ଓଡ଼ିଆ ଫିଲ୍ମ ପାଇଁ ପୁଣି ବଡ ଦୁଃଖ ଖବର – ଏବେ ଏବେ ଶକ୍ତି ମିଶ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଆସିଲା ବଡ ଦୁଃଖ ଖବର – ସମ୍ପୂର୍ଣ ଖବର ନିଶ୍ଚୟ ପଢନ୍ତୁ

Spread the love

ବନ୍ଧୁଗଣ ଲାଗୁଚି ବର୍ତମାନ ସମୟରେ ଆମ ସମସ୍ତଙ୍କ ଖରାପ ସମୟ ଚାଲିଛି,ଓଡ଼ିଆ ଫିଲ୍ମ ଦୁନିଆ ରେ ବର୍ତମାନ ଅନେକ ଦୁଃଖର ପାହାଡ ମାଡିଛ ଆସୁଛି |ଏହି କିଛିଦିନର କରୋନା କାଳରେ ଆମେ ଅନେକ ନାମୀ ଦାମୀ କଳାକାର ଙ୍କୁ ହରେଇ ସାରିଲେଣି | ତେବେ ସଦ୍ୟ କିଛି ଦିନ ତଳେ ଆମେ ଆମର ଜଣେ ଅତି ଲୋକପ୍ରିୟ ଗାୟିକା ତପୁ ମିଶ୍ର ଙ୍କୁ ହରେଇଛେ କିନ୍ତୁ ପୁଣି ଏକ ବଡ ଦୁଃଖ ଖବର ଏବେ ଆସିଛି ଓଡ଼ିଆ ଫିଲ୍ମ ଜଗତ ପାଇଁ

ତେବେ ପୁଣି ଜଣେ ଓଡ଼ିଆ ଗାୟକ ବର୍ତମାନ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି ହେଇଛନ୍ତି ଆଉ ସେ ହେଉଛନ୍ତି ସୁପର ହିଟ ଗାୟକ ଢେଙ୍କାନାଳ ର ପୁଅ ଶକ୍ତି ମିଶ୍ର |ତେବେ ଦୁଃଖର ବିଷୟ ହେଉଛି କଲି ଅର୍ଥାତ ଯେବେ ଓଡ଼ିଆ ଗାୟିକା ତପୁ ଙ୍କ ଦଶ ଦିନ ହେଇଥିବା ବେଳେ ତାଙ୍କ ଦଶ କାମ ଚାଲିଥିବା ବେଳେ ପୁଣି ଏକ ଦୁଃଖ ଖବର ଆସିଛି ଓଡ଼ିଆ ଫିଲ୍ମ ଜଗତ ପାଇଁ

ଓଡ଼ିଶାର ନାମୀ ଦାମୀ ସିଙ୍ଗର ଶକ୍ତି ମିଶ୍ର ବର୍ତମାନ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଭର୍ତି କର ଯାଇଛି | ଏ ନେଇ ତାଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି |ତେବେ ଡାକ୍ତର ଙ୍କ କହିବା କଥା ତାଙ୍କ ଫୁସ ଫୁସ ସଂକ୍ରମିତ ହେଇଚି ଓ ସେ ଯକୃତ ଜନିତ ରୋଗରେ ପୀଡିତ ହେଇଛନ୍ତି ବୋଲି କହିଛନ୍ତି

ନିଜ ଗାଇବା ଶୈଳୀ ପାଇଁ ସାରା ଓଡ଼ିଶାର ଯୁବ ବର୍ଗଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଶକ୍ତି ମିଶ୍ର | ମୋର ଭୂଗୋଳ ରେ ଭଲ ହୋଉଥିଲା ଠୁ ଆରମ୍ଭ କରି ଝିପି ଝିପି ମେଘ ବର୍ଷା ରେ ହେଉ କିମ୍ବା ବୟସ ରାଜପଥରେ ଠୁ ଆରମ୍ଭ କରି ସତ ମେଘର ଓଢଣୀ ଟାଣି ପ୍ରିୟା ଆସୁଛି ପର୍ଯ୍ୟନ୍ତ ହଜାର ହଜାର ସୁପର ହିଟ ଗୀତ ଗାଇଛନ୍ତି

ତାଙ୍କର ଏଭଳି ସୁନ୍ଦର ଗୀତ ରେ ଯୁବପିଢ଼ି ଙ୍କ ମନରେ ସେ ସବୁବେଳେ ରହିଛନ୍ତି ତେବେ ବର୍ତ୍ତମନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଶୁଣି ସବୁ ମହଲ ରେ ଶୋକ ବ୍ୟକ୍ତି ଆସିଛି କାରଣ ସେ ଏଭଳି ଜଣେ ଗାୟକ ଯିଏ କି ପିଲାଟାହରୁ ବୁଢା ପର୍ଯ୍ୟନ୍ତ ନିଜ ଗୀତାରେ ସମସ୍ତଙ୍କୁ ମୋହିତ କରିପାରିଛନ୍ତି |ତେବେ ସମସ୍ତେ ଆଶା ରଖିଛନ୍ତି ଯେ ସେ ଖୁବ ଶୀଘ୍ର ସୁସ୍ଥ ହେଇ ଘରକୁ ଫେରିବେ ଓ ନୂଆ ନୂଆ ଗୀତ ଆମକୁ ଭେଟିଦେବେ

Leave a Reply

Your email address will not be published. Required fields are marked *