୨୦୨୧ ରେ କିପରି ଦେଖା ଯାଉଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ Sai Samarthya,ସୁନ୍ଦରତା ଦେଖିଲେ ଆପଣ ମଧ୍ୟ କହିବେ ୟେ ହିରୋ ହେବା ପାଇଁ ଜନ୍ମ ହେଇଛନ୍ତି

Spread the love

ସାଙ୍ଗମାନେ ୭୦ ଦଶକର ଚଳଚ୍ଚିତ୍ର କଥା ମନକୁ ଆସିଲେ ଆଗ ନଜରକୁ ଆସନ୍ତି ଆପଣ ମାନଙ୍କର ପ୍ରିୟ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।ସିଦ୍ଧାନ୍ତ ମହାପାତ୍ର ସମସ୍ତ ଚରିତ୍ରକୁ ଜୀବନ୍ତ ଭାବରେ ଗଢି ତୋଳନ୍ତି।ସେ ସମସ୍ତ କ୍ୟାରେକ୍ଟରକୁ ବହୁତ ଭଲ ଭାବରେ ଅଭିନୟ କରି ପାରନ୍ତି।ସେ ତାଙ୍କ ଜୀବନରେ ବହୁତ ଗୁଡ଼ିଏ ଓଡ଼ିଆ ଚଳଚିତ୍ରରେ ଅଭିନୟ କରି ସାରିଛନ୍ତି।୨୦୦୪ ମସିହାରେ ସେ ମାମା ମିଶ୍ରଙ୍କୁ ବିବାହ କରିଥିଲେ।

ତେବେ ୨୦୦୬ ମସିହାରେ ମାମା ମିଶ୍ର ଓ ସିଦ୍ଧାନ୍ତଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଯାହାର ନାମ ଥିଲା ସାଇ ସିଦ୍ଧି।ଏହା ପରେ ପରେ ତାଙ୍କର ଆଉ ଏକ ଝିଅ ସନ୍ତାନ ଜନ୍ମ ହୋଇଥିଲା ଯାହାର ନାମ ଥିଲା ସାଇ ସମର୍ଥା।ଦୁଇ ଜଣ ଯାକ ପୁଅ ଓ ଝିଅଙ୍କୁ ନେଇ ବେଶ ଖୁସିରେ ଜୀବନ ଯାପନ କରୁଛନ୍ତି।

ତେବେ ସେତେବେଳେ ସାଇ ସମର୍ଥା ଓ ସାଇ ସିଦ୍ଧିଙ୍କ ଜନ୍ମ ପରେ ଦୁହେଁ ଚଳଚ୍ଚିତ୍ର ଜଗତ ଛାଡ଼ିଦେବେ ବୋଲି କୁହା ଯାଉଥିଲା।ତେବେ ସିଦ୍ଧାନ୍ତ ଏହି ଦୁଇ ଜଣଙ୍କୁ ଆଖିଆଗରେ ରଖି ଚଳଚ୍ଚିତ୍ର ଜଗତକୁ ଆସିଥିଲେ।କିନ୍ତୁ ମାମା ମିଶ୍ର ଆଉ ଚଳଚ୍ଚିତ୍ର ଜଗତକୁ ଫେରି ନଥିଲେ।ତେବେ ଏହି ଦୁଇ ଜଣଙ୍କୁ ଚଳଚ୍ଚିତ୍ର ପାଇଁ ଗଢି ତୋଳୁଛନ୍ତି ମାମା ମିଶ୍ର ଓ ସିଦ୍ଧାନ୍ତ।

ତେବେ ଏହି କଥା ଗୁପ୍ତରୁ ଶୁଣିବାକୁ ମିଳୁଛି।ତେବେ ଏହି କଥାରେ କୌଣସି ଟିପ୍ପଣୀ ଦେଇ ନାହାଁନ୍ତି ସିଦ୍ଧାନ୍ତ ଓ ମାମା ମିଶ୍ର।ତେବେ କଣ ଆପଣ ଜାଣିଛନ୍ତି କି ୨୦୦୬ରେ ଜନ୍ମିତ ଏହି ଦୁଇ ଜଣ ଏବେ କିଭଳି ଦେଖା ଯାଉଛନ୍ତି।ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ସାଇ ସିଦ୍ଧି ଏବେ କିପରି ଦେଖା ଯାଉଛନ୍ତି କଣ ଆପଣ ଜାଣିଛନ୍ତି କି?ଯଦି ଜାଣିନାହାନ୍ତି ତ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି।ତେବେ ଶୁଣିବାକୁ ମିଳୁଛି ଯେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରିସାନ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ବୋଲି।ତେବେ ଏହି କଥା କେତେ ଦୂର ସତ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।ତେବେ ଏହି ବିଷୟରେ ସିଦ୍ଧାନ୍ତ କୌଣସି ଟିପ୍ପଣୀ ଦିଅନ୍ତି ନାହିଁ।ତେବେ ରିଶାନ ମଧ୍ୟ ଏହି ବିଷୟରେ କିଛି ଟିପ୍ପଣୀ ଦେଇ ନାହାଁନ୍ତି।

ତେବେ ଏହା ସ୍ପଷ୍ଟୀକରଣ କରୁଚି କି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ହେଉଛି ରିଶାନ।ତେବେ ଏହି ବିଷୟରେ କିଛି ଦୃଢୋକ୍ତି ଦେବା ଉଚିତ ହେବ ନାହିଁ କାରଣ ଏହା ସତ କି ମିଛ ଜଣା ନାହିଁ।ତେବେ ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।ତେବେ ଯେବେ ବି ଏହି ବିଷୟରେ କିଛି ଜଣା ପଡ଼ିବ ତାହା ମୁଁ ଆପଣ ମାନଙ୍କୁ ଜଣାଇବି।

Leave a Reply

Your email address will not be published. Required fields are marked *