ଓଡ଼ିଆ ହିରୋ ଶ୍ରୀତମ ଦାସଙ୍କ ଝିଅ କୁ ଦେଖିଲେ ଆପଣ ମଧ୍ୟ ବଡ ବଡ ହିରୋଇନ ଙ୍କୁ ଭୁଲିଯିବେ – ସୁନ୍ଦରତା ମାମଲାରେ ଅଟନ୍ତି ସବୁଠୁ ଆଗରେ – ଏବେ ଦେଖନ୍ତୁ

Spread the love

ଆମେ ସମସ୍ତେ ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସେ ଓଡ଼ିଶାର ଘରେ ଘରେ ପରିଚିତ।ଏହା ସହିତ ସେ ଜଣେ ଭଲ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ।ସେ ଜଣେ ଆଗ ଧାଡ଼ିର ଅଭିନେତା।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଲୋକମାନଙ୍କର ମନ କିଣିବାରେ ସଫଳ ହୋଇଥିଲେ।ଏହା ସହିତ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ସେ ନିଜର ଅନେକ ଫିଲ୍ମ ମଧ୍ୟ ତିଆରି କରିଛନ୍ତି ଯାହା ଅନେକ ମାତ୍ରାରେ ହିଟ ହୋଇଛି।

ଶ୍ରୀତମଙ୍କର ଜନ୍ମ ୧୯୭୦ ମସିହାରେ ଭୁବନେଶ୍ୱରଠାରେ ହୋଇଥିଲା।ସେ ପିଲା ବେଳୁ ଅଭିନୟରେ ରୂଚି ରଖୁଥିଲେ।ଏହା ସହିତ ସେ ନିଜର ପିଲାବେଳୁ ଅଭିନୟ ଶିକ୍ଷା କରୁଥିଲେ।ସେ ପିଲା ଥିବା ସମୟରେ ଅଭିନୟ କରି ଅନେକ ଲୋକଙ୍କର ମନୋରଞ୍ଜନ କରୁଥିଲେ।ତେବେ ସେ ୧୯୯୫ ମସିହାରେ ସାବିତ୍ରୀ ଫିଲ୍ମ ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।କିନ୍ତୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିବା ସମୟରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।କିନ୍ତୁ ଏହା ପରେ ମଧ୍ୟ ସେ ଅନେକ ସଫଳତା ହାସଲ କରିବାରେ ସଫଳ ହୋଇଥିଲେ।

ସେ ଦୀର୍ଘ ୨୫ ବର୍ଷ ହେବ ଓଡ଼ିଆ ଫିଲ୍ମ ଜଗତରେ ନିଜର ଅନେକ ନାମ କମାଇ ସାରିଲେଣି।ଏହା ସହିତ ସେ ପ୍ରାୟ ୨୦ ରୁ ଅଧିକ ଫିଲ୍ମରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ପରିଚିତ କରାଇ ପାରିଥିଲେ।ଏହା ପରେ ସେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।ତେବେ ତାଙ୍କର ମାତାଙ୍କ ନାମ ହେଉଛି ସଂଯୁକ୍ତା ଦାସ।ସେ ନିଜର ମାଆଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି।

ଏହା ସହିତ ତାଙ୍କର ଦୁଇଟି ଭାଇ ମଧ୍ୟ ଅଛନ୍ତି।ଯାହାଙ୍କର ନାମ ହେଉଛି ଗୌତମ ଦାସ ଓ ପ୍ରିତମ ଦାସ।ତେବେ ସେ ନିଜର ପରିବାରର ଉପଯୁକ୍ତ ଯତ୍ନ ନେବା ସହିତ ନିଜର ପରିବାର ସହିତ ସମୟ ଅତିବାହିତ କରିବାକୁ ବହୁତ ପସନ୍ଦ କରିଥାନ୍ତି।ସେଥିପାଇଁ ସେ ନିଜର ଅଧିକାଂଶ ସମୟ ନିଜର ପରିବାର ସହିତ ଅତିବାହିତ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ଜୀବନରୁ ବର୍ତ୍ତମାନ କିଛି ସମୟ ପର୍ଯ୍ୟନ୍ତ ଦୂରେଇ ଯାଇଛନ୍ତି।କିନ୍ତୁ ଏବେ ମଧ୍ୟ ଓଡ଼ିଶାର ଅନେକ ଲୋକ ତାଙ୍କର ଅଭିନୟ ଦେଖିବାକୁ ଖୁବ ଭଲ ପାଇଥାନ୍ତି।

ଏହା ସହିତ ସେ ୨୦୧୧ ମସିହାରେ ବିବାହ କରିଥିଲେ।ତାଙ୍କର ପତ୍ନୀଙ୍କ ନାମ ହେଉଛି ପୁନମ୍ ଦାସ।ଏହା ସହିତ ତାଙ୍କର ଏକ ଝିଅ ମଧ୍ୟ ରହିଛି ଯାହାକୁ ସେ ଅନେକ ସ୍ନେହ କରିଥାନ୍ତି।ଏହା ସହିତ ସେ ନିଜର ଝିଅ ସହିତ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ଛାଡ଼ି ଥାଆନ୍ତି।ସେ ଅନେକ ସମୟରୁ ଅଭିନୟ ଜୀବନରୁ ନିଜକୁ ଦୂରେଇ ରଖିଛନ୍ତି।କିନ୍ତୁ ସେ ଆଜି ମଧ୍ୟ ଜଣେ ଆଗ ଧାଡ଼ିର ଅଭିନେତା ରୂପରେ ଖୁବ ପ୍ରସିଦ୍ଧି ହାସଲ କରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଜୀବନ ମଧ୍ୟରେ ନିଜର ପରିବାର ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *