ସିଦ୍ଧାନ୍ତ ମହାପାତ୍ରଙ୍କ ଜୀବନୀ:କଣ ପାଇଁ ନିଜ ପିଲାଙ୍କୁ ଫିଲ୍ମ ଦୁନିଆ ରୁ ଆଜି ଯାଏ ଦୁରେଇ ରଖିଛନ୍ତି Sidhant Mohapatra,ଏହି କଥା ନିଶ୍ଚୟ ଜାଣିରଖନ୍ତୁ

Spread the love

ଆମେ ସମସ୍ତେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବହୁତ ଭଲଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମର ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ ହୋଇ ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତେବେ ସେ ଜଣେ ବହୁତ ଭଲ ଅଭିନେତା ଥିଲେ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟକୁ ଓଡ଼ିଶାର ଘରେ ଘରେ ପରିଚିତ କରାଇ ପାରିଥିଲେ।

ସେ ୧୯୬୬ ମସିହା ମେ ମାସ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ବୟସ ଅଟେ।ଏହା ସହିତ ସେ ପ୍ରାୟ ୧୫୦ ରୁ ଅଧିକ ଫିଲ୍ମରେ ଅଭିନୟ ନାରୀ ସାରିଛନ୍ତି।ଯାହା କୌଣସି ସାଧାରଣ ଅଭିନେତା ପାଇଁ ସମ୍ଭବ ନୁହେଁ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଫିଲ୍ମକୁ ସୁପର ହିଟ କରାଇ ପାରିଛନ୍ତି।ସେ ଜାତିରେ ଜଣେ ବ୍ରାହ୍ମଣ ଅଟନ୍ତି।ତେବେ ସେ ନିଜ ଜୀବନରେ ଅନେକ ଜାତୀୟ ପୁରସ୍କାର ପାଇ ସାରିଛନ୍ତି।ସେ ପ୍ରାୟ ୭ ଟି ଜାତୀୟ ପୁରସ୍କାର ପାଇଛନ୍ତି।

ତେବେ ସେ ୨୦୦୩ ମସିହାରେ ରଚନାଙ୍କୁ ବିବାହ କରିଥିଲେ।ଆମେ ସମସ୍ତେ ରଚନାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ମଧ୍ୟ ନିଜର ଅଭିନୟ ଦ୍ୱାରା ନିଜର ଅନେକ ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ସେମାନଙ୍କ ଅଭିନୟ ଜୀବନରୁ।ଏହାପରେ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।ସେମାନେ ବିବାହ ମଧ୍ୟ କରିଥିଲେ।ମାତ୍ର ଏହାପରେ ସେମାନଙ୍କ ମଧ୍ୟରେ ମତାନ୍ତର ହେବାରୁ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ।

ଏହାପରେ ସିଦ୍ଧାନ୍ତ ମହାପାତ୍ର ବିବାହ କରିଥିଲେ ମାମା ମିଶ୍ରଙ୍କୁ।ଏହାପରେ ତାଙ୍କର ଏକ ପୁଅ ଓ ଏକ ଝିଅ ମଧ୍ୟ ହୋଇଥିଲେ।ଏହା ସହିତ ସିଦ୍ଧାନ୍ତ ବର୍ତ୍ତମାନ ଅଭିନୟ ଜୀବନରୁ ନିଜକୁ ଦୂରେଇ ରଖିଛନ୍ତି ଓ ସେ ବର୍ତ୍ତମାନ ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ନିଜର ଜୀବନ ଅତିବାହିତ କରୁଛନ୍ତି।ତେବେ ସେ ବ୍ରହ୍ମପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।ଏହା ସହିତ ସେ ନିଜର ଅଭିନୟ ଜୀବନ ୧୯୯୨ ମସିହାରେ ଆରମ୍ଭ କରିଥିଲେ।

ସେହି ସମୟରେ ତାଙ୍କର ବୟସ ହୋଇଥିଲା ୨୭ ବର୍ଷ।ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଥିଲେ।ତେବେ ସିଦ୍ଧାନ୍ତ ମହାପାତ୍ରଙ୍କର ଏକ କାର ସୋ ରୁମ ରହିଛି ଏହା ସହିତ ତାଙ୍କର ଏକ ରେଷ୍ଟୁରାଣ୍ଟ ରହିଛି।ଏହା ସହିତ ତାଙ୍କର ଦୁଇଟି ବହୁତ ବଡ଼ ଘର ରହିଛି ଓ ଦୁଇଟି ଦାମୀ କାର ମଧ୍ୟ ରହିଛି।ଏହା ସହିତ ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରାୟ ୧୫-୨୦ ଲକ୍ଷ ଟଙ୍କା ନେଇଥାନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *