ବର୍ତମାନର ଆସିଲା ବଡ ଦୁଃଖ ଖବର,ଫିଲ୍ମ ସୁଟିଂ ସମୟରେ Sailendra Samantaray ଙ୍କ ସହ ଘଟିଲା ଏପରି,ଆଉ ଫିଲ୍ମ ସୁଟିଂ କରିବେନି ବୋଲି ଡାକ୍ତର ଦେଲେ ପରାମର୍ଶ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଆପଣ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହାକୁ ଦେଖି ଆନନ୍ଦ ଅନୁଭବ କରୁଥିବେ।ଏହି ସବୁ ଓଡ଼ିଆ ଫିଲ୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।ଅଧିକରୁ ଅଧିକ ଲୋକ ଓଡ଼ିଆ ଫିଲ୍ମ ଦେଖିବାରେ ଲାଗୁଛନ୍ତି।ଏବଂ ପସନ୍ଦ ମଧ୍ୟ କରୁଛନ୍ତି।ଆପଣମାନେ ତ ଜାଣିଥିବେ ଯେତେବେଳେ କୌଣସି ଏକ ଭଲ ଫିଲ୍ମ ଆସିଥାଏ ସେତେବେଳେ ଦର୍ଶକ ମାନଙ୍କ ଭିଡ଼ ଜମିଥାଏ ଏହାକୁ ଦେଖିବାପାଇଁ ଏବଂ ଅନେକ ସ୍ଥାନରେ ଏହି ସବୁ ଫିଲ୍ମ ବିଷୟରେ ଆଲୋଚନା ମଧ୍ୟ ଚାଲିଥାଏ।

ଏହାର କାରଣ ହେଉଛି ଏହି ସବୁ ଓଡ଼ିଆ ଫିଲ୍ମର କାହାଣୀ।ଏହାର କାହାଣୀ ଏତେ ସୁନ୍ଦର ଭାବରେ ଲେଖା ଯାଇଥାଏଯେ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁପାରିଥାଏ।ଏବଂ ଏହାକୁ ଅତ୍ୟନ୍ତ ସୁନ୍ଦର ଭାବରେ ଫିଲ୍ମରେ ଦର୍ଶାଯାଇଥାଏ।ବର୍ତ୍ତମାନ ସମୟରେ ଏହି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ ସୁନ୍ଦର ସୁନ୍ଦର ଅଭିନେତା, ଅଭିନେତ୍ରୀ ଏବଂ ଅନେକ ଭଲ ଡ୍ୟାନ୍ସର ମଧ୍ୟ ରହିଛନ୍ତି।

ଏହି ଭଳି ଭାବରେ ଅନେକ ଭଲ ଅଲବମ ଡ୍ୟାନ୍ସର ମଧ୍ୟ ରହିଛନ୍ତି।ତାଙ୍କ ମଧ୍ୟରୁ ଶୈଳେନ୍ଦ୍ର ଅନ୍ୟତମ ଅଟନ୍ତି।ଶୈଳେନ୍ଦ୍ର ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରିଥାନ୍ତି ଏବଂ ଏହା ମାଧ୍ୟମରେ ଅନେକ ଫ୍ୟାନ ମାନଙ୍କ ହୃଦୟରେ ନିଜର ଏକ ନୂତନ ସ୍ଥାନ ମଧ୍ୟ ସୃଷ୍ଟି କରିପାରିଛନ୍ତି।ସେ ନିଜର ଯୋଗ୍ୟତା ବଳରେ ଖୁବ କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି।

କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଶୈଳେନ୍ଦ୍ରଙ୍କ ବିଷୟରେ ଏକ ଦୁଃଖରଖବର ସମ୍ନାକୁ ଅସିଛି।ଆପଣମାନେ ଶୈଳେନ୍ଦ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏବଂ ଶୈଳେନ୍ଦ୍ରଙ୍କ ଜବରଦସ୍ତ ଡ୍ୟାନ୍ସ ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ।କିନ୍ତୁ ବର୍ତ୍ତମାନ ସମୟରେ ଶୈଳେନ୍ଦ୍ରଙ୍କୁ ନେଇ ଆସିଛି ଏକ ବହୁତ ବଡ଼ ଦୁଃଖର ଖବର।

ତେବେ ଏହାର କଣ ରହିଛି ସମ୍ପୂର୍ଣ୍ଣ ବିଷୟଟି ତାହା ଜାଣିବାକୁ ହେଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ଖବର ଅନୁସାରେ ଶୈଳେନ୍ଦ୍ର ଯେତେବେଳେ ନିଜ ସୁଟିଙ୍ଗ ସେଟରେ ସୁଟ କରୁଥିଲେ ସେତେବେଳେ ତାଙ୍କ ଆଖିରେ ସୁଟିଙ୍ଗ ସେଟରେ ଏକ ପ୍ରକାର ଲାଇଟ ପଡିଥିଲା।

ଯାହା ଫଳରେ ତାଙ୍କ ରେଟିନା ବର୍ତ୍ତମାନ ସମୟରେ ନଷ୍ଟ ହୋଇଯାଇଛି।ଏବଂ ଡାକ୍ତରମାନେ ତାଙ୍କର ଚିକିତ୍ସା ବର୍ତ୍ତମାନ ସମୟରେ ଜାରି ରଖିଛନ୍ତି।ଏହି କଥାର ଖବର ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି।ଏହି କଥା ଶୁଣିବା ପରେ ତାଙ୍କର ଅନେକ ଫ୍ୟାନ ମାନେ ଦୁଃଖ ପ୍ରକାଶ କରିଛନ୍ତି।ଏବଂ ଚାରିଆଡେ ଦୁଃଖର ଛାୟା ଖେଳିଯାଇଛି।ଏହି ଘଟଣା ପରେ ଡକ୍ଟର ତାଙ୍କୁ କହିଛନ୍ତି କିଛିଦିନ ତାଙ୍କୁ ସୁଟିଙ୍ଗ ନକରି ବିଶ୍ରାମ ନେବା ପାଇଁ।ଶୈଳେନ୍ଦ୍ରଙ୍କ ଆକ୍ଟିଙ୍ଗ ଦର୍ଶକ ମାନଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥାଏ।

Leave a Reply

Your email address will not be published. Required fields are marked *