ଅଭିନୟ ଛାଡିକି ଗୀତ ଗାଇଲେ ଓଡିଆ ହିରୋଇନ ଶିବାନୀ – ଏହି ରୋମାଣ୍ଟିକ ଗୀତ ଗାଇଲେ ଶିବାନୀ – ଆପଣ ମଧ୍ୟ ଦେଖି ନିୟନ୍ତୁ ଏବେ – ପ୍ରେମ ହେଇଗଲା ଜାଣିଲି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସିବାନୀ ସଙ୍ଗୀତାଙ୍କ ନୂଆ ଗୀତ ବିଷୟରେ।ତେବେ ଏହା ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଓଡ଼ିଆ ଚଳଚ୍ଚିତ୍ର ଜଗତର କ୍ୟୁଟ ଏବଂ ସୁନ୍ଦର ସଙ୍ଗୀତ କଳାକାର ହେଉଛନ୍ତି ସିବାନୀ ସଙ୍ଗୀତା।ସେ ଅନେକ ସଙ୍ଗୀତ ସୁମଧୁର କରନ୍ତି ଦର୍ଶକ ମାନଙ୍କୁ।କିନ୍ତୁ ଓଲିଉଡ ଜଗତରେ ବହୁତ ବଡ଼ ବଡ଼ ସଙ୍ଗୀତଜ୍ଞ ଅଛନ୍ତି ଯେପରି ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ଶୈଳଭାମା ଭଳି ଅନେକ ଭଲ ଭଲ ସଙ୍ଗୀତଜ୍ଞ ଅଛନ୍ତି।

ସେମାନେ ନିଜ କଣ୍ଠର ମଧୁରତା ଦ୍ୱାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି।କିନ୍ତୁ ଏଥର ଷ୍ଟୁଡିଓରେ ପ୍ରଥମ ଥର ପାଇଁ ଗୀତ ଗାଇଛନ୍ତି ସମସ୍ତିଙ୍କ ପ୍ରିୟ ସିବାନୀ ସଙ୍ଗୀତା।କଟକ ଷ୍ଟୁଡ଼ିଓରେ ସଙ୍ଗୀତରେ କଣ୍ଠ ପ୍ରଦାନ କରିଛନ୍ତି ସିବାନୀ।ସେହି ସଙ୍ଗୀତରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି।ସଙ୍ଗୀତ ଟି ହେଉଛି ପ୍ରେମ ହେଇଗଲା ଜାଣିଲି।ସିବାନୀ ମଧ୍ୟ ଉତ୍ସାହରେ ଚାହିଁ ବସିଛନ୍ତି ଯେ ଦରକମାନେ ଯେପରି ତାଙ୍କ ଅଭିନୟକୁ ଭଲ ପାଇବା ଦେଇଛନ୍ତି ତାଙ୍କ ସଙ୍ଗୀତକୁ କେତେ ମାତ୍ରାରେ ଭଲ ପାଇବା ଦେଇଛନ୍ତି।

ଅଭିନେତ୍ରୀ ସିବାନୀ ସଙ୍ଗୀତା ଏହା ଜଣାଇ ଦେଇଛନ୍ତି ଯେ ସେ ଛୋଟ ବେଳୁ ନୃତ୍ୟ ଏବଂ ଅଭିନୟ ଶିଖିବା ଆଗରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ।ଏହା ସହିତ ସେ ସଙ୍ଗୀତ ମଧ୍ୟ ପିଲାବେଳେ ଶିଖିଥିଲେ।ତେବେ ସଙ୍ଗୀତ ପ୍ରତି ତାଙ୍କ ମନରେ ଛୋଟ ବେଳୁ ଭଲ ପାଇବା ରହିଛି।ତେବେ ସେହି ଷ୍ଟୁଡିଓରେ ଯେଉଠରେ ସିବାନୀଙ୍କ ସଙ୍ଗୀତ ସୁଟ କରାଯାଉଥିଲା ସେଠାରେ ତାଙ୍କ ମାଆ ଏବଂ ଜେଜେ ମାଆ ଥିବାର ଲକ୍ଷ କରାଯାଇଛି।ସେମାନଙ୍କ ଆଶ୍ରିବାଦ ଯୋଗୁ ସିବାନୀ ଭଲ ଗୀତ ଗାଇଛନ୍ତି ବୋଲି ଜଣାଇଛନ୍ତି ଶ୍ରୟୋଂ ଶିବାନୀ।

ସେହି ସୁମଧୁର ସ୍ୱରଟି ରେକର୍ଡ ମଧ୍ୟ ହୋଇଯାଇଛି।ଏହି ସବୁ କଥା ମଧ୍ୟରେ ଅଲବମ ସଙ୍ଗୀତକୁ ଅଧିକ ମାତ୍ରାରେ ଭଲ ପାଇବା ଦେଇଛନ୍ତି ଅନେକ କଳାକାର।ଏହା ସହିତ ଓଡ଼ିଆ ଫିଲ୍ମରେ ଯେତିକି ମାତ୍ରାରେ ଭଲ ପାଇବା ଥାଉ କି ନଥାଉ ମାତ୍ର ସବୁଠାରୁ ଭଲ ପାଇବା ମିଳିଛି ଏହି ଆଲବମକୁ।ଗୋଟିଏ ଫିଲ୍ମର ସଙ୍ଗୀତ ନିର୍ମାଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ କ୍ୟାମେରା ପଛରେ ଥିବା ବ୍ୟକ୍ତିଙ୍କର।

ସେମାନେ ହିଁ ସଙ୍ଗୀତ ନିମନ୍ତେ ଅଧିକ ପ୍ରଶଂସନୀୟ ବ୍ୟକ୍ତି ମଧ୍ୟ ଅଟନ୍ତି।ତେବେ ସିବାନୀଙ୍କ ସଙ୍ଗୀତକୁ ନେଇ ପ୍ରେମାନନ୍ଦ କହିଛନ୍ତିଯେ ମୁଁ କେବେହେଲେ ଭାବିନଥିଲି ଯେ ସିବାନୀ ଏତେ ସୁରିଲା କଣ୍ଠରେ ଗୀତ ଗାଇବେ ବୋଲି।ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମେ ସେ ତାଙ୍କୁ ଇଗନୋର କରିଥିଲେ ଗୀତ ଗାଇବା ପାଇଁ।କିନ୍ତୁ ପରେ ତାଙ୍କ ଗୀତ ଶୁଣିଲାପରେ ତାଙ୍କୁ ଲାଗିଥିଲା ସତେ ଯେପରି ଜଣେ ପ୍ରେଫେସନାଲ ସଙ୍ଗୀତଜ୍ଞ ଗୀତ ଗାଉଛନ୍ତି।ତେବେ ସିବାନୀ ଏବଂ ପ୍ରେମାନଦ ଆଶା ରଖିଛନ୍ତିଯେ ତାଙ୍କ ଗୀତଟିକୁ ଦର୍ଶକ ଗ୍ରହଣ କରିବେ।ଏହା ସହିତ ସିବାନୀ ଆଶା ରଖିଛନ୍ତି ଦର୍ଶକ ଯେପରି ତାଙ୍କ ଅଭିନୟକୁ ଗ୍ରହଣ କରିଛନ୍ତି ସେପରି ତାଙ୍କ ସଙ୍ଗୀତକୁ ମଧ୍ୟ ଗ୍ରହଣ କରିବେ ବୋଲି।ଏବଂ ଭଲ ପାଇବା ଦେବେ।

Leave a Reply

Your email address will not be published. Required fields are marked *