ମହିଳାଙ୍କ ପାଖରେ ହ୍ୱାଇଟ୍‌ Discharge ଜନିତ ସମସ୍ୟା ଦେଖା ଯାଉଛି କି ? ତେବେ ଏହି କଥା ନିଶ୍ଚୟ ଜାଣିରଖନ୍ତୁ ଆପଣ – ଡାକ୍ତର Alakta ଦାସ

Spread the love

ତେବେ ମହିଳା ମାନଙ୍କ ପାଖରେ ଏହି ଧଳା ସ୍ରାବ ସାଧାରଣତଃ ସେମାନଙ୍କର ପିରି-ୟଡ଼ ସମୟରେ ଦେଖା ଯାଇଥାଏ।ଏହା ସହିତ ଏହା ସେମାନଙ୍କର ଉପରେ କିଛି ଭଲ ପ୍ରଭାବ ପକାଇ ଥାଏ।ତେବେ ଅନେକ ଲୋକ ଏପରି ଭାବିଥାନ୍ତି କି ଏହା ସେମାନଙ୍କ ଶରୀର ପାଇଁ ଅଧିକ କ୍ଷତିକାରକ ମାତ୍ର ସେପରି କିଛି ମଧ୍ୟ ହୋଇ ନଥାଏ।ତେବେ ସୂଚନା ଅନୁସାରେ ଏହି ସମସ୍ୟା ମହିଳା ମାନଙ୍କ ପାଖରେ ସେମାନଙ୍କର ଗର୍ଭା-ଶୟରେ ହୋଇଥାଏ।

ଏହା ସେମାନଙ୍କର ପାଇଁ ଏକ ସାଧାରଣ ସମସ୍ୟା ଭଳି।ତେବେ ଏହି ସମସ୍ୟା ସେମାନଙ୍କ ପାଖରେ ସାଧାରଣତଃ ସେମାନଙ୍କ ପିରିୟଡ଼ ସମୟରେ ଦେଖା ଯାଇଥାଏ।ଏହା ସହିତ ଏହା ମଧ୍ୟ ସେମାନଙ୍କ ଶରୀରରେ ପିରି-ୟଡ଼ ସମୟରେ ହେଉଥିବା ହର୍ମୋନର ପରିବର୍ତ୍ତନ ଫଳରେ ହୋଇଥାଏ।ଏହା ସହିତ ଏହା ସେମାନଙ୍କର ଶରୀର ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ।

ଯେପରି ଏହା ସେମାନଙ୍କ ଶରୀରରେ ସଂକ୍ରମଣକୁ ଅଟକାଇ ଥାଏ।ଏହା ନ ହେବା ଫଳରେ ସେମାନଙ୍କ ଶରୀରରେ ଅନେକ ପ୍ରକାରର ସଂକ୍ରମଣ ଦେଖା ଯାଇଥାଏ।ତେବେ ଏହା ପାଇଁ କିଛି ପରିମାଣରେ ସତର୍କ ରହିବା ଆବଶ୍ୟକ।ଯେପରିକି ଏହା ଅଧିକ ହେବା ଫଳରେ ଏହା ସେମାନଙ୍କ ଶରୀରରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଥାଏ।

ସେଥିପାଇଁ ସତର୍କ ରହିବା ଆବଶ୍ୟକ।ଏହା ସହିତ ଏହା ସେମାନଙ୍କ ଶରୀରରେ ଅଧିକ ପରିମାଣରେ ହେବା ଫଳରେ ସେମାନଙ୍କ ଶରୀରରେ ଏହା ଅନ୍ୟ ରୋଗ କରିବାର ମଧ୍ୟ ସମ୍ଭାବନା ରହିଥାଏ।ସେଥିପାଇଁ ସତର୍କ ରହିବା ସହିତ ଚିକିତ୍ସକ ମାନଙ୍କ ସହିତ ପରାମର୍ଶ କରି ସେମାନଙ୍କ ଅନୁସାରେ ଔଷଧ ଖାଇବା ଆବଶ୍ୟକ।ତେବେ ଏହା ମଧୁମେହ ରୋଗୀ ମାନଙ୍କ ଶରୀରରେ ଅଧିକ କ୍ଷତି କରିବାର ସମ୍ଭାବନା ରହିଥାଏ।

ସେଥିପାଇଁ ମଧୁମେହ ରୋଗୀ ମାନଙ୍କ ପାଖରେ ଏହି ସମସ୍ୟା ଦେଖା ଯିବା ପରେ ସେମାନେ ତୁରନ୍ତ ନିଜର ମିଠା ଖାଇବାର ମାତ୍ର ବନ୍ଦ କରିଦେବା ଆବଶ୍ୟକ।ନଚେତ ଏହା ସେମାନଙ୍କ ଶରୀରରେ ଅଧିକ କ୍ଷତି ଘଟାଇ ପାରେ।ଯାହା ଫଳରେ ସେମାନେ ଅଧିକ ସଂକ୍ରମିତ ହେବା ସହିତ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

ସେଥିପାଇଁ ସେମାନଙ୍କୁ ସତର୍କ ରହିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଏହା କ୍ୟାନ୍ସର ଭଳି ସମସ୍ୟା ମଧ୍ୟ ଉତ୍ପନ୍ନ କରି ପାରୁ ଥିବାରୁ ଏହି ଲୋକମାନଙ୍କୁ ଅଧିକ ସତର୍କ ରହିବା ସହିତ ଏହା ଆରମ୍ଭ ହେବା ପରେ ତୁରନ୍ତ ଚିକିତ୍ସକଙ୍କ ସହିତ ସମ୍ପର୍କ କରି ଏହା ସମ୍ପର୍କରେ ସେମାନଙ୍କ ପାଖରୁ ପରାମର୍ଶ ନେଇ ଆବଶ୍ୟକ ଅନୁସାରେ ଔଷଧର ସେବନ କରିବା ଫଳରେ ସେମାନେ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ପାରିବେ।

ଏହା ସହିତ ଏହା ସେମାନଙ୍କ ପାଇଁ ଅଧିକ ସମସ୍ୟା ମଧ୍ୟ ସୃଷ୍ଟି କରିବାର ସମ୍ଭାବନା ରହିଛି।ଏହା ସହିତ ଏହା ସେମାନଙ୍କ ଶରୀର ପାଇଁ କିଛି ମାତ୍ରାରେ ଲାଭ ଦାୟକ ହୋଇ ଥିବା ବେଳେ କିଛି ମାତ୍ରାରେ କ୍ଷତିକାରକ ମଧ୍ୟ ହୋଇଥାଏ। ସେଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *