ଏବେ କେଉଁଠି ଓ କିପରି ଅବସ୍ଥା ରେ ଅଛନ୍ତି ଓଡ଼ିଆ ଅଭିନେତା ସବ୍ୟସାଚୀଙ୍କ ପ୍ରଥମ ସ୍ତ୍ରୀ Sima, ଜାଣିଲେ ଆପଣ ମଧ୍ୟ ହେଇଯିବେ Surprise

Spread the love

ଓଡ଼ିଆ ଅଭିନୟ ଜଗତର ଅଭିନେତା ସବ୍ୟସାଚୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରି ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ତାଙ୍କର ଅଭିନୟ ଦ୍ଵାରା ସେ ଓଡ଼ିଶାର ପ୍ରତ୍ୟେକ ଦର୍ଶକଙ୍କ ପାଇଁ ପ୍ରିୟ ଅଭିନେତା ହୋଇ ପାରିଥିଲେ।

ଅନେକ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତା ୨୦୦୮ ମସିହାରେ ନିଜର ବାନ୍ଧବୀ ସୀମାଙ୍କୁ ବିବାହ କରିଥିଲେ।ଏହା ସହିତ ସେମାନେ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ।ମାତ୍ର ସେମାନଙ୍କ ମଧ୍ୟରେ କୌଣସି କାରଣରୁ କିଛି ମତାନ୍ତର ହେବାକୁ ସେମାନେ ପରସ୍ପରଠାରୁ ଏହାର ସାତ ବର୍ଷ ପରେ ଅଲଗା ହୋଇ ଯାଇଥିଲେ।ଏହା ସହିତ ସେମାନେ ଅନେକ ସମୟରୁ ପରସ୍ପର ସହିତ କୌଣସି ମଧ୍ୟ ସମ୍ପର୍କରେ ରଖି ନାହାଁନ୍ତି।ଏହା ସହିତ ସୀମା ମଧ୍ୟ ସମ୍ପୂର୍ଣ୍ଣ ଭାବରେ କେଉଁ ଆଡେ ଗାୟବ ହୋଇ ଯାଇଛନ୍ତି।

ଏବେ ଆମେ ସମସ୍ତେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବିବାହ ସମ୍ପର୍କରେ ବହୁତ ଭଲ ଭାବରେ ଶୁଣିଥିବା।ଏହି ଯୋଡ଼ି ବର୍ତ୍ତମାନ ଅନେକ ଚର୍ଚ୍ଚାରେ।ତେବେ ବର୍ତ୍ତମାନ କିଛି ଦିନ ତଳେ ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନରେ ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଏହା ସହିତ ସେମାନେ ପରସ୍ପରକୁ ପ୍ରାୟ ଅନେକ ଦିନ ହେବ ଭଲ ପାଇ ଆସୁଥିଲେ।ଏହା ସହିତ ଅନେକ ଦିନ ସମ୍ପର୍କରେ ରହିବା ପରେ ସେମାନେ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।ଏହାପରେ ସେମାନେ ପରସ୍ପରକୁ ବିବାହ ମଧ୍ୟ କରିଥିଲେ।

ତେବେ ସବ୍ୟସାଚୀଙ୍କ ଅର୍ଚ୍ଚିତାଙ୍କ ସହିତ ବିବାହ ହୋଇ ଯାଇଥିଲା ଏହା ସତ୍ୟ।ମାତ୍ର ଏହା ପୂର୍ବରୁ ସେ ନିଜର ପ୍ରଥମ ପତ୍ନୀଙ୍କ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ମଧ୍ୟ କେବେ କିଛି କହିବାର ଶୁଣା ଯାଇ ନାହିଁ।ଏହା ସହିତ ବିବାହ ବିଚ୍ଛେଦ ପରେ ସୀମା କେଉଁଠାରେ ଅଛନ୍ତି ଏହା ସମ୍ପର୍କରେ କାହାକୁ ମଧ୍ୟ ସଠିକ ଭାବରେ ଜଣାନାହିଁ।ତେବେ ଏହା ସମ୍ପର୍କରେ ସବ୍ୟସାଚୀଙ୍କୁ ମଧ୍ୟ କିଛି ସଠିକ ଭାବରେ ଜଣାନାହିଁ।ତେବେ ସେ ଯାହା ମଧ୍ୟ ହେଉ ଏହି ଅଭିନେତା ବର୍ତ୍ତମାନ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରି ନିଜର ଏକ ନୂତନ ଜୀବନ ଆରମ୍ଭ କରି ସାରିଛନ୍ତି।

ଏହି ଅଭିନେତା ଓ ଅଭିନେତ୍ରୀ ବର୍ତ୍ତମାନ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇ ସାରିଛନ୍ତି।ତେବେ ଏହି ଦୁଇଜଣ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ମାନଙ୍କ ପାଇଁ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଅଭିନୟ ଦେଖିବା ପାଇଁ ସମସ୍ତ ଲୋକଙ୍କୁ ବହୁତ ପସନ୍ଦ ହୋଇଥାଏ।ଏହା ସହିତ ସେମାନଙ୍କର ଅଭିନୟ ବାସ୍ତବରେ ବହୁତ ଆକର୍ଷଣୀୟ ହୋଇଥାଏ।ତେଣୁ ସେ ସମସ୍ତଙ୍କୁ ନିଜର ଅଭିନୟ ଦ୍ୱାରା ବାନ୍ଧି ରଖି ପାରନ୍ତି।ଏହା ସହିତ ସେମାନେ ନିଜକୁ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।

Leave a Reply

Your email address will not be published. Required fields are marked *