ହେ ଭଗବାନ ଏହି Sofa ଭିତରେ ଲୁଚିକି ଥିଲା ଏଭଳି ଭୟାନକ Nagasapa,ଏପରି ଉଦ୍ଧାର ହେଲା ଜାଣିଲେ ଆପଣଙ୍କ ଛାତିରେ ଡର ପଶିଯିବ

Spread the love

ତେବେ ଆମେ ପ୍ରତିଦିନ ଏହା ଜାଣୁ କି ଅନେକ ସାପ ପ୍ରତିଦିନ ଲୋକଙ୍କ ସମ୍ମୁଖରେ ପଡ଼ିବା ପରେ ଲୋକମାନେ ସେମାନଙ୍କୁ ପିଟି ପିଟି ମାରି ଦେଇଥାନ୍ତି।ତେବେ ତେବେ ଏହା ଏପରି କରିବା ଆଇନ ଭାବରେ ଏକ ଅପରାଧ।ତେବେ ଏହି ଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।କିନ୍ତୁ ଏହି ସମୟରେ ସେମାନେ ସେଠାରେ ସେହି ସାପକୁ ନ ମାରି ସେହି ସାପ ସମ୍ପର୍କରେ ବନ ବିଭାଗକୁ ଖବର ଜଣାଇଥିଲେ ଯାହା ଫଳରେ ସେହି ସାପକୁ ବଞ୍ଚାଇବାରେ ସଫଳ ହୋଇ ପାରିଥିଲେ।

ତେବେ ସୂଚନା ଅନୁସାରେ ସେହିଠାରେ ଥିବା ଏକ ଜିମଲରେ ଏକ ଭୟଙ୍କର ନାଗ ସାପ ପସି ଯାଇଥିଲା।ଯେଉଁ କାରଣରୁ ସେଠାରେ ଥିବା ସମସ୍ତ ପିଲା ବହୁତ ଭୟଭୀତ ହୋଇ ଯାଇଥିଲେ।ତେବେ ଏହି ସାପ ଏକ ନାଗ ପ୍ରଜାତିର ଥିଲା।ଯାହା ବହୁତ କମ ଦେଖିବାକୁ ମିଳେ।ତେବେ ଏହି ସାପ ସେହି ସ୍ଥାନକୁ କିପରି ଆସିଲା ଏହା ମଧ୍ୟ କେହି ଜାଣି ନାହାନ୍ତି।

ତେବେ ଏହା ପରେ ସେଠାରେ ଥିବା ସମସ୍ତ ଲୋକ ଭୟଭୀତ ହେବା ପରେ ସେମାନେ ସେହି ସାପ ଉପରେ ନଜର ରଖି ତୁରନ୍ତ ଏହା ସମ୍ପର୍କରେ ବନ ବିଭାଗକୁ ଜଣାଇଥିଲେ।ଏହାପରେ ବନ ବିଭାଗର କର୍ମଚାରୀ ସେହି ସ୍ଥାନରେ ପହଞ୍ଚି ସେହି ସାପକୁ ଉଦ୍ଧାର କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଥିଲେ।ତେବେ ସେହି ସାପକୁ ଧରିବା ପାଇଁ ସେଠାରେ ବନ ବିଭାଗର କର୍ମଚାରୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା।

ତେବେ ଅନେକ ସମୟ ପରେ ମଧ୍ୟ ସେହି ସାପକୁ ଧରିବା ବନ ବିଭାଗର କର୍ମଚାରୀଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା।କାରଣ ସେହି ସାପ ଏକ ସୋଫା ମଧ୍ୟରେ ପଶି ଯାଇଥିଲା।ଯାହା ଫଳରେ ସେହି ସାପ କେଉଁ ସ୍ଥାନରେ ରହିଛି ଏହା କାହାକୁ ମଧ୍ଯ ଜଣା ନଥିଲା।ଯାହା ଫଳରେ ବନ ବିଭାଗର କର୍ମଚାରୀ ଅନେକ ସତର୍କତାର ସହିତ ସେହି ସାପକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

ତେବେ ଶେଷରେ ବନ ବିଭାଗର କର୍ମଚାରୀ ସେହି ସୋଫାକୁ କାଟିବା ପାଇଁ ନିଷ୍ପତି ନେଇଥିଲେ।ଏହାପରେ ଶେଷରେ ଅନେକ ସମୟର ପ୍ରୟାସ ପରେ ସେମାନେ ସେହି ସାପ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲେ।ଏହା ସହିତ ସେହି ସାପକୁ ସେମାନେ ଧରିବାରେ ମଧ୍ୟ ସଫଳ ହୋଇଥିଲେ।ତେବେ ସେହି ସାପକୁ ଧରିବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା।

ତେବେ ସେହି ସାପ ବହୁତ ଅଧିକ ବଡ଼ ହୋଇଥିବାରୁ ଏହା ବାସ୍ତବରେ ଅନେକ ଭୟଙ୍କର ଥିଲା।ତେବେ ସୂଚନା ଅନୁସାରେ ବନ ବିଭାଗର କର୍ମଚାରୀ କହିଥିଲେ କି ଯଦି ଏହି ସାପ କାହାକୁ କାମୁଡି ଦେଇଥାନ୍ତା ତେବେ ସେହି ବ୍ୟକ୍ତିର ମୃତ୍ୟୁ ସେହି କ୍ଷଣି ହୋଇ ହୋଇଯାଇ ଥାଆନ୍ତା।

ତେବେ ଏହି ସାପକୁ ବନ ବିଭାଗର କର୍ମଚାରୀ ଏକ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ି ଦେଇଥିଲେ।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ କି ଏପରି ସାପ ଦେଖିବା ପରେ ସେମାନଙ୍କୁ ନ ମାରି ତୁରନ୍ତ ବନ ବିଭାଗକୁ ଖବର ଜଣାଇବା ଫଳରେ ସେମାନେ ଆସି ଏହାକୁ ନେଇ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇ ଆସିବେ।

Leave a Reply

Your email address will not be published. Required fields are marked *