Special Tips: ସ୍ତ୍ରୀ ମାନେ ଏହି ସମୟରେ ମୁଣ୍ଡରେ ଓଢଣା ଦେବା ଫଳରେ Husband ଙ୍କ ଆୟୁଷ ଦୁଇଗୁଣ ହୋଇ ଯାଇଥାଏ

Spread the love

ଆମ ହିନ୍ଦୁ ସଂସ୍କୃତିରେ ଅନେକ ପ୍ରକାରର ନିୟମ ରହିଥାଏ।ସେହି ସମସ୍ତ ନିୟମକୁ ମାନି ଚାଲିବା ଫଳରେ ଅନେକ ପ୍ରକାରର ସୁଫଳ ମିଳିଥାଏ।ଏହା ସହିତ ଏହି ନିୟମକୁ ଅବମାନନା କରିବା ଫଳରେ ଅନେକ ପ୍ରକାରର ଦଣ୍ଡ ତଥା ଏହାର ଅନେକ କୁ ଫଳ ଭୋଗିବାକୁ ପଡିପାରେ।ତେବେ ନାରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହା ଯାଇଥାଏ।ସେହିପରି ଭାବରେ ନାରୀଙ୍କ ଅପମାନ କରିବାକୁ ଏହି ଦୁନିଆରେ ସବୁଠାରୁ ଘୃଣ୍ୟ କାର୍ଯ୍ୟ କୁହା ଯାଇଥାଏ ତେଣୁ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତି ସର୍ବଦା ଅସୁବିଧାରେ ପଡେ।

ନାରୀ ମାନଙ୍କୁ ସର୍ବଦା ମୁଣ୍ଡରେ ଓଢଣା ଦେବା ଆବଶ୍ୟକ।କାରଣ ଆମ ମୁଣ୍ଡରେ ଏକ ଚକ୍ର ରହିଥାଏ।ଏହି ଚକ୍ର ସର୍ବଦା ଏପଟ ସେପଟ କଥାକୁ ବିଚାର କରୁଥାଏ।ମୁଣ୍ଡରେ ଓଢଣା ଦେବା ଫଳରେ ଏହି ଚକ୍ର ଆମ ମୁଣ୍ଡ ସହିତ ଏକାଗ୍ର ହୋଇ କୌଣସି ଗୋଟିଏ କଥାରେ ଧ୍ୟାନ ଦେବାରେ ଆମକୁ ସାହାଯ୍ୟ କରିଥାଏ।ଯାହା ଫଳରେ ମନୁଷ୍ୟର ମନ ଶାନ୍ତ ରହିଥାଏ ଓ ମନୁଷ୍ୟ ଭଗବାନଙ୍କୁ ନିଜର ସୁଖ ଓ ଦୁଃଖ କଥା କହି ପାରିଥାଏ।ଏହା ଫଳରେ ଆମ ମନରେ କୌଣସି ଖରାପ ବିଚାରଧାରା ମଧ୍ୟ ଆସି ନଥାଏ।

ଏହା ଫଳରେ ଆମ ମନରେ ଅନେକ ସକାରାତ୍ମକ ବିଚାର ଧାରାର ଉତ୍ପତ୍ତି ହୋଇଥାଏ।ସେଥିପାଇଁ ନାରୀ ମାନଙ୍କୁ ମୁଣ୍ଡରେ ଓଢଣା ଦେବା ନିହାତି ଆବଶ୍ୟକ।ଯେତେବେଳେ ଆପଣଙ୍କ ଘରକୁ କୌଣସି ନୂଆ ଲୋକ ଆସିଥାନ୍ତି ସେତେବେଳେ ଆପଣ ସେମାନଙ୍କୁ ସମ୍ମାନ ଦେବା ପାଇଁ ନିଜର ମୁଣ୍ଡରେ ଓଢଣା ଦେଲେ ସେମାନେ ଖୁସି ହୋଇଥାନ୍ତି।ଯାହା ଫଳରେ ସେମାନେ ଆପଣଙ୍କୁ ସୌଭାଗ୍ୟବତି ହେବାର ଆଶିର୍ବାଦ ପ୍ରଦାନ କରିଥାନ୍ତି।

ଏହା ସହିତ ଆପଣଙ୍କ ସ୍ଵାମୀଙ୍କ ଆୟୁଷ ଏହା ଫଳରେ ଦୁଇଗୁଣ ହୋଇ ଯାଇଥାଏ।ଏହା ମଧ୍ୟ କୁହା ଯାଇଥାଏ କି ଆପଣ ଯେତେବେଳେ ଭଗବାନଙ୍କ ପାଖରେ ଭୋଗ କରୁଛନ୍ତି ସେହି ସମୟରେ ଯଦି ଭୋଗରୁ ଚୁଟି ବାହାରେ ତେବେ ଏହି ଭୋଗ ଅଶୁଦ୍ଧ ହୋଇ ଯାଇଥାଏ।ସେଥିପାଇଁ ମହିଳା ମାନଙ୍କୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ।

ଯାହା ଫଳରେ ପୂଜା କରିବା ସମୟରେ ମୁଣ୍ଡରୁ ଚୁଟି ଝଡି ଯେପରି ସେହି ଭୋଗରେ ନ ପଡ଼ିଥାଏ।ପୂଜା ପର୍ବରେ ମହିଳାମାନେ ନିଜର ମୁଣ୍ଡ ଧୋଇ ଗାଧୋଇ ଥାଆନ୍ତି।ଯାହା ଫଳରେ ସେମାନେ ଚୁଟି ନା ବାନ୍ଧି ଖୋଲା ରଖି ଦେଇଥାନ୍ତି।ଏହା ସହିତ ସେମାନଙ୍କୁ ମୁଣ୍ଡରେ ଓଢଣା ଦେବା ଫଳରେ ସେମାନଙ୍କ ଚୁଟି ଆଉ ଝଡି ବାହାରକୁ ପଡେ ନାହିଁ।

ଏହା ସହିତ ସେମାନେ ମୁଣ୍ଡରେ ଓଢଣା ଦେବା ଫଳରେ ସେମାନଙ୍କର ସୋନ୍ଦର୍ଯ୍ୟ ମଧ୍ୟ ଦୁଇ ଗୁଣା ହୋଇ ଯାଇଥାଏ।ଏହା ସହିତ ସେମାନେ ଅନେକ ସମ୍ମାନ ମଧ୍ୟ ପାଇଥାନ୍ତି।ତେବେ ମହିଳାମାନେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଠାକୁର ପୂଜା କରିବା ସମୟରେ ଅଥବା ଗୁରୁଜନ ମାନଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡରେ ଓଢଣା ଦେବା ନିହାତି ଆବଶ୍ୟକ ହୋଇଥାଏ।ଯାହା ସେମାନଙ୍କର ପତିର ଆୟୁଷକୁ ଦୁଇ ଗୁଣ କରି ଦେଇଥାଏ।

Leave a Reply

Your email address will not be published. Required fields are marked *