ସବୁ ସ୍ତ୍ରୀ ଲୋକ ଲୁଚାନ୍ତି ନିଜ ସ୍ୱାମୀଙ୍କୁ ଏହି ଆଶ୍ଚର୍ଯ୍ୟଜନକ ରହସ୍ୟ ,ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ

Spread the love

ସବୁ ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟ ଜଣଙ୍କୁ ସବୁ ପ୍ରକାରର କଥା ସେୟାର୍ କରନ୍ତି । ସେ କେଉଁ ସମସ୍ୟା ହେଉ କିମ୍ବା କିଛି ବି କଥା ହେଉ ସେ କେବେ କେଉଁ କଥା ଲୁଚାନ୍ତି ନାହିଁ, ଏହି କଥା କିଛି ପରିମାଣରେ ଠିକ୍ , ଆମେ ସମସ୍ତଙ୍କ ଜୀବନରେ କିଛି ଏମିତି କଥା ହୋଇଥାନ୍ତି ଯାହା ଆମେ କାହାକୁ ଜଣାଇପାରିନଥାଉ , ନିଜ ଜୀବନସାଥୀ ସହ ବି ନୁହେଁ, ଏହି କଥା ମହିଳା ଓ ପୁରୁଷ ଦୁହେଁ ଙ୍କ ପାଇଁ ସମାନ ରୁପରେ ଲାଗୁ ହୋଇଥାଏ, ସ୍ତ୍ରୀ ଓ ସ୍ୱାମୀ ଦୁହେଁଙ୍କ ବିଶ୍ୱାସ ବହୁତ ବଡ୍ ଜିନିଷ ହୋଇଥାଏ , ସବୁ ବ୍ୟକ୍ତି ନିଜ ସ୍ତ୍ରୀ ଉପରେ ବିଶ୍ୱାସ କରେ , ଓ ତାଙ୍କର ଭାବିବା କଥା କି ସେ ବିଲକୁଲ୍ ସଠିକ୍ ଓ ସଚ୍ଚା ଅଛନ୍ତି

କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ସ୍ତ୍ରୀ ମାନେ କିଛି କଥା ନିଜ ସ୍ୱାମୀଙ୍କୁ ଲୁଚାଇଥାନ୍ତି । ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କ ବିଶ୍ୱାସରେ ଭରା ହୋଇଥାଏ ସବୁଠାରୁ ଅଧିକା ଏହି ସଂମ୍ପର୍କରେ ଭରସା ରହିବା ବହୁତ ଜରୁରୀ ହୋଇଥାଏ , କାରଣ ଏହି ସଂମ୍ପର୍କ ଏପରି ହୋଇଥାଏ ଯାହା କେବଳ ଭରସା ଓ ପ୍ରେମରେ ବନ୍ଧା ହୋଇଥାଏ, ସବୁ ସଂମ୍ପର୍କରୁ ଏହି ସଂମ୍ପର୍କ ବହୁତ ହିଁ ଖାସ୍ ହୋଇଥାଏ

କାରଣ ଏଥିରୁ ଆମେ ବହୁତ ସାରା ଖଟ୍ଟା ମିଠା କଥା ବି ହୋଇଥାଏ , ଝଗଡା ବି ହୋଇଥାଏ, ଓ ଦୁହେଁଙ୍କ ମଧ୍ୟରେ ବିଶ୍ୱାସ ବି ହୋଇଥାଏ, ଆମର ସମାଜରେ ଯେପରି କି ଆରମ୍ଭରୁ ଦେଖାଯାଇଛି କି ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟ ଜଣଙ୍କ ବିନା ରହିପାରନ୍ତି ନାହିଁ , ଜୀବନର କିଛି ଭଲ ଓ ଖରାପ ସମୟ ଏକା ସାଙ୍ଗେ ମିଶିକରି ବିତାଇଦିଅନ୍ତି ।

କୁହାଯାଏ କି ବ୍ୟକ୍ତି ବାହା ହେଲା ପରେ ତାର ଜୀବନ ବହୁ ପରିମାଣରେ ବଦଳିଯାଇଥାଏ, ଏଥିପାଇଁ ଜୀବନରେ ସେମିତି ଖୁସି ହେଉ କିମ୍ବା ଦୁଃଖ, ସଂମ୍ପର୍କକୁ ସୁଦୃଢ ରଖିବା ଉଚିତ୍ , ତେବେ ଏଥିପାଇଁ ଦୁହେଁ ଦୁହିଁଙ୍କ ପାଇଁ ସାଥ୍ ଦେବା ଜରୁରୀ ହୋଇଥାଏ, ଏହି କାରଣରୁ ଆମର ସମାଜରେ ବିବାହ କରିବା ଏକ ବଡ କାରାଣ ବି ହୋଇଥାଏ, ଯାହାକି ବ୍ୟକ୍ତି ଏହି ଖାସ୍ ସାଥି ନିଜ ଜୀବନ ସାରା ଇଚ୍ଛା କରିଥାଏ ।

