ଟିକେ ଟିକେ କଥାରେ କାନ୍ଦୁଥିବା ଝିଅ (Mahila) କିପରି ହୋଇଥାନ୍ତି ? ଏହି Specially ଗୁଣ ସବୁ ତାଙ୍କ ଭିତରେ ରହିଥାଏ

Spread the love

ଏପରି ଅନେକ ଝିଅ ଅଛନ୍ତି ଯେଉଁମାନେ ଟିକେ ଟିକେ କଥାରେ କାନ୍ଦି ପକାଇଥାନ୍ତି।ଏହା ସହିତ ଏପରି ଅନେକ ଝିଅ ଅଛନ୍ତି ଯେଉଁମାନେ ଅଳ୍ପ ଅଳ୍ପ କଥାରେ କାନ୍ଦି ପକାଇଥାନ୍ତି।ତେବେ ଏପରି ଝିଅ ମାନଙ୍କୁ ଅନେକ ଲୋକ ଦୁର୍ବଳ ହୋଇ କହିଥାନ୍ତି।ଏହା ସହିତ ଅନେକ ଲୋକ ସେମାନଙ୍କୁ ଦୁର୍ବଳ ବୋଲି କହି ପରିହାସ କରିଥାନ୍ତି।ମାତ୍ର ସେମାନେ ବାସ୍ତବରେ ଦୁର୍ବଳ ହୋଇ ନଥାନ୍ତି।ସେମାନେ ବାହାରୁ ଯେତିକି ଦୁର୍ବଳ ଦେଖା ଯାଆନ୍ତି ସେମାନେ ଭିତରୁ ସେତିକି ଶକ୍ତ ଓ ଦୃଢ଼ମନା ହୋଇ ଥାଆନ୍ତି।

ଏହା ସହିତ କୌଣସି ବି ପରିସ୍ଥିତିର ମୁକାବିଲା କରିବାର ଦକ୍ଷତା ସେମାନଙ୍କ ମଧ୍ୟରେ ରହିଥାଏ।ଏହା ସହିତ ସେମାନେ କୌଣସି ମଧ୍ୟ କଠୋର ସମୟରେ ନିଜକୁ ସମସ୍ତ ପ୍ରକାରର ପରିସ୍ଥିତି ଅନୁସାରେ ବଦଳାଇ ପାରନ୍ତି।ଏହା ସହିତ ସେମାନେ ଅଧିକ ସ୍ଥିର ସ୍ୱଭାବର ହୋଇ ଥିବାରୁ ଅନେକ ଲୋକ ସେମାନଙ୍କୁ ଦୁର୍ବଳ ବୋଲି ଭାବିଥାନ୍ତି।ଏହା ସହିତ ସେମାନେ ବାସ୍ତବରେ ସେପରି ହୋଇ ନଥାନ୍ତି।

ସେମାନେ ଅଧିକ ଶକ୍ତିଶାଳୀ ମଧ୍ୟ ହୋଇ ଥାଆନ୍ତି ମାତ୍ର ଏହି କଥା କାହାକୁ ମଧ୍ୟ ଜଣା ନଥାଏ।ତେବେ ଏହା ସହିତ ଏହା ମଧ୍ୟ ସତ୍ୟ କି ଏହି ସ୍ୱଭାବର ସମସ୍ତ ଝିଅ ଅତ୍ୟନ୍ତ ଭଲ ଓ ସଦଗୁଣର ହୋଇ ଥାଆନ୍ତି।ସେମାନଙ୍କର ଏହି କାନ୍ଦିବା ସ୍ଵଭାବ ଏହି କାରଣ ପାଇଁ ଥାଏ କାରଣ ସେମାନେ ଅତ୍ୟନ୍ତ ନିରୀହ ସ୍ୱଭାବର ହୋଇ ଥାଆନ୍ତି।

କିନ୍ତୁ ଅନେକ ଲୋକ ସେମାନଙ୍କୁ ଦୁର୍ବଳ ବୋଲି ବିଚାର କରି ଥାଆନ୍ତି।ତେବେ ଏହା ଜାଣି ରଖିବା ଆବଶ୍ୟକ କି ଏହି ସମସ୍ତ ମହିଳା ମାନଙ୍କ ସହିତ ଖରାପ ବ୍ୟବହାର କରିବା କଥା ଆପଣ ଚିନ୍ତା ମଧ୍ୟ କରନ୍ତୁ ନାହିଁ।କାରଣ ଆବଶ୍ୟକ ପଡ଼ିଲେ ଏହି ମହିଳା ନାରାୟଣୀ ରୂପ ମଧ୍ୟ ଧାରଣ କରି ପାରିବେ।ସେଥିପାଇଁ ସତର୍କ ରହିବା ଆବଶ୍ୟକ।

ଏହା ସହିତ ଏହି ସମସ୍ତ ଝିଅମାନେ ଅତ୍ୟନ୍ତ ଭଲ ସ୍ୱଭାବର ହୋଇ ଥାଆନ୍ତି।ଏମାନେ କାହାକୁ ମଧ୍ୟ କେବେ କଷ୍ଟ ଦିଅନ୍ତି ନାହିଁ।କାରଣ ଏମାନେ ଜାଣି ଥାଆନ୍ତି କି ଅନ୍ୟକୁ କଷ୍ଟ ଦେବା ଫଳରେ କିପରି ଭାବରେ କଷ୍ଟ ମିଳିଥାଏ।ଏହା ସହିତ ଏହି ସମସ୍ତ ଝିଅମାନଙ୍କ ସ୍ଵଭାବ ଏତେ ଭଲ ହୋଇଥାଏ କି ଏମାନେ କାହାକୁ କାନ୍ଦିବାର ଦେଖିଲେ ନିଜେ ମଧ୍ୟ କାନ୍ଦିବାକୁ ଲାଗନ୍ତି।

ଏମାନେ କାହାର ଦୁଃଖ ଦେଖିବା ପରେ ନିଜେ ମଧ୍ୟ ବହୁତ ଦୁଃଖିତ ହୋଇ ପଡ଼ି ଥାଆନ୍ତି।ଏହା ସହିତ ଏହି ସ୍ୱଭାବର ଝିଅ ମାନଙ୍କୁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।ତେବେ ଏହି ଭଳି ସ୍ୱଭାବର ଝିଅ ମିଳିବା ଅନେକ କଷ୍ଟ ଅଟେ।କାରଣ ଏହି ସ୍ୱଭାବର ଝିଅ ଆଜିକାଲି ମିଳନ୍ତି ନାହିଁ।ଏହି ଝିଅ ମାନଙ୍କ ମଧ୍ୟରେ ଏପରି ଭାବରେ ବିଶେଷ ଗୁଣ ରହିବା ସହିତ ଏମାନେ ମଧ୍ୟ ଅନେକ ଭାବରେ ନିଜର ସମସ୍ତ ପ୍ରିୟଜନଙ୍କୁ ଅନେକ ମାତ୍ରାରେ ଭଲ ପାଇଥାନ୍ତି।ଏହା ସହିତ ଏହି ସ୍ୱଭାବର ଝିଅ ମାନେ ଅନେକ ଲୋକଙ୍କ ଭଲ ମନ୍ଦ ବୁଝି ଥାଆନ୍ତି।ଏହା ସହିତ ଏହି ସ୍ୱଭାବର ଝିଅମାନେ ବହୁତ ଯତ୍ନବାନ ମଧ୍ୟ ହୋଇ ଥାଆନ୍ତି।

Leave a Reply

Your email address will not be published. Required fields are marked *