ପ୍ରଥମ ଥର ସମ୍ବଲପୁରୀ ଗୀତ ଗାଇଲେ ସଙ୍ଗୀତ ଜଗତର ବାଦସାହା Kumar Sanu,କହିଲେ ଏପରି କଥା ଯେ ଜିତିଗଲେ ସମସ୍ତଙ୍କ ହୃଦୟ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଵଲିଉଡ଼ ବିଷୟରେ କିଛି ବିଶେଷ ଖବର ଜାଣିବା।ଆପଣମାନେ ତ ନିଶ୍ଚିତ ଭାବରେ ଵଲିଉଡ଼ରେ ତିଆରି ହେଉଥିବା ଫିଲ୍ମ ସବୁ ଦେଖୁଥିବେ।ଓ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଅସୁଥିବ।ବର୍ତ୍ତମାନ ଯେଉଁ ଟ୍ରେଣ୍ଡ ଚାଲିଛି ସେହି ଅନୁସାରେ ଵଲିଉଡ଼ ଫିଲ୍ମ ସବୁର ଚାହିଦା ଦିନକୁ ଦିନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି।ଓ ଅନେକରୁ ଅନେକ ଦର୍ଶକ ଏହାକୁ ପସନ୍ଦ କରିବାରେ ଲାଗୁଛନ୍ତି।

ଅପଣମାନେ ତ ଜାଣିଥିବେ ଯେତେବେଳେ ଵଲିଉଡ଼ରେ କୌଣସି ଭଲ ଫିଲ୍ମ ଆସିଥାଏ ତେବେ ଏହାକୁ ଲୋକମାନେ ଅଧିକ ମାତ୍ରାରେ ଦେଖିବାରେ ଲାଗିଥାନ୍ତି ଓ ଅନେକ ସ୍ଥାନରେ ଏହି ସବୁ ଫିଲ୍ମ ବିଷୟରେ ଆପଣ ଲୋକଙ୍କୁ ଆଲୋଚନା ମଧ୍ୟ କରୁଥିବାର ଦେଖିଥିବେ।ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁନ୍ଦର ସୁନ୍ଦର ଓ ପ୍ରଭାବଶାଳୀ ଅଭିନେତା ଓ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ନିଜ ଅଭିନୟ ବଳରେ ଦର୍ଶକ ମାନଙ୍କ ହୃଦୟ ଜିତି ପାରିଥାନ୍ତି

ଜର ପ୍ରତ୍ୟେକଟି ଫିଲ୍ମଦ୍ୱାରା ଦର୍ଶକ ମାନଙ୍କୁ ପ୍ରଭାବିତ ମଧ୍ୟ କରିଥାନ୍ତି।କେବଳ ଅଭିନେତା ଓ ଅଭିନେତ୍ରୀ ନୁହେଁ ଅନେକ ଭଲ ଭଲ ସଙ୍ଗୀତ କଳାକାର ମଧ୍ୟ ରହିଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ହୃଦୟରେ ନୂତନ ସ୍ଥାନ ସୃଷ୍ଟି କରିପାରିଛନ୍ତି।ସେହିଭଳି ସଙ୍ଗୀତଜ୍ଞ ମାନଙ୍କ ମଧ୍ୟରୁ କୁମାର ସାନୁ ଅନ୍ୟତମ ଅଟନ୍ତି ଆପଣମାନେ ତ କୁମାର ସାନୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।

ସେ ଜଣେ ଖୁବ ଭଲ ସଙ୍ଗୀତଜ୍ଞ ଅଟନ୍ତି।ତାଙ୍କ ଗୀତ ସଭିଙ୍କୁ ପସନ୍ଦ ଆସିଥାଏ ଓ ସମସ୍ତେ ତାଙ୍କ ଗୀତର ପ୍ରଶଂସା କରିଥାନ୍ତି।ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ସେ ସମ୍ବଲପୁରୀ ଗୀତ ଗାଇଥିବାର ଶୁଣାଯାଇଛନ୍ତି।ସେ ଏହା ଉପରେ କହିଛନ୍ତି ଓଡ଼ିଶାରେ ଯେଉଁ ଗୀତ ବନିଥାଏ ତାଙ୍କର ଏକ ଭଲ ରିଦିମ ଥାଏ।

ଏତେ ବର୍ଷ ପରେ ଏହି ଗୀତ ଗାଇବା ପରେ ପୁରୁଣା ଯେଉଁ ଅନୁଭବ ଥାଏ ତାହା ତାଙ୍କୁ ନଜର ଆସିଥିଲା ଓ ଏଥିପାଇଁ ସେ ଖୁବ ଖୁସି ଅଛନ୍ତି।ଓ ସେ ମ୍ୟୁଜିକ କମ୍ପୋଜରଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଓ ସେ କହିଛନ୍ତି ଯେତେବେଳେ ସେ କୌଣସି ଗୀତ ଆଣିବେ ମୁ ଗାଇବି।

ଏହି ଗୀତ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି।ସେ କହିଛନ୍ତି ମୋର ଏକ ଆଶା ଥିଲା ଓ ବିଶ୍ୱାସ ଥିଲା ଯେ ମୋର ୨୪ ବର୍ଷ କଳାକାର ଜୀବନ ଭିତରେ ଯେତେ ମଧ୍ୟ ଆପଣ ମତେ ଭଲ ପାଇବା ଦେଇଛନ୍ତି ଓ ସେହି ଦର୍ଶକ ଏବଂ ସ୍ରୋତା ମାନଙ୍କୁ ସେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *