ରାଜ୍ୟରେ ଦୁଇ ଦିନ Continue ରହିବ ବର୍ଷା,ଏହି ଜିଲ୍ଲା ଗୁଡିକରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ପ୍ରକୋପ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆଜି ଆମେ ଜାଣିବା ଓଡିଶାରେ ବର୍ତ୍ତମାନ ସମୟରେ କଣ ରହିଛି ପାଣିପାଗର ବିଶେଷ ସୂଚନା।ତେବେ ଆପଣମାନେ ତ ଦେଖୁଥିବେ ଶୀତ କମିଛି କିନ୍ତୁ କୁହୁଡି କରୁଛି କଲବଲ।ସକାଳେ ସକାଳେ ଘନ କୁହୁଡି କାରଣପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାଜ୍ୟରେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ।ସକାଳେ ସକାଳେ ଘନ କୁଡୁଡି ଯୋଗୁ ଯାତାୟାତ ବାଧା ପ୍ରାପ୍ତ ହୋଇଛି।ରାଜ୍ୟରେ ଆଉ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।ୱେସଟ୍ରନ ଦିଷ୍ଟରବାନ୍ସ ପ୍ରଭାବରେ ପଶ୍ଚିମ ଓଡିଶାରେ ଲାଗି ରହିଛି ବର୍ଷା।କାଲି ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ଏହାର ଆଖ ପାଖରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତା ଦୁଇ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଗତ ୨୪ ଘଣ୍ଟାରେ ଆମ୍ବ ବଣା ଠାରେ ସର୍ବାଧିକ ୧୦୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱଭା8 ଠାରୁ ତିନିରୁ ପାଞ୍ଚ ଡିଗ୍ରୀ ସେଲସିୟସ ଅଧିକ ରହୁଛି।ଘନ କୁହୁଡି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ଆପଣ ଯଦି ଦେଖିବେ ଯେଉଁ ରାତ୍ରି ତାପମାତ୍ରା ରହୁଛି ପ୍ରାୟ ଅଞ୍ଚଳରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡିଗ୍ରୀ ଅଧିକ ରହୁଚି।

ଶୀତର ସେହିପରି ବିଶେଷ ପ୍ରକୋପ ନାହିଁ।ସର୍ବନିମ୍ନ ତାପମାତ୍ରା ଗତ କାଲି ୧୨.୩ ଡିଗ୍ରୀ ରେକର୍ଡ ହୋଇଥିଲା ଏବଂ ଆଜି ସମତଳ ଅଞ୍ଚଳ ମଧ୍ୟରେ ଟିଟିଲାଗଡ଼ରେ ସର୍ବନିମ୍ନ ୧୩.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।ଯେଉଁଟାକି ଆପଣ ଦେଖିବେ ପ୍ରାୟ ସବୁ ଅଞ୍ଚଳରେ ଦଶ ଡିଗ୍ରୀରୁ ସବୁ ଅଞ୍ଚଳରେ ତାପମାତ୍ରା ଅଧିକ ରହୁଛି।

ଏହାଛଡା ଯଦି ବର୍ଷା କଥା କହିବେ ପଶ୍ଚିମ ଝଡ଼ ପ୍ରଭାବରେ ଗତ କାଲି ଅନୁମାନ କରାଯାଇଥିଲା ଯେ ୨୮ ଏବଂ ୨୯ ପ୍ରଭାବରେ ପ୍ରକୋପ ସବୁଠାରୁ ଅଧିକ ରହିବ।ଆମର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟ ଅନୁଭବ ହୋଇଛି।ସର୍ବାଧିକ ବର୍ଷା ବରଗଡ଼ ଜିଲ୍ଲାର ଆମ୍ବବଣା ଠାରେ ୧୦୫.୬ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବଲପୁର ଜିଲାର ଯୁଜୁମୁରା ଠାରେ ୬୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।ଅନ୍ୟ ଜାଗାରେ ୫୬.୮ ମିଲିମିଟର ଦେଓଗଡ଼ ଜିଲ୍ଲାରେ ୪୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।ଏହି ବର୍ଷା ଧାନ ଉପରେ ପ୍ରଭାବ ପକାଇବା ଭଳି ମନେ ହେଉଛି।

Leave a Reply

Your email address will not be published. Required fields are marked *