ମାଳିକା ବର୍ଣନା – ସାରା ଦେଶକୁ ଓଡ଼ିଶାର ଏହି ଜିଲ୍ଲା ଯୋଗେଇବ ତେଲ – ଏ ନେଇ କଣ କହୁଛି ମାଳିକା?କଣ ସତରେ ସାରା ଦେଶକୁ ପେଟ୍ରୋଲ ଓ ଡିଜେଲ ଯୋଗେଇବ ଏହି ଜିଲ୍ଲା??

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମାଳିକା ଶାସ୍ତ୍ର ବିଷୟରେ କିଛି ବିଶେଷ ତଥ୍ୟ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏବଂ ଆପଣ ଦେଖିବେ ନିଶ୍ଚିତ ଭାବରେ ଏହି ଘଟଣା ଘଟିବ।ଆଜି ଆମେ ଏକ ଜିଲ୍ଲା ବିଷୟରେ ଜାଣିବା ତାହାର ଭବିଷ୍ୟତରେ କଣ ହେବାକୁ ଯାଉଛି।ସେହି ଜିଲ୍ଲାର ନାମ ହେଉଛି କନ୍ଧମାଳ।ଏହି ସବୁକଥା ଆଗରୁ ଲେଖାହୋଇଅଛି ଏବଂ ଏହା ନିଶ୍ଚିତ ଘଟିବାକୁ ଯାଉଛି।

ବିସ୍ତୀର୍ଣ୍ଣ ସୂର୍ଯ୍ୟାଲୋକକୁ ଆମେ ଦୀପ ସଦୁର୍ସ ଆପଣଙ୍କ ଆଗରେ ରଖିବାକୁ ଯାଉଛୁ।ତେବେ କନ୍ଧମାଳ ବିଷୟରେ ମଳିକାରେ କଣ ଲେଖାଯାଇଛି ଆସନ୍ତୁ ଜାଣିବା।ଏଠାରେ ଲେଖାଯାଇଛି କନ୍ଧମାଳ ଯେଉଁ ଓଡିଶା ଭୂଇଁ ମର୍ତ୍ତ୍ୟରେ ସ୍ଵର୍ଗଯେ ସେ ସ୍ଥାନ ସେହି।ଏହାର ଅର୍ଥ କନ୍ଧମାଳ ଅଞ୍ଚଳ ମର୍ତ୍ତ୍ୟରେ ସ୍ଵର୍ଗ ପରି।ଏହାପରେ ଲେଖାଯାଇଛି ସ୍ୱର୍ଗରୁ ଦେବତା ଆସି ସେଠାରେ ସ୍ନାନ କରିବେ ମିଦୁବାନ୍ଦରେ।ଅର୍ଥାତ ମିଦୁବାନ୍ଦ ଏକ ସ୍ଥାନ ଅଛି ଯେଉଠରେ ସ୍ଵର୍ଗରୁ ସେବତା ଆସି ସେଠାରେ ସ୍ନାନ କରିବେ।

ଦୁଃଖ ପଡିଲେ ଅପାରୁ ଅପାର ଭକ୍ତକୁ ରଖିବେ ଆନନ୍ଦେ ଅପାର।ଯେତେବେଳେ କନ୍ଧମାଳ ଅଞ୍ଚଳରେ ଦୁଃଖ ପଡିବେ ତେବେ ଭଗବାନ ତାଙ୍କୁ ରକ୍ଷା କରିବେ।ଭୁତାଳରେ ସେଠାରେ ତେଲ ପ୍ରକଟ ହେବ।ଅନେକ ଖଣିଜ ତୈଳ ସେଠାର ମାଟି ତଳେ ମିଳିବ।ସେଠାରେ ଦୁଷ୍ଟ ମାନେ ଅଧିକ ହୋଇ ପ୍ରକୃତି କୋଳରୁ ପୁତ୍ର ମାନଙ୍କୁ ନେଇଯିବେ।ଅର୍ଥାତ ଅନେକ ଖଳ ପ୍ରକୃତିର ଲୋକ ସେଠାରେ ଜଙ୍ଗଲ କ୍ଷୟ ଏବଂ ପ୍ରକୃତିର କ୍ଷତି କରିବେ।ଏହା ସୂଚଉଛି ଯେ କିଛି ଅସୁବିଧା ମଧ୍ୟ ଉପୁଜୀବ ଖଳ ପ୍ରକୃତିର ଲୋକଙ୍କ ଦ୍ଵାରା।ଏହି କନ୍ଧମାଳ ଭୂମିକୁ ଦ୍ୱିତୀୟ ସ୍ୱର୍ଗର ମଧ୍ୟ ଆକ୍ଷା ଦିଆଯାଇଛି।

ଏଠାରେ ଯେଉଁ ସ୍ଥାନ କଥା କୁହାଯାଇଛି ଆପଣ ତାହାକୁ ନିହାତି ଭାବରେ ଜାଣିଥିବେ।କିନ୍ତୁ ଯଦି ସ୍ଥାନ ନାମରେ କୌଣସି ଭୁଲ ହୋଇଜାଇଥାଏ ତେବେ ଆପଣ କ୍ଷମା କରିବେ।ଏହା ସହିତ ମାଳିକାରେ ଅନ୍ୟ ସବୁ ସ୍ଥାନ ମାନଙ୍କ ବିଷୟରେ ମଧ୍ୟ ବର୍ଣନା କରାଯାଇଛି।କିନ୍ତୁ ମନୁଷ୍ୟ କ୍ଷୁଦ୍ର ବୁଦ୍ଧିରେ ତାହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବ ନାହିଁ।କିନ୍ତୁ ପ୍ରଭୁ ଏବଂ ମହାପୁରୁଷ ଯେଉଁ କଥାକୁ ଲେଖିଛନ୍ତି ତାହାକୁ ଆପଣମାନଙ୍କୁ ଭୁଲ ଠିକର ବିଚାର କରିବାକୁ ପଡିବ।କିନ୍ତୁ ଆପଣମାନେ ନିହାତି ଭାବରେ ଆନନ୍ଦ ପାଇବେ।

ଏଥିପାଇଁ ଆପଣ ସବୁବେଳେ ଭଗବାନଙ୍କୁ ସ୍ମରଣ କରନ୍ତୁ।ଏହି ସଂସାରର ମୋହ ମାୟା ଭିତରେ କାହା ପାଖରେ ପାଇବା ଆଶାରେ କାହା ପାଖରେ ନଦୌଡ଼ି ପ୍ରଭୁଙ୍କ ପ୍ରେମ ପ୍ରାପ୍ତିପାଇଁ ଭଜନ କରନ୍ତୁ ଏବଂ କୀର୍ତ୍ତନ କରନ୍ତୁ।ଏହି ନ୍ୟାୟ ହେଉଛି ମାଳିକାର।ଆପଣ ଭୟ କରନ୍ତୁ ନାହିଁ ବରଂ ପ୍ରେମ ପ୍ରଭୁଙ୍କ ଚରଣ ମଧ୍ୟରେ କରନ୍ତୁ।କେବେହେଲେ କାହା ପାଖରେ ହିଂସା ବାଦ ରଖନ୍ତୁ ନାହିଁ।ସମସ୍ତଙ୍କୁ ପ୍ରେମ କରନ୍ତୁ।ଏବଂ ସବୁବେଳେ ଅନ୍ୟର ସ୍ନମାନ କରନ୍ତୁ।ଏବଂ କାହାର ଖରାପ ଚିନ୍ତା କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *