିଲେ।ଏବଂ ଶେଷରେ ସେ ମିସ ବିଉଟିଫୁଲ ସ୍ମାଇଲ କ୍ରଉନ ଜିତିଥିଲେ।ରଚନା ବାନର୍ଜୀ ଅନେକ ରିୟାଲିଟି ସୋ ଯେପରିକି ସଲମାନ ଖାନଙ୍କ ବିଗ ବସ ଆପଣ ଜାଣିଥିବେ ଏହା ସହିତ ଡ୍ୟାନ୍ସ ବାଙ୍ଗଳା ଡ୍ୟାନ୍ସ।ଦିଦି ନମ୍ବର ୧ ତୁମି ଯେ ଆମର ଏହି ରିୟାଲିଟି ସୋ ହୋଷ୍ଟ କରନ୍ତି।

ଏହାପରେ ସେ ୨୦୦୭ ମସିହାରେ ପ୍ରୋବାଲ ବାସୁଙ୍କୁ ବିବାହ କରିଥିଲେ।ଏବଂ ପ୍ରୋବାଲ ବାସୁ ଜଣେ କମ୍ପାନୀର ମ୍ୟାନେଜର ଅଟନ୍ତି।ତାଙ୍କ ଦରମା ମାସକୁ ପାଞ୍ଚ ଲକ୍ଷ।ଏହା ସହିତ ରଚନା ବାନାର୍ଜୀ ଲାଇଭ କନସର୍ଟ କରନ୍ତି।ଏହି ପରି ସେ କୋଲକାତାରେ ସେ ଅନେକ ଗୁଡିଏ ସୋ ପ୍ରତି ମାସରେ କରନ୍ତି।

ଏହା ସହିତ ଆପଣ ଜାଣିଥିବେ ସେ ଅନେକ ଗୁଡିଏ ଭଲ ଭଲ ହିନ୍ଦୀ ଫିଲ୍ମ କରିଛନ୍ତି।ଏହା ସହିତ ସେ ବଙ୍ଗାଳି ଫିଲ୍ମ, ତାମିଲ ଫିଲ୍ମ, ତେଲୁଗୁ ଫିଲ୍ମ ଏବଂ କନଡ଼ ଫିଲ୍ମ ମଧ୍ୟ କରିଛନ୍ତି।ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ପାଖା ପାଖି ୩୨ଟି ଫିଲ୍ମ କରିଛନ୍ତି।ରଚନାଙ୍କ ମୋଟ ସମ୍ପତ୍ତି ୪୯ କୋଟି ଟଙ୍କା।ଏହା ସହିତ ତାଙ୍କର ଏକ ଅଲିସାନ ଘର ମଧ୍ୟ ଅଛି।ଏକ ଲକଜରି କାର ମଧ୍ୟ ଅଛି।

ତାଙ୍କ ସ୍ୱାମୀଙ୍କର ମଧ୍ୟ ଅଲଗା ଏକ ଲକଜରି କାର ଅଛି।ଏବଂ ଆପଣ ଦେଖିଥିବେ ଯେତେବେଳେ ତାଙ୍କୁ ସମୟ ମିଳେ ସେ ସିଙ୍ଗାପୁର,ମାଳଦ୍ବୀପ,ଆମେରିକା, ସ୍ପେନ ଏବଂ ଏହିଭଳି ଅନେକ ସୁନ୍ଦର ସୁନ୍ଦର ଏବଂ ଲକଜରି ଦେଶକୁ ଯାଆନ୍ତି।ତେବେ ଏହା ଥିଲା ରଚନାଙ୍କ ସମ୍ପତ୍ତି ସମ୍ବନ୍ଧରେ କିଛି ବିବରଣୀ।

Leave a Reply

Your email address will not be published. Required fields are marked *