ସିନ୍ଦୁର କିପରି ନାଇଁଲେ ସ୍ୱାମୀଙ୍କରର ଆୟୁଷ, ରୋଜଗାର ଏବଂ ମର୍ଯ୍ୟାଦାର ବୃଦ୍ଧି ହୋଇଥାଏ?ଏପରି ସିନ୍ଦୁର ପିନ୍ଧିଲେ ସ୍ୱମୀ ୧୨୦ ବର୍ଷ ବଞ୍ଚି ପାରନ୍ତି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିପରି ସିନ୍ଦୁର ନାଇଁଲେ କିପରି ପ୍ରଭାବ ପଡିଥାଏ ଆଜି ଆମେ ଏହି ଆର୍ଟିକିଲରେ ଜାଣିବା।ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସିନ୍ଦୁର ଏକ ଅତ୍ୟନ୍ତ ପବିତ୍ର ଜିନିଷ ଅଟେ।ଓ ଏହା ଏକ ମହାନ ଜିନିଷ ହୋଇଥାଏ।ବିବାହ କାର୍ଯ୍ୟରେ ଏହାକୁ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଥାଏ।ମହିଳା ମାନଙ୍କ ମଥାର ସିନ୍ଦୁରରୁ ହିଁ ପରିଚୟ ମିଳେ ଯେ ସେ ସାଧବା କି ନୁହଁନ୍ତି।ଏହି ସିନ୍ଦୁର ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ବିବାହିତା ମହିଳା ମାନେ ମଥାରେ ନାଇଁ ଥାନ୍ତି।

କୁହାଯାଏକି ହନୁମାନ ତାଙ୍କ ମାଆଙ୍କୁ ପଚାରିଥିଲେ ମାଆ ତୁମେ କାହିଁକି ସିନ୍ଦୁର ନଈଛ।ମାଆ ଉତ୍ତରରେ ଏହା କହିଥିଲେ ସ୍ୱମୀଙ୍କ ଲମ୍ବା ଆୟୁଷ ପାଇଁ ପିନ୍ଧିଛି।ଯିଏ ଯେତେ ସିନ୍ଦୁର ପିନ୍ଧେ ତାଙ୍କ ସ୍ୱାମୀଙ୍କ ଆୟୁଷ ସେତେ ଲମ୍ବା ହୋଇଥାଏ।ହନୁମାନ ରାମ ଚନ୍ଦ୍ରଙ୍କୁ ସ୍ୱମୀ ମାନିଥାନ୍ତି ତେଣୁ ସେ ଦେହ ସାରା ସିନ୍ଦୁର ବୋଳି ହୋଇଥିଲେ।ଆଜି ମଧ୍ୟ ହନୁମାନଙ୍କୁ ସିନ୍ଦୁରର ଅଭିଷେକ କରାଯାଏ।ସିନ୍ଦୂରର ବିଧି ବିଧାନ ଏହା କୁହେକି ଯେଉଁ ମହିଳା ନିଜ ମଥାର ମଝି ସୁନ୍ଥାଣିରେ ଜେତେ ସିନ୍ଦୁର ଲଗାଇଥାନ୍ତି ତାଙ୍କ ସ୍ୱାମୀଙ୍କର ସାମଜରେ ସେତେ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ।ରୋଜଗାର ଏବଂ ଆୟୁଷରେ ମଧ୍ୟ ବୃଦ୍ଧି ହୋଇଥାଏ।

ଏହା ସହିତ ସ୍ୱମୀ ସ୍ତ୍ରୀଙ୍କ ସମ୍ପର୍କରେ ସେତେ ନିବିଡ଼ତା ଦେଖିବାକୁ ମିଳିଥାଏ।ଏବଂ ଭଲ ପାଇବା ସେତେ ନିବିଡ଼ ହୋଇଥାଏ।ଯେଉଁ ନାରୀ କଡ଼ ସୁନ୍ଥାଣିରେ ସିନ୍ଦୁର ନାଇଁ ଥାନ୍ତି ତାଙ୍କ ସମ୍ପର୍କରେ ଦୂରତ୍ୱ ବଢ଼ିଥାଏ।କୁହାଯାଇଥାଏ ଯେ ସିନ୍ଦୁର ନାଇଁଲା ବେଳେ ଯଦି କିଛି ସିନ୍ଦୁର ନାକ ଉପରେ ପଡିଥାଏ ତେବେ ତାହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ।ଅନେକଙ୍କ ପ୍ରଶ୍ନ ଥାଏ ବଜାରରେମିଳୁଥିବା ଲକୁଡ଼ ସିନ୍ଦୁର ଶୁଭ କିମ୍ବା ଅସଭ ହୋଇଥାଏ?ହଁ ସେହି ସିନ୍ଦୁର ମଧ୍ୟ ଶୁଭ ହୋଇଥାଏ।କାରଣ ସିନ୍ଦୁର ମାତ୍ରକେହିଁ ଶୁଭ।ଏହା ଏକ ଅତ୍ୟନ୍ତ ପବିତ୍ର ଜିନିଷ ଅଟେ।ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ସିନ୍ଦୁର ପିନ୍ଧିବା ଉଚିତ ଏବଂ କେଉଁ ସମୟରେ ଏହା ପିନ୍ଧିବା ଉଚିତ ନୁହେଁ।

ଯେହେତୁ ସିନ୍ଦୁର ଏକ ପବିତ୍ର ଜିନିଷ ହୋଇଥାଏ ତେବେ ତାହାକୁ ଅପବିତ୍ର ସମୟରେ ପିନ୍ଧିବା ଠିକ ନୁହେଁ।ମହିଳା ମାନଙ୍କ ପିରିୟଡ଼ ଚାଲିଥିବା ସମୟରେ ଏହି ସିନ୍ଦୁର ପିନ୍ଧିବା ଉଚିତ ନୁହଁ।ଯେଉଁ ନାରୀ ପିଲା ଜନ୍ମ ଦେଇଥାନ୍ତି ସେମାନେ ୧୨ ଦିନ ପର୍ଯ୍ୟନ୍ତ ସିନ୍ଦୁର ପିନ୍ଧିବା ଉଚିତ ନୁହଁ।ଏହା ଅସୁଭ ମନାଯାଇଥାଏ।କିନ୍ତୁ ଏହାପରେ ସିନ୍ଦୁର ନାଇଁବା ବିଧେୟ ହୋଇଥାଏ।ଏବଂ ଆପଣ ସିନ୍ଦୁର ପିନ୍ଧି ପାରିବବ।ଘରେ ପୂଜା କରୁଥିବା ମହିଳା ମାନେ ଠାକୁର ପୂଜା କରିବା ପୂର୍ବରୁ ସିନ୍ଦୁର ପିନ୍ଧି ପାରିବେ।ଏବଂ ଠାକୁର ପୂଜା କରିସାରିବା ପରେ ମଧ୍ୟ ସିନ୍ଦୁର ପିନ୍ଧି ପାରିବେ।

Leave a Reply

Your email address will not be published. Required fields are marked *