ଦିନେ ସାରା ଭାରତରେ IFS ଟପର ହେଇଥିଲେ Saloon ବାଲାର ର ପୁଅ ସଂଗ୍ରାମ କେଶରୀ ବେହେରା,କିନ୍ତୁ ଆଜି ନାରୀ ମାୟା ପାଇଁ ସାରା ଓଡ଼ିଶାରେ ବିବାଦୀୟ ଡିଏଫଓ ହେଇଛନ୍ତି ! ଦେଖନ୍ତୁ 2009 ବେଳେ କିପରି ଥଲେ ସେ

Spread the love

ବର୍ତମାନ ସାରା ଓଡ଼ିଶାରେ ସୋମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଙ୍କ ନାମ ଯୋଡି ହେଇ ଯାଇଛି,ସୋମ୍ୟ ଙ୍କ ସ୍ତ୍ରୀ ବିଦ୍ୟା ଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ହେଉଛି ଅଭିଯୋଗ ତେବେ ଡିଏଫଓ ଙ୍କ ଜୀବନ ପ୍ରମ୍ଭିକ ସମୟରେ ସମ୍ପୂର୍ଣ ଭିର୍ଣ୍ଣ ଥିଲା ଓ ସେ ଖୁବ ଶାନ୍ତ ସରଳ ଥିଲେ କିନ୍ତୁ ବର୍ତମାନ ସାନୟରେ ସବୁ ବଦଳି ଯାଇଛି ଓ ସେ ମିଡ଼ିଆ ଭାଇଙ୍କୁ ଡିକେହିଲେ ବର୍ତମାନ ସମୟରେ ରାଗୁଚନ୍ତି ତେବେ ଚାଲନ୍ତୁ ତାଙ୍କ ଯିବନି ବିଷୟରେ ଜାଣିବା ଓ ୨୦୦୯ ର ତାଙ୍କ ଏକ ଭିଡ଼ିଓ ମଧ୍ୟ ଦେଖିବା

ତେବେ ଅର୍ଥ କାହାର ସଫଳତାର ପଥରେ ବାଧକ ସାଜେ ନାହିଁ ବୋଲି ପ୍ରମାଣ କରି ଦେଖାଇଛନ୍ତି ସଂଗ୍ରାମ।ସେ ହେଉଛନ୍ତି ଜଣେ ସେଲୁନ ମାଲିକର ପୁଅ।ତେବେ ସଂଗ୍ରାମ ହେଉଛନ୍ତି କୌଣସି IFS ପରୀକ୍ଷାରେ ଟପ୍ପର ହେବାରେ ଦ୍ୱିତୀୟ ଓଡ଼ିଆ।ଏହା ସହିତ ଏହି ଭଳି ପରୀକ୍ଷାରେ ସେ ଏଭଳି ଭାବରେ ସୁନାମ ଅର୍ଜନ କରିଥିବାରୁ ତାଙ୍କର ପରିବାର ଲୋକ ଅନେକ ଖୁସି ଅଛନ୍ତି।ଏହା ସହିତ ଏଭଳି ସଫଳତା ପାଇଥିବାରୁ ତାଙ୍କର ପରିବାର ଅନେକ ଖୁସି ଅଛନ୍ତି।

ଏହା ସହିତ ୨୦୦୯ ମସିହାରେ ସଂଗ୍ରାମ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇ ତାଙ୍କର ପରିବାରର ଓ ନିଜର ନାମକୁ ସାରା ଭାରତରେ ପରିଚିତ କରି ପାରିଥିଲେ।ଏହା ସହିତ ନିଜର ପରିବାରର ନାମକୁ ଏତେ ଉଚ୍ଚକୁ ନେଇ ପାରିଥିବାରୁ ସେ ଅନେକ ଖୁସି ମଧ୍ୟ ଅଛନ୍ତି ବୋଲି ଜଣା ପଡ଼ିଛି।ଏହା ସହିତ ନିଜର ଦକ୍ଷତା ମାଧ୍ୟମରେ ସେ ଏହି ସଫଳତା ପାଇବାରେ ସକ୍ଷମ ହୋଇ ପାରିଛନ୍ତି।

