ସେଦିନ Kapilas ଯାତ୍ରା ସମୟ ରେ ଅସୁବିଧା ରେ ପଡିଥିବା ଭକ୍ତ ଙ୍କୁ ବଂଚେଇବା ପାଇଁ ଆସିଲେ ନିଜେ ସ୍ୱୟଂ Chandra Sekhar ବାବା,ଆଉ ତାପରେ ଯାହା ହେଲା ଜାଣିଲେ ଖୁସି ହେଇଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ଖବର ବିଷୟର ଜାଣିବା।ଆଜି ଆମେ ପ୍ରଭୁ ଭୋଳନାଥଙ୍କ ଏକ ଅଦ୍ଭୁତ ଘଟଣା ବିଷୟରେ ଜାଣିବା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ଆପଣଙ୍କ ହୃଦୟରେ ମଧ୍ୟ ମହାଦେବଙ୍କ ପ୍ରତି ଶ୍ରଦ୍ଧା ହଜାର ଗୁଣ ବଢିଯିବ।ତେବେ ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ଘଟଣାଟି ୨୦୦୪ ମସିହାର ଅଟେ।ଯେତେବେଳେ ବଲବୀର ଏକଥର ନିଜ ସାଙ୍ଗମାନଙ୍କ ସହିତ କପିଳାସ  ଯିବାର ପ୍ଲାନ କରୁଥିଲେ।ସେ ଏକ ଛୋଟ ବସ ବୁକ କରିଥିଲେ।ଯେଉଁ ଥିରେ ସେ ଏବଂ ତାଙ୍କ ୧୦ରୁ ୧୨ ସାଙ୍ଗ ବହୁତ ସହଜରେ ବସି ଆସିପାରିବେ।ସେହି ବସରେ ବଲବୀର ନିଜ ସାଙ୍ଗ ମାନଙ୍କ ସହିତ କପିଳାସ ଯିବାପାଇଁ ବାହାରିଲେ।

ସେମାନେ ଏକ ଦିନ ଯାତ୍ରା କରିବା ପରେ ବର୍ତ୍ତମାନ ସେ ରାତ୍ରିରେ ଯାତ୍ରା କରିବାର ନିଷ୍ପତ୍ତି ନେଲେ।ଯେତେବେଳେ ସେ ନିଜ ଯାତ୍ରାରେ ଆଗକୁ ବଢିଲେ ପ୍ରାୟ ରାତିର ଦୁଇଟାରେ ଜଙ୍ଗଲରୁ ଏକ ବସ ଯାଉଥିଲା ଏବଂ ଦୂର ପର୍ଯ୍ୟନ୍ତ ସେହି ଜଙ୍ଗଲରେ କେହି ନାଥିଲେ।ଏହା ଶୁଣିବାକୁ ମିଲେଯେ ସେହି ଜଙ୍ଗଲରେ ଲୁଟେରା ମାନେ ଥାନ୍ତି ଯେଉଁମାନେ ସେଠାରେ ଯେଉଁଥିବା ବସକୁ ଲୁଟୁଥାନ୍ତି।

କେଉଁ କାରଣରୁ ବସ ତଳେ ଏକ ବଡ଼ କଣ୍ଟା ଆସିଯିବାରୁ ବସର ଟାୟାର ପମ୍ପଚର ହୋଇଗଲା।ଏଥିପାଇଁ ବସ ଅଗଜୁ ବଢ଼ିପାରିଲା ନହିଁ।ବସରେ ଥିବା ସମସ୍ତ ବ୍ୟକ୍ତି ଖୁବ ଡ଼ରିଯାଇଥିଲେ।ବଲବୀର ସେହି ସମୟରେ ଭଗବାନ ଶିବଙ୍କ ପ୍ରାଥନା କରୁଥିଲେ।ଏବଂ ପ୍ରଭୁ ତାଙ୍କ ପ୍ରାଥନା ଶୁଣିଥିଲେ।ସେଠାକୁ ଏକ ବ୍ୟକ୍ତି ଆସିଲା।ଏବଂ ବସ ଡ୍ରାଇଭରକୁ ପଚାରିଲାଯେ କଣ ହୋଇଛି।ଡ୍ରାଇଭର କହିଲେ ଏକ କଣ୍ଟା ଯୋଗୁ ବସର ଟାୟାର ପମ୍ପଚର ହୋଇଯାଇଛି।

ସେହି ବ୍ୟକ୍ତି କହିଲା କାହାକୁ ଦାରିବାର ଅଵଶ୍ୟକତା ନାହିଁ ଏବଂ ବସରେ ଅପେକ୍ଷା କରନ୍ତୁ ମୁଁ କିଛି ସମୟରେ ସାହାଯ୍ୟ ନେଇ ଆସିବି।ଏବଂ ସେ ଏହା ମଧ୍ୟ କହିଲା ଆପଣ କପିଳାସ ଯାତ୍ରାରେ ଯାଉଛନ୍ତି ଏବଂ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ।ଏହାପରେ ଯେତେବେଳେ ବଲବୀର ସେହି ବସର ତଳକୁ ଦେଖିଲେ ସେଠାରେ କହି ନଥିଲେ ଏବଂ ଯେତେବେଳେ ସେହି ବସର ଟାୟାରକୁ ଦେଖିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ସେ ଦେଖିଲେଯେ ବସର ଟାୟାର ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଇଛି।ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ସେହି ସମୟରେ ବଲବୀରର ଏକ ସାଙ୍ଗ କହିଲାଯେ କାହାକୁ କୌଣସି ଡରିବାର ଅଵଶ୍ୟକତା ନାହିଁ।କାରଣ ଆମେ ଯେବେ ମଧ୍ୟ ପ୍ରଭୁ ମହାଦେବଙ୍କ ଦର୍ଶନରେ ଯାଇଥାଉ ତେବେ କାହା ଉପରେ କେବେହେଲେ କୌଣସି ପ୍ରକାର ବିପଦ ଆସିଥାଏ ତେବେ ସ୍ରୋୟଂ ଭଗବାନ ମହାଦେବ କୌଣସି ଏକ ବେଶରେ ସାହାଯ୍ୟ କରିବାକୁ ଆସିଯାଇଥାନ୍ତି।ଏହି କଥା ଶୁଣି ବଲବୀର ବହୁତ ଖୁସି ହୋଇଗଲେ ଏବଂ ପ୍ରଭୁଙ୍କୁ ସ୍ମରଣ କଲେ।

Leave a Reply

Your email address will not be published. Required fields are marked *