Rare Cyclone ମାଡି ଆସୁଛି ଓଡିଶା ଆଡକୁ,ପୁଣି ଏକ ବଡ ବାତ୍ୟା ଦେଖିପାରେ ଓଡିଶା,ଏହି ଦିନଠୁ ହେବ ପ୍ରବଳ ବର୍ଷା…ଦେଖନ୍ତୁ Video

Spread the love

ତେବେ ଭାରତ ମହାସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ନିକଟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଅବପାତ ସୃଷ୍ଟି ହୋଇଛି।ଏହା ସହିତ ଏହା ଆସନ୍ତା ୧୯ ତାରିଖରେ ଅବପାତର ରୂପ ନେବା ପରେ ଏହା ୨୦ ତାରିଖରେ ବାତ୍ୟାରେ ପରିଣତ ହେବ।ଏହା ସହିତ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉପକୂଳ ଅଞ୍ଚଳ ଦେଇ ଗତି କରିବାର ସମ୍ଭାବନା ରହିଛି।ଏହା ସହିତ ଏହା ପ୍ରଭାବରେ ଆଣ୍ଡମାନ ଅଞ୍ଚଳରେ ପବନ ବହିବାର ସମ୍ଭାବନା ରହିଛି।

ଏହା ସହିତ ଏହା ପ୍ରଭାବରେ ୧୮ ତାରିଖରେ ୩୦-୪୦ କିମି ବେଗରେ ପବନ ବହିବ।ଏହା ସହିତ ୧୯ ତାରିଖରେ ୪୫-୫୫ କିମି ବେଗରେ ପବନ ବହିବ।ଏହା ସହିତ ୨୦ ତାରିଖରେ ପବନର ବେଗ ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ୨୧ ତାରିଖରେ ୭୫-୮୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି।

ଏହା ସହିତ ୨୧ ତାରିଖରେ ଆଣ୍ଡାମାନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ଯାହା ଫଳରେ ଏହି ସମୟରେ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।ଏହା ସହିତ ଏହା ଆଣ୍ଡାମାନ ଉପକୂଳ ଅଞ୍ଚଳ ଦେଇ ଗତି କରିବାର ସମ୍ଭାବନା ରହିଛି।ଏହା ସହିତ ଏହା ପରେ ଏହା ସେହି ଦିଗରେ ଗତି କରି

ପ୍ରାୟ ୨୩ ତାରିଖ ବେଳକୁ ଏହା ବାଂଲାଦେଶ ଓ ମିଆଁମାର ଉପକୂଳ ଅଞ୍ଚଳରେ ପହଞ୍ଚି ଯିବ ବୋଲି ଅନୁମାନ କରାଯାଉଛି।ଏହା ସହିତ ଏହା ପ୍ରଭାବରେ ଆଣ୍ଡାମାନର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।।ତେବେ ବର୍ତ୍ତମାନ ଯାଏ ମଧ୍ୟ ଏହି ବାତ୍ୟା ଭଲ ଭାବରେ ସଂଗଠିତ ହୋଇ ପାରି ନାହିଁ।

ତେବେ କିନ୍ତୁ ଏହା ଯଥା ଶୀଘ୍ର ବାତ୍ୟାର ରୂପ ନେବ ବୋଲି କୁହା ଯାଉଛି।ଯାହା ଫଳରେ ଏହା ଆଣ୍ଡାମାନ ଉପକୂଳ ଦେଇ ଗତିକରିବା ସହିତ ଏହା ବାଂଲାଦେଶ ଓ ମିଆଁମାର ଉପକୂଳ ଅଂଚଳରେ ଆଗାମୀ ୨୩ ତାରିଖ ମଧ୍ୟରେ ପହଞ୍ଚି ଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ଏହା ସହିତ ଏହା ମଧ୍ୟ କୁହା ଯାଇଛି କି ମତ୍ସଜୀବୀ ମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ନଚେତ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ଏହା ସହିତ ଯେଉଁମାନେ ସମୁଦ୍ର ମଧ୍ୟକୁ ଚାଲି ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଉପକୂଳକୁ ଫେରି ଆସିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

ଏହା ସହିତ ଏହି ବାତ୍ୟା ଅଧିକ ଘନୀଭୂତ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏହା ସହିତ ଏହା ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରା ଯାଇଅଛି।ତେବେ ଏହା ସହିତ କେବଳ କିଛି ସ୍ଥାନରେ କିଛି କିଛି ବର୍ଷା ହେବାର ସମ୍ଭାବନା ରହି ଅଛି।ତେଣୁ ଅଧିକ ଭୟଭୀତ ହେବାର କୌଣସି କାରଣ ନାହିଁ।

Leave a Reply

Your email address will not be published. Required fields are marked *