Pagala ପ୍ରେମୀ ସବ୍ୟ ସାଜିଲେ Dhelivary Man,କାରଣ ଜାଣିଲେ ସମସ୍ତେ କଲେ ପ୍ରଶଂସା – ଦେଖନ୍ତୁ କଣ ଥିଲା ଏହାର କାରଣ

Spread the love

ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ବହୁ ମାତ୍ରାରେ ଆକର୍ଷିତ କରିଥାଏ।ତେବେ ଏହି ମହାମାରୀ ସମୟରେ ଏହି ଅଭିନେତା ଜଣକ ଯେଉଁ ଭଳି ଭାବରେ ସମସ୍ତ ଗରିବ ଲୋକ ମାନଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ।

ଏହା ସହିତ ସେ ଅନେକ ଲୋକଙ୍କୁ ଏହି ମହାମାରୀ ସମୟରେ ସହାୟତା ଯୋଗାଇ ଦେଇଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ଏହି ମହାମାରୀ ସମୟରେ ଲକ ଡାଉନ ସମୟରେ ବାହାର ରାଜ୍ୟରେ ଫସି ରହିଥିବା ସମସ୍ତ ଶ୍ରମିକ ଓ ଅନ୍ୟ ଲୋକମାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଯାହା ଫଳରେ ଏହି ଅଭିନେତା ଜଣଙ୍କ ସମଗ୍ର ଓଡ଼ିଶାର ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଥିଲେ।ତେବେ ଏହି ଅଭିନେତା ଏହି ମହାମାରୀ ସମୟରେ ଅନେକ ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରି ସାରିଲେଣି।ଯାହା ଫଳରେ ଏହି ଅଭିନେତାଙ୍କୁ ବର୍ତ୍ତମାନ ସାରା ଓଡ଼ିଶାର ଲୋକ ଅନେକ ସମ୍ମାନ ପ୍ରଦାନ କରୁଛନ୍ତି।ଏହି ଅଭିନେତା ପୂର୍ବରୁ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।

ତେବେ ଏହା ପରେ ମଧ୍ୟ ତାଙ୍କର ଏହିଭଳି ମହାନ କାମ ବର୍ତ୍ତମାନ ସାରା ଓଡ଼ିଶାର ଲୋକଙ୍କ ପାଖରେ ତାଙ୍କର ସମ୍ମାନକୁ ଆହୁରି ବଢାଇ ଦେଇଛି।ଏହା ସହିତ ଏହି ମହାମାରୀ ସମୟରେ ସେ ଅନେକ ଲୋକଙ୍କ ଘର ଘର ବୁଲି ସେମାନଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରୁଛନ୍ତି।ତେବେ ସୂଚନା ଅନୁସାରେ ସେ ପ୍ରାୟ ୧୨୪ ଦିନ ହେବ ନିଜର ଏହି କାର୍ଯ୍ୟ ଜାରି ରଖିଛନ୍ତି।

ଯାହା ଫଳରେ ଲୋକମାନେ ତାଙ୍କୁ ବର୍ତ୍ତମାନ ଭଗବାନ ବୋଲି ମଧ୍ୟ କହୁଛନ୍ତି।ତେବେ ଅନେକ ଗରିବ ଲୋକମାନଙ୍କ ପାଖରେ ସେ ନିଜେ ପହଞ୍ଚି ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବା ସହିତ ସେମାନଙ୍କ ଭଲ ମନ୍ଦ ବୁଝୁଛନ୍ତି।ଏହା ସହିତ ସେ ଦିନେ କିମ୍ବା ଦୁଇଦିନ ନୁହେଁ ସେ ନିଜର ଏହି ମହାନ କାର୍ଯ୍ୟ ପ୍ରାୟ ତିନି ମାସ ହେବ ଜାରି ରଖିଛନ୍ତି।

ଯାହା ଫଳରେ ସମସ୍ତ ଲୋକମାନେ ବର୍ତ୍ତମାନ ତାଙ୍କୁ ଅନେକ ଭଲ ପାଉଛନ୍ତି।ଏହା ସହିତ ଏହି ଅଭିନେତାଙ୍କ ଏହିଭଳି କାର୍ଯ୍ୟ ବର୍ତ୍ତମାନ ସମଗ୍ର ଓଡ଼ିଶାର ଲୋକଙ୍କ ପାଖରେ ତାଙ୍କୁ ଏକ ବିଶେଷ ପରିଚୟ ଦେବା ସହିତ ତାଙ୍କୁ ଅନେକ ପ୍ରତିଷ୍ଠା ମଧ୍ୟ ଦେବାରେ ସଫଳ ହୋଇଛି।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ପାଇଁ ସେ ନିଜର ଯେଉଁ ପ୍ରତିଷ୍ଠା ସୃଷ୍ଟି କରିଥିଲେ ତାହାକୁ ସେ ଆହୁରି ଅଧିକ ବଢାଇ ସାରିଛନ୍ତି।

ତେବେ ଗରିବ ଲୋକମାନଙ୍କୁ ଏପରି ଭାବରେ ସାହାଯ୍ୟ କରି ସେ ନିଜର ମାନବିକତାର ପରିଚୟ ଦେଇଛନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ନିକଟରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ବିବାହ କରିଥିଲେ।ତେବେ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ତାଙ୍କୁ ତାଙ୍କର ଏହି ମହାନ କାର୍ଯ୍ୟରେ ଅନେକ ସହାୟତା କରିଛନ୍ତି।ଏହା ସହିତ ତାଙ୍କୁ ଏହିଭଳି କାର୍ଯ୍ୟ କରିବା ପାଇଁ ଅନେକ ସମର୍ଥନ ମଧ୍ୟ କରୁଛନ୍ତି

Leave a Reply

Your email address will not be published. Required fields are marked *