Top ଓଡ଼ିଆ ସିରିଏଲ ହିରୋଇନ ମାନଙ୍କର ଅସଲି ମାଆ ଙ୍କୁ ଆପଣ କେବେ ଦେଖିଛନ୍ତି କି,Tara ଙ୍କ ମା ଙ୍କ ସୁନ୍ଦରତା କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

Spread the love

ସାଙ୍ଗମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡ଼ିକୁ ତ ଆପଣ ମାନେ ନିଶ୍ଚୟ ଭାବେ ଦେଖିଥିବେ ଏବଂ ବହୁ ମାତ୍ରାରେ ଦେଖିଥିବେ ଏବଂ ପସନ୍ଦ ମଧ୍ଯ କରୁଥିବେ। କିନ୍ତୁ ଏହି ସିରିଏଲରେ କାମ କରୁଥିବା ହିରୋଇନ ମାନଙ୍କ ମାଆ ମାନଙ୍କୁ ଆପଣ ମାନେ କେବେ ବି ଦେଖିଛନ୍ତି କି ଯଦି ଦେଖିନାହାନ୍ତି ତେବେ ଆସନ୍ତୁ ଜାଣିବା ଏହି ହିରୋଇନ ମାନଙ୍କର ମାଆ ମାନଙ୍କୁ ଏବଂ ତାଙ୍କ ବିଷୟରେ।ତେବେ ଆସନ୍ତୁ ଏହି ହିରୋଇନ ମାନଙ୍କ ମାଆ ମାନଙ୍କ ଭଲପାଇବା ଏବଂ ସେ କେମିତି ତାଙ୍କ ଝିଅମାନଙ୍କୁ ପାଳନ କରିଛନ୍ତି ତାହା ବିଷୟରେ ଜାଣିବା।

ଆମ ପାଖରେ କିଛି ହିରୋଇନ ମାନେ ରହିଛନ୍ତି ତାଙ୍କ ମଧ୍ଯରୁ ପ୍ରଥମ ହିରୋଇନ ହେଉଛନ୍ତି ତାର ଯିଏ କି ତାରିଣୀ ଆଖିର ତାରା ସିରିଏଲରେ ଖୁବ ସୁନ୍ଦର ଭାବରେ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କ ଅଭିନୟକୁ ନେଇ ସେ ଲୋକ ମାନଙ୍କ ସବୁଠାରୁ ପସନ୍ଦ ହିରୋଇନ ଭାବେ ଜଣା ଶୁଣା ହୋଇଯାଇଛନ୍ତି ଏବଂ ସେ ଏବେ ସମସ୍ତଙ୍କ ଘରେ ଘରେ ତାଙ୍କର ସୁନ୍ଦର ଓ ଆକର୍ଷଣୀୟ ଅଭିନୟକୁ ନେଇ ପରିଚିତ ହୋଇଯାଇଛନ୍ତି।

ତେବେ ତାଙ୍କ ମାଆ ତାଙ୍କୁ ବହୁତ ଅଲିଅଳିରେ ପାଳନ କରିବା ସହିତ ଓଡ଼ିଆ ସଂସ୍କୃତିକୁ ଭଲ ଭାବରେ ଶିଖାଇଥିବା ସମସ୍ତଙ୍କୁ ଜଣା ରହିଛି। ତାଙ୍କ ମାଆ ତାଙ୍କ ଅଭିନୟ ଜଗତରେ ପାଦ ଦେବା ପାଇଁ ସବୁଠାରୁ ଅଧିକ ସାଥ ଦେଇଥିଲେ।ସେ ଏକ ସାକ୍ଷାତକାରରେ ମଧ୍ୟ କହିଛନ୍ତି ଯେ ସେ ତାଙ୍କ ମାଆଙ୍କ ଅବଦାନକୁ କେବେ ବି ଭୁଲି ପାରିବେ ନାହିଁ।

ତାଙ୍କ କପଡ଼ା,ଜୋତା ଏହି ଭଳି ଛୋଟ ଛୋଟ ଜିନିଷର ସଠିକ ଭାବେ ସଠିକ ସମୟରେ ଯୋଗେଇ ଦେଉଥିଲେ।ଘରର ସବୁ ଦାୟୀତ୍ଵ ବୁଝିବା ସହିତ ତାଙ୍କ ମାଆ ଏକ ଭଲ ଶିକ୍ଷକ ମଧ୍ଯ ଅଟନ୍ତି।

ଏହାପରେ ଦ୍ୱିତୀୟରେ ରହିଛନ୍ତି ଆମର ଇତି ଯିଏକି ସିନ୍ଦୂରର ଅଧିକାର ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।ଏହି ସିରିଏଲରେ ତାଙ୍କର ଜବରଦସ୍ତ ଅଭିନୟକୁ ନେଇକି ସେ ଖୁବ ଚର୍ଚ୍ଚାରେ ରହିଆସିଛନ୍ତି।ସେ ମଧ୍ଯ ତାଙ୍କ ସୁନ୍ଦର ଅଭିନୟ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଯାଇଛନ୍ତି ଏବଂ ତାଙ୍କ ସୁନ୍ଦର ଅଭିନୟକୁ ନେଇ ସିନ୍ଦୂରର ଅଧିକାର ଏବେ ସବୁଠାରୁ ଅଧିକ ପରିଚିତ ହେଉଥିବା ଥିବା ସିରିଏଲ ମଧ୍ଯରେ ଅନ୍ୟତମ।ସେ ଏହାଯୋଗୁଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ଆମ ପାଖରେ ତୃତୀୟ ପରିଚିତ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଛନ୍ତି ଦିତି ଯିଏକି ମାୟା ସିରିଏଲରେ ନାଗୁଣୀ ଅଭିନୟରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଅଭିନୟ ପାଈଁ ମାୟା ସିରିଏଲଟି ଓଡ଼ିଆର ସବୁଠାରୁ ଅଧିକ ଦେଖାଯାଉଥିବା ସିରିଏଲ ବା ନମ୍ବର ୱାନ ସିରିଏଲ ଭାବରେ ପରିଚିତ ହୋଇଯାଇଛି।ତେବେ ତାଙ୍କ ମାଆ ହେଉଛନ୍ତି ଜଣେ ଗୃହିଣୀ ଏବଂ ସେ ଦିତିଙ୍କୁ ଅଭିନୟ ଜଗତରେ ପାଦ ଦେବା ପାଇଁ ବହୁତ ଭଲ ଭାବରେ ପାଳନ କରିଛନ୍ତି।

ସାଙ୍ଗମାନେ ଏହାପରେ ମୁଁ କହିବି ରାଧିକାଙ୍କ ବିଷୟରେ।ସେ ନୁଆବୋହୁ ଧାରାବାହିକରେ ଅଭିନୟ କରୁଥିଲେ।ତାଙ୍କ ଅଭିନୟ ଯୋଗୁ ସେ ଆଜି ସାରା ଓଡ଼ିଶାରେ ଲୋକପ୍ରିୟ ହୋଇ ପାରିଛନ୍ତି।

ଏହାପରେ ମୁଁ କହିବି ଶ୍ରଦ୍ଧାଙ୍କ ବିଷୟରେ।ସେ ଏବେ କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରୁଛନ୍ତି।ତେବେ ଶ୍ରଦ୍ଧା ଓ ସାଇଙ୍କ ଯୋଡି ଏହି ଧାରାବାହିକରେ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଛି।

Leave a Reply

Your email address will not be published. Required fields are marked *