Sabita Badhei ସ୍ୱାମୀ ଙ୍କ ଘର ଆଗରେ ବସିଥିଲେ ୧୪ ମାସ,ଓଡ଼ିଶାର ସବିତା ଙ୍କ ଜୀବନୀ ନେଇ ଆସିଥିଲା ତେଲୁଗୁ ଫିଲ୍ମ,ତପସ୍ଵିନୀ ଚାଲିଛନ୍ତି ସବିତା ବଢେଇଙ୍କ ରାସ୍ତାରେ..ଦେଖନ୍ତୁ ତାଙ୍କ Video

Spread the love

ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ତ୍ତମାନ ତପସ୍ୱିନୀଙ୍କ ବିଷୟରେ ଅନେକ କଥା ଆଲୋଚନା ହେଉଛି।କେହି କେହି ତାଙ୍କୁ ସମର୍ଥନ କରୁଥିବା ସମୟରେ ଆଉ କିଛି ଲୋକ ସେମାନଙ୍କୁ ସମର୍ଥନ ମଧ୍ୟ କରୁ ନାହାନ୍ତି।ତେବେ ଆମେ ବର୍ତ୍ତମାନ ତାଙ୍କ ଭଳି ଆଉ ଜଣେ ମହିଳାଙ୍କ କାହାଣୀ ସମ୍ପର୍କରେ ଆଲୋଚନା କରିବା ଏହା ସହିତ ବର୍ତ୍ତମାନ ତପସ୍ଵିନୀ ମଧ୍ୟ ସେହି ନାରୀଙ୍କ ମାର୍ଗରେ ଯାଉଛନ୍ତି ବୋଲି ବର୍ତ୍ତମାନ ଅନେକ ଲୋକ ନିଜର ମତ ରଖିବା ଆରମ୍ଭ କରି ସାରିଲେଣି।

ତେବେ ଅନେକ ବର୍ଷ ତଳେ ଏହିଭଳି ଆଉ ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ସମ୍ୱଲପୁର ଜିଲ୍ଲାର ଏକ କ୍ଷୁଦ୍ର ଗ୍ରାମରେ ରହୁଥିଲେ ସବିତା ବଢେଇ।ତେବେ ସେ ସେହି ଗ୍ରାମରେ ରହିବା ସହିତ କେନ୍ଦୁ ପତ୍ରକୁ ବଳି ବିଡି ତିଆରି କରି ନିଜର ଜୀବିକା ଅର୍ଜନ କରୁଥିଲେ।ତେବେ ତାଙ୍କର ମାଲିକ ଯିଏ ଥିଲେ ତାଙ୍କ ସହିତ ସବିତା ବଢେଇଙ୍କର ପ୍ରେମ ହୋଇଗଲା।

ଏହା ସହିତ ସେମାନେ ପରସ୍ପରକୁ ଅନେକ ଭଲ ମଧ୍ୟ ପାଇଲେ।ଏହା ସହିତ କିଛି ଦିନ ପରେ ଅଚାନକ ଭାବରେ ସବିତା ବଢେଇଙ୍କର ଏକ ପୁଅ ମଧ୍ୟ ହୋଇଗଲା।ତେବେ ସବିତା ବଢେଇ କହିଲେ କି ସେହି ପୁଅ ହେଉଛି ସେହି ମାଲିକଙ୍କର।ଏହା ସହିତ ବାସ୍ତବରେ ମଧ୍ୟ ସେହି ପୁଅ ସେହି ମାଲିକଙ୍କର ଥିଲା।

କିନ୍ତୁ ସେ ତାକୁ ଗ୍ରହଣ କରିବା ପାଇଁ ମନା କରି ଦେଇଥିଲେ।ଏହା ସହିତ ସେ ଏହାପରେ କଣ କରିବେ କିଛି ଚିନ୍ତା କରି ପାରି ନଥିଲେ।ଶେଷରେ ସେ ସେହି ମାଲିକ ଘର ସମ୍ମୁଖରେ ପ୍ରାୟ ୧୪ ମାସ ଧରି ବସି ରହିଥିଲେ।ଏହା ସହିତ ସେହି ଘର ସମ୍ମୁଖରେ ବସି ରହିବା ଫଳରେ ତାଙ୍କ ପାଖକୁ ଅନେକ ମିଡ଼ିଆ ଶେଷରେ ଯିବାକୁ ବାଧ୍ୟ ହୋଇଥିଲା

।ତେବେ ଏହି ଘଟଣା ସେହି ସମୟରେ ସମ୍ପୂର୍ଣ୍ଣ ଦେଶରେ ପ୍ରଚାରିତ ହୋଇ ଯାଇଥିଲା।ତେବେ ସମ୍ପୂର୍ଣ୍ଣ ଦେଶରେ ଏହା ପ୍ରଚାର ହେବା ପରେ ଅନେକ ଲୋକ ସବିତା ବଢେଇଙ୍କ ସପକ୍ଷରେ ବାହାରି ଥିଲେ।ଶେଷରେ ସେହି ମାଲିକଙ୍କୁ ସବିତା ବଢେଇଙ୍କୁ ବିବାହ କରିବାକୁ ପଡ଼ିଥିଲା।ତେବେ ଏହି ସମସ୍ତ ଘଟଣା ହେବା ପରେ ବର୍ତ୍ତମାନ ତପସ୍ୱିନୀଙ୍କ କ୍ଷେତ୍ରରେ ମଧ୍ୟ ସେହିଭଳି କିଛି କଥା ଦେଖିବାକୁ ମିଳୁଛି।

ତାଙ୍କ ସପକ୍ଷରେ ବର୍ତ୍ତମାନ ଅନେକ ନାରୀ ଏକାଠି ହୋଇ ସାରିଲେଣି।ଯାହା ଫଳରେ ସୁମିତଙ୍କ ଘର କବାଟକୁ ଅନେକ ମହିଳା ମିଳିତ ଭାବରେ ଭାଙ୍ଗି ଦେଇଥିଲେ।ତେବେ ବର୍ତ୍ତମାନ ମଧ୍ୟ ସମ୍ପୂର୍ଣ୍ଣ ରାଜ୍ୟରେ ଲୋକମାନେ ଏକ ହେବାକୁ ଆରମ୍ଭ କଲେଣି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ଏହିପରି ଭାବରେ ଧୀରେ ଧୀରେ ତାଙ୍କ ସପକ୍ଷରେ ବର୍ତ୍ତମାନ ଅନେକ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି।

ତେବେ ତାଙ୍କ ସପକ୍ଷରେ ବର୍ତ୍ତମାନ ଅନେକ ଲୋକ ମଧ୍ୟ ବାହାରକୁ ଆସିଲେଣି।ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ତାଙ୍କୁ ସଠିକ ଭାବରେ ନ୍ୟାୟ ମିଳି ପାରୁଛି ନା ତାଙ୍କୁ ମଧ୍ୟ ନ୍ୟାୟ ମିଳିବ ନାହିଁ।

Leave a Reply

Your email address will not be published. Required fields are marked *