ସୋମ୍ୟ ମାମଲାରେ ହେଇଗଲାଣି 45 ଦିନ,ଆଉ କେତେ ଦିନ ପରେ ସୋମ୍ୟ କୁ ମିଳିବ ଉଚିତ Justice ମିଳିବ,କୋଉଠି ଲୁଚି ରହିଛି ଅସଲ ଦୋଷୀ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ପାରଳାଖେମୁଣ୍ଡି ଏସ ସି ଏଫ ସୌମ୍ୟ ରଞ୍ଜନଙ୍କ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଡି ଏଫ ଓଙ୍କୁ ବଦଳି କରିବା ପାଇଁ ଅପେକ୍ଷା କରି ରହିଛି ବନ ବିଭାଗ।ସୌମ୍ୟଙ୍କ ବଦଳି ପାଇଁ ଚିଠି ଲେଖିବା।ବଦଳିବା ଲେଟର ଆସି ପହଞ୍ଚିବା ପରେ ସୌମ୍ୟଙ୍କ ସହିତ ଅଘଟଣ ହେବା।ଡି ଏଫ ଓଙ୍କ ସମ୍ପୃକ୍ତି ଏବଂ ତାହା ସହିତ ଡି ଏଫ ଓଙ୍କ ଘରେ ସୌମ୍ୟ ରହୁଥିବା କ୍ୱାଟରର ଚାବି ରହିବା।

ଏପରି ଅନେକ ସାରା ଘଟଣା କଣ ବନ ବିଭାଗର ଆଖିକୁ ଖୋଲିପାରୁନି?ଏପରି ଅନେକ ସାରା ଘଟଣା ବନ ବିଭାଗର ଆଖିକୁ ଖୋଲି ପାରୁନି ନା ଆଉ କେଉଁ ବଡ଼ ପ୍ରମାଣର ଅପେକ୍ଷାରେ ରହିଛି ବନ ବିଭାଗ।ଅରଣ୍ୟ ରୋଦନ ପଲଟିବ କି ସୌମ୍ୟଙ୍କ ରୋଦନ?ଜଙ୍ଗଲ ବିଭାଗ, ଅରଣ୍ୟ ଭବନ ଓ ମନ୍ତ୍ରୀ ରକ୍ଷା କରିବେ କି ନିଜ ଭାବ ମୂର୍ତ୍ତିକୁ?

ଜଙ୍ଗଲ ବିଭାଗ ଅଫିସର କଣ ଏସ ସି ଏଫ ସୌମ୍ୟ ରଞ୍ଜନଙ୍କୁ ନାୟ ଦେବକି?ତଦନ୍ତ ପରେ ହେବ ନ୍ୟାୟ ନା ତଦନ୍ତକୁ ମିଳିବ ସହଯୋଗ?ନ୍ୟାୟ ପାଇଁ ତଦନ୍ତକୁ ମିଳିବ ବିଭାଗର ସହଯୋଗ।ବନ ବିଭାଗ ତର୍ଜମା କରିବ କି କେଉଁଥିପାଇଁ ପାରଳାଖେମୁଣ୍ଡିରୁ ବଦଳି କରିବାକୁ ଚାହୁଁଥିଲେ ସୌମ୍ୟ ରଞ୍ଜନ?ସୌମ୍ୟ ରଞ୍ଜନଙ୍କ ବଦଳିର ଚିଠି ଆସିବା ପରେ କାହିଁକି ସୌମ୍ୟଙ୍କ ବଦଳିର ଚିଠି ଆସିଗଲା?

ଏହି ଅଘଟଣ ଘଟିବା ପରେ କାହିଁକି ସୌମ୍ୟଙ୍କ ସରକାରୀ କ୍ୱାଟରର ଚାବି ରହିଥିଲା ଡି ଏଫ ଓଙ୍କ ଘରେ?କାହିଁକି ଡି ଏଫ ଓଙ୍କ ବ୍ୟକ୍ତିଗତ ରୋଷେୟା କାର୍ୟ୍ଯ କରୁଥିଲା ସୌମ୍ୟଙ୍କ କ୍ୱାଟରରେ।ଏହା ସହିତ ଅନେକ ପ୍ରଶ୍ନ ଯାହା ବାଧ୍ୟ କରିବ ବନ ବିଭାଗକୁ କାହିଁକି ଏବଂ କିଭଳି ଭାବରେ ସୌମ୍ୟଙ୍କ ପାଇଁ ଷଡ଼ଯନ୍ତ୍ର କିଏ ତିଆରି କରୁଥିଲା।

ମୃତ ସୌମ୍ୟ ରଞ୍ଜନଙ୍କ ପିତାଙ୍କ ହିସାବରେ ଡି ଏଫ ଓ ଙ୍କର ରହିଛି ବଡ଼ ହାତ।ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ବନ ବିଭାଗର ଗୋଟିଏ ଅଫିସରେ ଏପରି ତଦନ୍ତ ଚାଲିଥିବା ବେଳେ ଆଉ ଗୋଟିଏ କ୍ଷମତା ସିନ ବ୍ୟକ୍ତିଙ୍କର ଏଥିରେ ସମ୍ପୃକ୍ତି ଅସୁଥିବା ବେଳେ କେଉଁ ଆଧାରରେ ଜଙ୍ଗଲ ବିଭାଗ ବିଚାର କରୁଛି।ଏ

ହା ସହିତ ସୌମ୍ୟଙ୍କ ବାପା ମଧ୍ୟ ଡି ଏଫ ଓଙ୍କ ବଦଳି ପାଇଁ ଅଭିଯୋଗ ଆଣିଥିଲେ।ଏବଂ ସେ କହିଥିଲେ କିଭଳି ଡି ଏଫ ଓ ତଦନ୍ତକୁ ଦିଗ ହରା କରିବାକୁ ଚେଷ୍ଟା କରୁଛନ୍ତି।ଏହାପରେ ଡି ଏଫ ଓଙ୍କୁ କ୍ଲିନ ଚିଟ ମଧ୍ୟ ମିଳିଯାଇଥିଲା।କିନ୍ତୁ ଏବେ ମଧ୍ୟ ସୌମ୍ୟଙ୍କ ବାପା ଚାହୁଁଛନ୍ତିଯେ ଡି ଏଫ ଓଙ୍କୁ ବଡଳି କରାଯାଉ।

Leave a Reply

Your email address will not be published. Required fields are marked *