ଖୁବ ଶୀଘ୍ର ଆସିବ Ranu Mandal ଙ୍କ ବୟୋପିକ,ରାନୁ ଙ୍କ ଜୀବନି କୁ ନେଇ ଏହି ଫିଲ୍ମ ଆସିବ,ଅଭିନୟ କରିବେ ଏହି ବେଙ୍ଗଲୀ ସୁନ୍ଦରୀ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ଆପଣମାନେ ତ ଅନେକ ବୟୋପିକ ଦେଖିଥିବେ ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ ଆସିଥିବ।ବୟୋପିକ ଦେଖିବା କାହାକୁ ବା ଭଲ ଲାଗିନଥାଏ।ଅନେକ ଲୋକ ବୟୋପିକ ଦେଖିବାକୁ ପସନ୍ଦ କରିଥାନ୍ତି ଏବଂ ଏହା ଅନେକ ଲୋକଙ୍କୁ ପ୍ରଭାବିତ ମଧ୍ୟ କରିଥାଏ।ତେବେ ଆଜିର ଏହି ଆର୍ଟିକିଲରେ ଆମେ କିଛି ନୂତନ ଖବର ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବର୍ତ୍ତମାନ ଵଲିଉଡ଼ରେ ଚାଲିଛି ବୟୋପିକ ଜମାନା।କିଏ ଟିକେ ଲୋକପ୍ରିୟ ହେବା ମାତ୍ରେ ତାଙ୍କର ଏକ ବୟୋପିକ କରାଯାଉଛି।ବର୍ତ୍ତମାନ ସମୟରେ ଯେଉଁ ତଥ୍ୟ ସମ୍ନାକୁ ଆସିଛି ସେହି ଅନୁସାରେ ଶୁଣିବାକୁ ମିଳୁଛିଯେ ବର୍ତ୍ତମାନ ସମୟରେ ରାନୁ ମଣ୍ଡଳଙ୍କର ଏକ ବୟୋପିକ କରାଯିବ।ଏବଂ ରାନୁମଣ୍ଡଳଙ୍କ ଉପରେ ଏକ ଫିଲ୍ମ ତିଆରି କରାଯିବ ବୋଲି ମଧ୍ୟ ପ୍ରସ୍ତୁତି ଚାଲିଛି।ତେବେ ସେହି ଫିଲ୍ମର ନାମ ମିସ ରାନୁ ମାରିଆ ରହିଥିବା ବେଳେ ଏହାକୁ ରୁଷିକେଶ ମଣ୍ଡଳ ନିର୍ଦ୍ଦେଶନା ଦେଉଛନ୍ତି।ଏହି ଫିଲ୍ମଟିରେ ରାନୁ ମଣ୍ଡଳଙ୍କ ଭୂମିକାରେ ନଜର ଆସିବେ ବଙ୍ଗାଳି ଏବଂ ହିନ୍ଦୀ ଫିଲ୍ମରେ କାମ କରି ସାରିଥିବା ଅଭିନେତ୍ରୀ ଇସିକା।ଆପଣମାନେ ତ ଅଭିନେତ୍ରୀ ଇସିକାଙ୍କୁ ନିହାତି ଭାବରେ ଜାଣିଥିବେ ଏବଂ ତାଙ୍କର ଖୁବ ସୁନ୍ଦର ଅଭିନୟ ସହିତ ମଧ୍ୟ ବେଶ ପରିଚିତ ଥିବେ।

ଏହି ଫିଲ୍ମର ସୁଟିଙ୍ଗ କଲିକତା ଏବଂ ମୁମ୍ବାଇରେ ହେବ।ଏହି ଫିଲ୍ମରେ ପୂର୍ବରୁ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା।ହେଲେ ଲକ ଡାଉନ ଯୋଗୁ ସିଡ୍ୟୁଲ ଡେଟରେ ଅସୁବିଧା ହେବାରୁ ଇସିକାଙ୍କ ନାମ ନିଆଯାଇଥିଲା।ଇସିକା ଫିଲ୍ମ ଲାଲ କପ୍ତାନ ଏବଂ ୱେବ ସିରିଜରେ ସେକ୍ରେଡ଼ ଗେମସରେ କାମ କରିସାରିଛନ୍ତି।ଏହି ଦୁଇଟି ଫିଲ୍ମ ଏବଂ ୱେବସିରିଜ ମଧ୍ୟ ଖୁବ ଲୋକପ୍ରିୟ ହୋଇଥିଲା।ଏପର୍ଯ୍ୟନ୍ତ ଇସିକା ଏବଂ ରାନୁମଣ୍ଡଳଙ୍କ ମଧ୍ୟରେ ଭେଟ ହୋଇନାହିଁ।

କାରଣ କରୋନା କାରଣରୁ ମୁମ୍ବାଇରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି।ତେବେ ମିଳିଥିବା ଖବର ଅନୁସାରେ ଫିଲ୍ମଟିର ସୁଟିଙ୍ଗ ନଭେମ୍ବର ମାସରୁ ଆରମ୍ଭ ହେବ।ଏବଂ ଏହା ୨୦୨୨ ମସିହା ଏପ୍ରିଲ କିମ୍ବା ମାର୍ଚ୍ଚ ମାସରେ ରିଲିଜ ହେବ ବୋଲି ଯୋଜନା କରାଯାଇଛି ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି।ସୂଚନା ଅନୁସାରେ ରେଲୱେ ପ୍ଲାଟଫର୍ମରେ ଗୀତ ଗାଇ ସୋସିଆଲ ମିଡିଆ ଜରିଆରେ ରାତାରାତି ପପୁଲାର ହୋଇଥିଲେ ରାନୁ ମଣ୍ଡଳ।ଲତା ମଙ୍ଗେଜକରଙ୍କ ଏକ ପ୍ୟାରକା ନଦମହା ଗୀତ ତାଙ୍କୁ ଦେଇଥିଲା ଏକ ଭିର୍ଣ୍ଣ ପରିଚୟ।ପ୍ରଥମେ କିଛି ଦିନ ପାଇଁ ତ ତାଙ୍କର ସେହି ଭାଇରାଲ ଭିଡିଓଟି ଏତେ ପପୁଲାର ହୋଇଥିଲା ଯେ ଵଲିଉଡ଼ର ମ୍ୟୁଜିକ ଦିରେକ୍ଟର ହୀମେଶ ରେସ୍ମିୟା ତାଙ୍କର ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।

ହେଲେ ଗୋଟିଏ ଗୀତ ଗାଇବା ପରେ ରାନୁ ମଣ୍ଡଳ ସଡ଼ନ କୁଆଡେ ଗୟାବ ହୋଇଯାଇଛନ୍ତି।କିନ୍ତୁ ତାଙ୍କର ଆଗକୁ ଆସିବାକୁ ଯାଉଥିବା ଫିଲ୍ମ ହୁଏତ ଲୋକମାନଙ୍କୁ ବେଶ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *