ମଣିଷ ନୁହଁ ସାପ ସହିତ ବିବାହ କଲେ ଏହି ଝିଅ,କଣ ଥିଲା ତାଙ୍କ ଏପରି Marriage କରିବାର ଅସଲ କାରଣ,ଜାଣିଲେ ମୁଣ୍ଡରେ ହାତଦେବେ ଆପଣ

Spread the love

ସାଙ୍ଗମାନେ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ବିବାହ ହୋଇଥାଏ ବୋଲି ଏହା ଆପଣମାନେ ସମସ୍ତେ ଜାଣିଛନ୍ତି।କିନ୍ତୁ ଆମେ ଏପରି ଏକ ଘଟଣା ଜଣାଇବୁ ଯାହାକୁ ଶୁଣି ଆପଣ ଚକିତ ରହିଯିବେ।ଏବଂ ଆପଣ ଏହି କଥାକୁ ଯାହାକୁ ଜଣାଇବେ ସେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ଆପଣଙ୍କ କଥାରେ ବିଶ୍ୱାସ କରିବେ ନାହିଁ।କିନ୍ତୁ ଏହି ଘଟଣା ସତ୍ୟ ଅଟେ।ପୁରୁଷ ଏବଂ ନାରୀଙ୍କ ବିବାହ ବିଷୟରେତ ଆପଣ ଜାଣିଥିବେ।କିନ୍ତୁ କେବେହେଲେ ଆପଣ ଶୁଣିଛନ୍ତି କି ଜଣେ ମହିଳାଙ୍କ ସହିତ ଏକ ସାପ ବିବାହ କରିବା କଥା?

କେବଳ ଏତିକି ନୂହେ।ସେହି ମହିଳା ଜଣଙ୍କ ସାପକୁ ବିବାହ କରିବା ସହିତ ସୁଖୀ ଜୀବନ ମଧ୍ୟ ବଞ୍ଚୁଛନ୍ତି।ଏହା ଆପଣଙ୍କୁ ଶୁଣିବାକୁ ଅଜବ ଲାଗିଥାଇ ପାରେ।କିନ୍ତୁ ଏହା ଏକ ସତ୍ୟ ଘଟଣା ଅଟେ।ଏହି ଝିଅର ନାମ ବିମଳା ଅଟେ।ଯିଏକି ଏକ ସାପକୁ ବିବାହ କରିଛନ୍ତି।ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କର କଥା ଏହା ଅଟେକି ଏହା ଏକ ପ୍ରେମ ବିବାହ ନୁହଁ।

ଏହା ଅରେଞ୍ଜ ମ୍ୟାରେଜ ଅଟେ।କହିବାକୁ ଗଲେ କିଛିଦିନ ତଳେ ତାଙ୍କ ଘରୁ ଏକ ସାପ ବାହାରିଥିଲେ।ଯାହାକୁ ସେ ନିଜ ଘରୁ ବାହାର ନକରିଦେଇ ତାକୁ ନିଜ ପାଖରେ ରଖିଲେ।ଏବଂ ଏହାପରେ ଧୀରେ ଧୀରେ ସେହି ସାପ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଲା।ଶେଷରେ ସେ ନିଷ୍ପତି ନେଲେ ଯେ ସେହି ସାପକୁହିଁ ବିବାହ କରିବେ।ଆପଣମାନେ ଶୁଣିଥିବେ ଏବଂ ଦେଖିଥିବେ ଯେ ଆପଣମାନେ ବିଭିନ୍ନ ପ୍ରକାର ପଶୁ ଏବଂ ପକ୍ଷୀଙ୍କୁ ଘରେ ପାଲିଥିବେ।କିନ୍ତୁ ଏଠାରେ ମାମଲା ଭିର୍ଣ ଅଟେ।

ଏଠାରେ ମହିଳା ଜଣଙ୍କ ସାପକୁ ନିଜ ସ୍ୱମୀ ରୂପରେ ଗ୍ରହଣ କରିଛନ୍ତି।ଅନ୍ୟ ଏକ ଅଜବ କଥା ହେଉଛି ସାପ ମଧ୍ୟ ସେହି ମହିଳାଙ୍କ ବୋଧେ ପ୍ରେମ ଭାବନାକୁ ବୁଝି ପାରିଛି।କାରଣ ସାପ ମହିଳାଙ୍କୁ କୌଣସି ମଧ୍ୟ ପ୍ରକାର ଆଘାତ କରୁନାହିଁ।କହିବାକୁ ଗଲେ ମହିଳାଙ୍କ ଜୀବନରେ ସବୁକିଛି ଠିକ ଅଛି।ତଥାପି ତାଙ୍କ ନିଷ୍ପତ୍ତି ବିଷୟରେ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଏପରି ନୁହେଁ ଯେମିତି ହିନ୍ଦୁ ପରମ୍ପରାରେ ବିବାହ କରାଯାଏ।ଠିକ ସେହିଭଳି ମହିଳା ଜଣଙ୍କ ବ୍ରାହ୍ମଣ ରୀତି ନିତୀରେ ସବୁ ପରମ୍ପରାକୁ ଆଖି ଆଗରେ ରଖି ବିବାହ କରିଛନ୍ତି।କେବଳ ଏତିକି ନୁହେଁ।ବିବାହ ମଣ୍ଡପରେ ସାତ ଥର ଫେରା ମଧ୍ୟ ନେଇଛନ୍ତି ଏହି ମହିଳା ଏବଂ ସାପ।ଭାବନ୍ତୁ ଏହି ଦୃଶ୍ୟ କେତେ ଭୟଙ୍କର ହୋଇଥିବ।କିନ୍ତୁ ସମଗ୍ର ବିବାହ ବହୁତ ଭଲରେ ସମ୍ପର୍ଣ୍ଣ ହୋଇଛି।

କିନ୍ତୁ ଏହାପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ବିବାହ ପରେ ଘର ଚଳାଇବା ପାଇଁ ଟଙ୍କା କିଏ ରୋଜଗାର କରିବ ଏବଂ ବାହାରକୁ ଜିନିଷ ଆଣିବାକୁ କିଏ ଯିବ?ଏବଂ ସାପ ଯଦି ଘରୁ ବାହାରକୁ ଚାଲିଗଲା ତେବେ କଣ ହେବ?ବର୍ତ୍ତମାନ ପର୍ଯ୍ୟନ୍ତ ସେହି ମହିଳା ଏବଂ ସାପହିଁ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିଥିବେ।

Leave a Reply

Your email address will not be published. Required fields are marked *