ଏହା ସହିତ ତାଙ୍କର ଏହି ସଫଳତାରେ ତାଙ୍କର ଜେଜେବାପା ନିଜର ମତ ଦେଇ କହିଥିଲେ କି ସେ ବହୁତ ଗର୍ବିତ ଅଛନ୍ତି।ଏହା ସହିତ ସେ ନିଜର ପରିବାରର ନାମକୁ ଏତେ ଉଚ୍ଚକୁ ନେଇ ପାରିଥିବାରୁ ସେ ଅନେକ ଖୁସି ଥିବାର କହିଛନ୍ତି ସେ।ତେବେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ସେ ଅନେକ ପ୍ରୟାସ କରିବା ସହିତ ସେ ନିଜର ସମସ୍ତ ପ୍ରୟାସରେ ଏହି ପର୍ଯ୍ୟାୟରେ ପହଞ୍ଚିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ନିଜର ଏହି ସଫଳତାରେ ସେ ନିଜର ପରିବାରକୁ ଅନେକ ଶ୍ରେୟ ଦେଇଛନ୍ତି।ଏହା ସହିତ ନିଜର ସଫଳତାରେ ସେ ଅନେକ ଖୁସି ଥିବା ଜଣା ପଡିଛି।ଏହା ସହିତ ସେ ନିଜର ପରିବାର ପାଇଁ ଓ ନିଜର ଦେଶ ପାଇଁ ଅନେକ କାର୍ଯ୍ୟ କରିବାକୁ ଯାଉଛନ୍ତି।ତେବେ ଜଣେ ସେଲୁନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିର ପୁଅର ଏହିଭଳି ସଫଳତାରେ ସଂଗ୍ରମଙ୍କ ପିତା ଅନେକ ଖୁସି ଥିବା ସହିତ ସେ କହିଛନ୍ତି କି ନିଜର ପୁଅର କଠୋର ପରିଶ୍ରମ ଫଳରେ ସେ ଏହି ସଫଳତାରେ ପହଞ୍ଚି ପାରିଛନ୍ତି।

ଏହା ସହିତ ସେ କହିଛନ୍ତି କି ତାଙ୍କର ପୁଅ ଆଗକୁ ନିଜର ଦେଶ ପାଇଁ ଅନେକ କାର୍ଯ୍ୟ କରିବାକୁ ଯାଉଛନ୍ତି।ଏହା ସହିତ ନିଜର ପୁଅର ଏହି ଭଳି ସଫଳତାରେ ସେ ଅଧିକ ଖୁସି ଥିବା ସହିତ ନିଜର ପୁଅ ପାଇଁ ଅନେକ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି।ତାଙ୍କ ପାଖରେ ଅର୍ଥର ଅଭାବ ରହିଥିଲେ ମଧ୍ୟ ସେ ନିଜର ପରିଶ୍ରମ ଓ ନିଜର ଦକ୍ଷତା ବଳରେ ଏହି ସଫଳତାରେ ପହଞ୍ଚି ପାରିଛନ୍ତି।

ଏହା ସହିତ ସେ ଏହା ପ୍ରମାଣ କରି ଦେଇଛନ୍ତି କି ଇଚ୍ଛା ଥିଲେ କୌଣସି ମଧ୍ୟ କାର୍ଯ୍ୟ କଠୋର ନୁହେଁ।ଏହା ସହିତ ଜଣେ ବ୍ୟକ୍ତି ନିଜର ପରିଶ୍ରମ ବଳରେ ଯେ କୌଣସି ସଫଳତାରେ ସହଜରେ ପହଞ୍ଚି ଯାଇ ପାରେ।ଏହା ସହିତ ନିଜର ସଫଳତା ପାଇଁ ଜଣେ ବ୍ୟକ୍ତି କୌଣସି ମଧ୍ୟ ପ୍ରତିବନ୍ଧକକୁ ନିଜର ପରିଶ୍ରମ ବଳରେ ଅତିକ୍ରମ କରି ପାରିବ।ତେବେ ତାଙ୍କର ସେହି ସଫଳତାରେ ତାଙ୍କର ପରିବାର ଲୋକ ଅନେକ ଗର୍ବିତ ଅଛନ୍ତି।

Leave a Reply

Your email address will not be published. Required fields are marked *