ଏହି ଗାଁରେ ସୁନ୍ଦରୀ କୁଆଁରୀ ଝିଅମାନେ ଆଜି ବି ବାହାହେବା ପାଇଁ କରନ୍ତି ପୁରୁଷଙ୍କ ଅପେକ୍ଷା – ଏହି କାରଣ ପାଇଁ ପୁଅ ମିଳୁ ନାହାନ୍ତି

Spread the love

କଣ ଆପଣ ଜାଣିଛନ୍ତି କି ସୁନ୍ଦରୀ କୁଆଁରୀ ଝିଅମାନେ ପୁଅମାନଙ୍କୁ ବହୁତ ପ୍ରତିକ୍ଷା କରିଥାନ୍ତି , ଆପଣ ଠିକ୍ ଶୁଣିଛନ୍ତି ବ୍ରାଜିଲ୍ ର ନୋଇବା ଗାଁରେ ଜଣେରୁ ଜଣେ ଭଲ ସୁନ୍ଦରୀ ଝିଅମାନେ ଅଛନ୍ତି, ସେଠାରେ ହଜାର ସଂଖ୍ୟକ ଝିଅଙ୍କର ବିବାହ ହୋଇନାହିଁ ଓ ସେ ନିଜ ବିବାହ ପାଇଁ ବର୍ ଖୋଜୁଛନ୍ତି, ସେମିତି ଏହି ଝିଅମାନେ ବହୁତ ସୁନ୍ଦର ଅଟନ୍ତି, ଏବେ ଆପଣ ଭାବୁଥିବେ କି ଏମିତି କଣ ପାଇଁ ଏହାର ପଛରେ କାରଣ କଣ ?

ଏଠାକାର ଝିଅମାନେ ନିଜ ପାଇଁ ରାଜକୁମାର ଖୋଜୁଛନ୍ତି, କିନ୍ତୁ ଅଧିକାଂଶ ଝିଅମାନଙ୍କର ଇଚ୍ଛା ଅଧୁରା ହୋଇରହିଥାଏ , ଏମିତି ମାମଲା ବ୍ରାଜିଲ୍ ର ନୋଇବା ସହରର ଅଟେ ,ଯାହା ପାହାଡ ମଧ୍ୟରେ ଅଛି ଆପଣ ଦେଖିଥିବେ କି ସାଧାରଣତଃ କେଉଁ ଜାଗାରେ ଝିଅମାନଙ୍କର ସଂଖ୍ୟା ଅଧିକା ହୋଇଥାଏ, ଓ ଝିଅଙ୍କର ସଂଖ୍ୟା କମ୍ ବି ଦେଖିବାକୁ ମିଳେ, ଆଜି ଏମିତି ପ୍ରଥମଥର ଶୁଣିବାକୁ ମିଳିଛି କି ଯେଉଁଠି ଝିଅମାନେ ନିଜ ବିବାହ ହେବା ପାଇଁ ସ୍ୱପ୍ନ ଦେଖନ୍ତି ।

ଆପଣଙ୍କୁ କହିଦେବୁ କି ଏଠାରେ ହଜାର ସଂଖ୍ୟକ ଏମିତି ଝିଅ ଅଛନ୍ତି ଯାହାଙ୍କର ବାହାଘର ଏପର୍ଯ୍ୟନ୍ତ ହୋଇନାହିଁ, ଓ ସେ ନିଜ ଜୀବନସାଥୀ ସନ୍ଧାନରେ ଅଛନ୍ତି, ଏହି କଥା ଆପଣଙ୍କୁ ଟିକିଏ ଆଚମ୍ବିତ ଲାଗୁଥିବ, ଏହାପଛରେ ଏକ କାରଣ ଅଛି ପ୍ରଥମ କାରଣ ହେଲା ଏହି ଝିଅମାନେ ସଂଖ୍ୟା ପୁଅଙ୍କ ଅପେକ୍ଷା ବହୁତ ଅଧିକା ଅଛି ଏହି କାରଣରୁ ଏଠାରେ ବହୁତ ଝିଅଙ୍କର ବିବାହ ହୋଇଯାଏ , କିନ୍ତୁ ଅଧିକାଂଶ ଝିଅମାନଙ୍କର ପୁଅ ଖୋଜାରେ ରହିଯାଏ

ବାହାର ପୁଅମାନଙ୍କୁ ଏମାନେ କମ୍ ପସନ୍ଦ କରନ୍ତି, କାରଣ ଏହି ଝିଅମାନେ ନିଜ ସହର ଛାଡିବାକୁ ପସନ୍ଦ କରନ୍ତି ନାହିଁ, ଓ ସେମାନେ ବାହାଘର ପରେ ଏହି ସହରରେ ରହିବାକୁ ପସନ୍ଦ କରନ୍ତି, ତା ସହ ଆଉ ଏକ କାରଣ ଅଛି କି ଏଠାରେ ପୁରୁଷ କମ୍ ଥିବାରୁ ମହିଳାଙ୍କ ମୁତାବିକ ପୁରୁଷଙ୍କୁ ଚାଲିବାକୁ ପଡେ , ସୁନ୍ଦର ଝିଅମାନେ ପୁଅଙ୍କୁ ନିଜ ନିୟମ ଅନୁସାରେ ଚାଲିବାକୁ ପସନ୍ଦ କରନ୍ତି, ଏହି କାରଣରୁ ବାହାର ପୁଅ ମାନେ କମ୍ ଆସିବାକୁ ପସନ୍ଦ କରନ୍ତି, ଏହି କାରଣରୁ ଏମାନଙ୍କୁ ଏହି ଅସୁବିଧାରସାମ୍ନା କରିବାକୁ ପଡେ ।

Leave a Reply

Your email address will not be published. Required fields are marked *