Salman ଙ୍କୁ ଏୟାରପୋର୍ଟ ରେ ଅଟକାଇଲେ ଓଡ଼ିଆ ଯବାନ Somanath Mohanty,ଆଉ କହିଲେ ଏପରି କଥା ଯେ ଆପଣ ମଧ୍ୟ କହିବେ ସାବାସ ଓଡ଼ିଆ ପୁଅ

ଅଭିନେତା ସଲମାନ ଖାନଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ ମଧ୍ୟ ନିଜର ଅଭିନୟ ପାଇଁ ବର୍ତ୍ତମାନ ସାରା ଭାରତରେ ପ୍ରସିଦ୍ଧି ଲାଭ କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ତାଙ୍କର ଅଭିନୟ ମଧ୍ୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ପ୍ରସିଦ୍ଧି ପାଇ ପାରିଛନ୍ତି।

ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ସେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ ମଧ୍ୟ ଆମ ହିନ୍ଦୀ ଅଭିନୟ ଜଗତରେ ଜଣେ ସୁପରିଚିତ ନାମ।ସେ ଅନେକ ଲୋକଙ୍କ ମନରେ ନିଜପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ମଧ୍ୟ ବାସ୍ତବରେ ଅନେକ ଲୋକଙ୍କ ପ୍ରିୟ ହେବା ସହିତ ସେ ମଧ୍ୟ ଅନେକ ଲୋକଙ୍କ ପ୍ରିୟ ଅଭିନେତା।ତେବେ ତାଙ୍କର ଅଭିନୟ ମଧ୍ୟ ଅନେକ ଲୋକଙ୍କୁ ବହୁ ମାତ୍ରାରେ ଆକର୍ଷିତ କରିଥାଏ।

ଏହା ସହିତ ସେ ନିଜର ଅଭିନୟ ସହିତ ସେ ନିଜର ଜନ କଲ୍ୟାଣ କାମ ପାଇଁ ମଧ୍ୟ ଅନେକ ଲୋକଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି।ସେ ଅନେକ ଲୋକଙ୍କ ପାଖରେ ସେମାନଙ୍କ ସାହାଯ୍ୟ କରି ସେମାନଙ୍କ ପାଇଁ ଭଗବାନ ହୋଇ ପାରିଛନ୍ତି।ତେବେ ସେ ଅନେକ ଲୋକଙ୍କ ସାହାଯ୍ୟ କରିବା ସହିତ ସେ ସେମାନଙ୍କ ପାଇଁ ଅନେକ ସୁବିଧା ମଧ୍ୟ ସୃଷ୍ଟି କରୁଛନ୍ତି।ତେବେ ସେ କିଛିଦିନ ତଳେ ହୋଇଥିବା ଏହି ମହାମାରୀ ପାଇଁ ଅନେକ ଲୋକଙ୍କ ସାହାଯ୍ୟ କରିବା ସହିତ ଅନେକ ଲୋକଙ୍କ ପରିବାର ପାଇଁ କିଛି କିଛି ଅର୍ଥ ମଧ୍ୟ ଦେଇଥିଲେ।

ତେବେ ଏହି ଅଭିନେତା ନିଜର ଅଭିନୟ ସହିତ ନିଜର ଏହି ଭଳି କାର୍ଯ୍ୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ସେ ଅନେକ ଦିନ ଧରି ଅନେକ ଲୋକଙ୍କ ପାଇଁ ପ୍ରେରଣା ହୋଇ ପାରିଥିଲେ।ଏହା ସହିତ ସେ ଅନେକ ଦିନ ଧରି ଆମ ବଲିଉଡ ଜଗତ ଉପରେ ରାଜ କରିଥିଲେ।ଏହା ସହିତ ସେ ଅନେକ ଦିନ ଧରି ନିଜର ସଫଳତା କୁ ଅନେକ ଉପରକୁ ନେବାରେ ସଫଳ ହୋଇ ପାରିଛନ୍ତି।ତେବେ କିଛି ଦିନ ତଳେ ତାଙ୍କ ସହିତ ଏକ ଘଟଣା ଘଟିଥିଲା।

ସେ ବିମାନ ବନ୍ଦରକୁ ଯିବା ସମୟରେ ତାଙ୍କ ସହ ଏକ ଘଟଣା ଘଟିଥିଲା।ତେବେ ସେ ନିଜର କାର ଯୋଗେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ସେ ବିମାନ ପାଖକୁ ଯିବା ସମୟରେ ତାଙ୍କୁ ଏକ ଓଡ଼ିଆ ଯବାନ ଅଟକାଇ ଦେଇଥିଲେ।

ନିଜ ପରିଚୟ ପତ୍ର ଦେଖେଇବା ପାଇଁ କହିଥିଲେ ଓଡ଼ିଆ ସାହସୀ ଯବାନ ଓ ପ୍ରଥମେ ପରିଚୟ ପତ୍ର ଦେଖେଇଲ ପରେ ଆଗକୁ ଯିବାକୁ ଦେବେ ବୋଲି କହିଥିଲେ,ତେବେ ସମସ୍ତେ ସଲମାନ ଙ୍କୁ ଜାଣିଥିଲେ ମଧ୍ୟ ସେ କହିଥିଲେ ଯେ ମୋର କର୍ତ୍ତବ୍ୟ ଆଗ ସେ ସଲମାନ ଖାଁ ହୁଅନ୍ତୁ କିମ୍ବା କୌଣସି ସାଧାରଣ ଲୋକ ହୁଅନ୍ତୁ ସମସ୍ତେ ସମାନ ଦେଶ ପାଇଁ

ତେବେ ଏହି କଥା ବର୍ତମାନ ସମୟରେ ସାରା ଦେଶରେ ଚର୍ଚା ର ବିଷୟ ହେଇଚି ଓ ସମସ୍ତେ ଏହି ବୀର ଯବାନ ଙ୍କ ପ୍ରଶଂସା କରିଛନ୍ତି |ତେବେ ଏହି ଯବାନ ଜଣକ ହେଉଛନ୍ତି ଆମ ଓଡିଶା ର ନୟାଗଡ ଜିଲ୍ଲାର ଅଟନ୍ତି | ତାଙ୍କ ନାମ ସୋମନାଥ ମହାନ୍ତି ସେ ଏବେ ଚର୍ଚ୍ଚାରେ । ଏହି ନୟାଗଡ ପୁଅଙ୍କ ଆଗରେ ଚାଳିଲାନି ସଲମାନଙ୍କ ଦବଙ୍ଗଗିରି ।

Leave a Reply

Your email address will not be published. Required fields are marked *