ମହିଳାଙ୍କ କଥା କହିଲେ ତାଙ୍କ ପାଇଁ କୁହାଯାଏ କି ମହିଳାଙ୍କ ମନ କଥା ବୁଝିପାରିବା ମୁସିକିଲ୍, କିଛି ଏମିତି କଥା ସବୁ ମହିଳାଙ୍କ ଜୀବନରେ ହୋଇଥାଏ, ଯାହାକୁ ସେ କାହା ସହ ସେୟାର୍ କରିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହା ବି ସତ କି ଯେଉଁ କଥାଗୁଡିକ ସେ ଲୁଚାନ୍ତି, ସେଥିରୁ କାହା ସହ ଅହିତ ଭାବନା ହୋଇନଥାଏ, ବହୁତ କଥା ଏପରି ହୋଇଥାଏ ଯାହା ନିଜ ସ୍ୱାମୀଙ୍କୁ କହିବାକୁ ବି ପସନ୍ଦ କରନ୍ତି ନାହିଁ

ସେ ନିଜ ପାଇଁ ହେଉ କିମ୍ବା ଛୁଆଙ୍କ ଉପରେ ହେଉ, ଆଜି ଆମେ ସେହି ବିଷୟରେ ଚର୍ଚ୍ଚା କରିବୁ, ଯାହାକି ସ୍ତ୍ରୀ ଲୋକମାନେ ନିଜ ସ୍ୱାମୀଙ୍କୁ ଲୁଚାଇଥାନ୍ତି ତେବେ ଆସନ୍ତୁ ଜାଣିବା ସେହି ଦୁଇଟି କଥା । ଏଥିରେ ପ୍ରଥମ କଥା ଏହା କି ସେ ନିଜ ସଞ୍ଚିଥିବା ଓ ଲୁଚାଇଥିବା ପଇସା କେଉଁଠି ରଖିଛନ୍ତି, ଏହି କଥା ସେ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ, ଯଦି ନିଜ ଚାକିରି କିମ୍ବା ସ୍ୱାମୀଙ୍କୁ ଲୁଚାଇକରି ପଇସାକୁ ସଞ୍ଚୟ କରନ୍ତି  ସେ ତାକୁ ଲୁଚାଇକରି ରଖନ୍ତି

ବହୁତଥର ମହିଳାମାନେ ନିଜ ଘର ଗୃହସ୍ଥି ରୋଷେଇ ଘରକୁ ନେଇକରି ଅଲଗା ପଇସା ଜମା କରିବା କିମ୍ବା ବଣ୍ତ ପେପରରେ ବ୍ୟାଙ୍କ୍ ରେ ପଇସା ଜମା କରିବା ପର୍ଯ୍ୟନ୍ତ ସେ କେଉଁ କଥାକୁ ନିଜ ସ୍ୱାମୀଙ୍କୁ କହନ୍ତି ନାହିଁ, ସେ ସେମିତି ନିଜ ପରିବାର ଭଲ ପାଇଁ ହେଉ , ଦ୍ୱିତୀୟ କଥା ଏହା କି ଯଦି ଆପଣଙ୍କ ଘର କିମ୍ବା ପରିବାରରେ କିଛି ବି ଘରୋଇ ସମସ୍ୟା ଆସେ

ଯେପରି ଛୁଆ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂମ୍ପର୍କ ବିଷୟରେ ତେବେ ଏହି କଥା ସେ କାହାକୁ କହନ୍ତି ନାହିଁ, ସ୍ୱାମୀ ଦିନ ସାରା ଅଫିସ୍ ରେ କାମ ବ୍ୟସ୍ତ ରୁହେ, କିମ୍ବା ଘରକୁ ଆସିକରି ଅସୁବିଧା ନ ନିଅନ୍ତୁ ଏହା ଭାବିକରି ମହିଳା ମାନେ ନିଜ ସ୍ୱାମୀଙ୍କୁ ଅଧିକା ଟେନସନ୍ ଦେବାକୁ ଉଚିତ୍ ମନେ କରନ୍ତି ନାହିଁ, ଛୁଆଙ୍କ ଏହି ସମସ୍ୟାକୁ ନିଜେ ମହିଳାମାନେ ନିପଟାଇବାକୁ ପସନ୍ଦ କରନ୍ତି, କିନ୍ତୁ ଯଦି ସମସ୍ୟା ବଡ ହୋଇଥାଏ , ତେବେ ସେ କହନ୍ତି, ଓ ତାଙ୍କୁ କହିବା ବି ଦରକାର, ନହେଲେ ଛୁଆଙ୍କ ଉପରେ ଏହାର ଖରାପ ପ୍ରଭାବ ପକାଇବ

ଏହି ପ୍ରକାର ମହିଳା କେଉଁ ବି ପ୍ରକାରର ଏହି ଦୁହେଁ ଜିନିଷ ନିଜ ସ୍ୱାମୀଙ୍କୁ ବହୁତ ଜଲଦି ସେୟାର୍ କରନ୍ତି ନାହିଁ, ତେବେ ସ୍ତ୍ରୀମାନେ ପ୍ରେମ ସଂମ୍ପର୍କକୁ ପୁରୁଷଙ୍କ ଅପେକ୍ଷା ଭଲ ଭାବେ ବୁଝନ୍ତି, ଏଥିପାଇଁ ଆଗକୁ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ କେଉଁ କଥା ଲୁଚାଇବେ ତେବେ ବୁଝିଯିବେ କି ଏହାର ପଛରେ କିଛି କାରଣ ରହିଛି, ମାନେ ନିଜ ସ୍ତ୍ରୀ ଉପରେ ବିଶ୍ୱାସ ରଖନ୍ତୁ ଓ ତାଙ୍କୁ ସମ୍ମାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *