ଓଡ଼ିଆ ଫିଲ୍ମ ଜଗତର ଷ୍ଟାର ରାଇମୋହନ ଏବଂ ସୁପର ଷ୍ଟାର ବାବୁ ସାନ ଙ୍କ ଏହି ସମ୍ପର୍କ ବିଷୟରେ ଆପଣ ଜାଣି ନଥିବେ – ଜାଣିଲେ ଅବାକ ହେଇଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିନେମା ଜଗତକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା।ଆପଣମାନେ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ ଦେଖୁଥିବେ ଏବଂ ଆପଣ ଏହାର ଆନନ୍ଦ ମଧ୍ୟ ନେଉଥିବେ।ଓ ଯଦି ଆପଣ ଓଡ଼ିଆ ଫିଲ୍ମ ଦେଖନ୍ତି ତେବେ ରାଇମନଙ୍କ ବିଷୟରେ ତ ନିଶ୍ଚୟ ଭାବରେ ଜାଣିଥିବେ।ସେ ଏକ ଏପରି ଅଭିନେତା ଥିଲେ ନିଜ ଅଭିନୟ ଦ୍ୱାରା ତାଙ୍କ ପ୍ରଭାବ ବିସ୍ତାର କରିଥିଲେ ଓଡ଼ିଆ ସିନେମା ଜଗତରେ।ଏବଂ ଆପଣ ସୁପର ଷ୍ଟାର ବାବୁସାନଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ।ତାଙ୍କ ଦ୍ୱାରା ଅନେକ ଲୋକ ପ୍ରଭାଭିତ ହୋଇଛନ୍ତି।ବାବୁସାନ ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି।

ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ରାଇମନଙ୍କ ଦୁଇ ଝିଅଙ୍କ ଇଛା ପୁରଣ କଲେ ବାବୁ ସାନ।ଏହି ଆର୍ଟିକିଲରେ ଆସନ୍ତୁ ଆମେ ଜାଣିବା କେଉଁ ଇଚ୍ଛା ବାବୁସାନ ରାଇମନଙ୍କ ଝିଅଙ୍କ ପୁରଣ କଲେ।ଏବଂ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ।

ଏଥର ଦଶହରା ଅବସରରେ ରିଲିଜ ହୋଇଥିବା ତରଙ୍ଗ ସିନେମା ପ୍ରଡ଼କସନର ଫିଲ୍ମ ମିଷ୍ଟର ମଜନୁ।ଏହି ଫିଲ୍ମର ବାବୁସାନଙ୍କ ବିପକ୍ଷରେ ଅଛନ୍ତି ତିନିଜଣ ହିରୋଇନ।ସେମାନେ ହେଉଛନ୍ତି ସୂର୍ଯ୍ୟମୟୀ, ଦିବ୍ୟା ଏବଂ ଶୀତଳ।ତାହା ସହିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଓଲିଉଡର ଦୁର୍ଦାନ୍ତ ଖଳନାୟକ ରାଇମନ ସ୍କ୍ରିନ ସେୟାର କରିଛନ୍ତି।

ଉତ୍ତମ ମହାନ୍ତିଙ୍କ ସହିତ ଅନେକ ଫିଲ୍ମରେ କାମ କରିଥିବା ରାଇମନ ମିଷ୍ଟର ମଜନୁରେ ବାବୁ ସାନଙ୍କ ସହିତ କାମ କରି ବହୁତ ଖୁସି ଅଛନ୍ତି।ବାବୁ ସାନଙ୍କ ଅଭିନୟ ଏବଂ ଦକ୍ଷତାକୁ ସେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି।କିନ୍ତୁ ଏହି ଫିଲ୍ମକୁ ନେଇ ରାଇମନଙ୍କ ଠାରୁ ଅଧିକ ଖୁସି ହୋଇଛନ୍ତି ତାଙ୍କ ଦୁଇ ଝିଅ।ସେ ଏହି କଥା ଓ ଟିଭିର ଗପସପ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ।ତେବେ ରାଇମୋହନ ବାବୁସାନ ଙ୍କ ମା ଅପରାଜିତା ଙ୍କୁ ନିଜର ବଡ ଭଉଣୀ ବୋଲି ମାନନ୍ତି

ରାଇମନ କହିଥିଲେ ଯେ ତାଙ୍କ ଦୁଇ ଝିଅ ସବୁବେଳେ ଚାହିଁଥିଲେ ସେ ବାବୁ ସାନଙ୍କ ସହିତ ଫିଲ୍ମ କରନ୍ତୁ।ଏବଂ ମିଷ୍ଟର ମଜନୁ ଜରିଆରେ ସେମାନଙ୍କ ଏହି ଇଚ୍ଛା ପୂରଣ ହୋଇଛି।ଏହା ସହିତ ତାଙ୍କ ଦୁଇ ଝିଅଙ୍କ ଇଚ୍ଛା ପୁରଣ ପାଇଁ ସେ ବାବୁସାନଙ୍କୁ ଧନ୍ୟବାଦ ମଧ୍ୟ କରିଥିଲେ।ବାବୁସାନ ତାଙ୍କ ଝିଅଙ୍କ ସ୍ୱପ୍ନ ପୂରଣ କରିଥିବା କଥା କହିଥିଲେ।

ସୂଚନା ଯୋଗ୍ୟ ପଚାଶରୁ ଅଧିକ ଫିଲ୍ମରେ ଉତ୍ତମ ମହାନ୍ତି ଏବଂ ରାଇମନ ଏକାଠି ଅଭିନୟ କରିଛନ୍ତି।ମିଷ୍ଟର ମଜନୁ ରିଲିଜ ହେବା ଦିନ ମଧ୍ୟ ରାଇମନ କହିଥିଲେ ବାପା ଉତ୍ତମ ମହାନ୍ତିଙ୍କ ସହିତ ବହୁତ ଲଢେଇ କରିଥିଲି ଏବଂ ଏବେ ବାବୁ ସାନଙ୍କ ସହିତ ମଧ୍ୟ କାମ କରୁଛନ୍ତି।ଓ ଏଥିପାଇଁ ସେ ଅନେକ ଖୁସି ଥିବାର ମଧ୍ୟ ଜଣାପଡିଛନ୍ତି।

Leave a Reply

Your email address will not be published. Required fields are marked *