ସ୍ୱାମୀ ଛାଡିଦେଲା ପରେ ହାର ମାନିନଥିଲେ ସ୍ତ୍ରୀ,ନିଜର କଠିନ ପରିଶ୍ରମ ଫଳରେ ହେଲେ IAS ଅଫିସର,ଆଉ ତାପରେ ଯାହା ହେଲା…

Spread the love

ସାଙ୍ଗମାନେ ଅଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ସିନେମା ହେଉ ବା ନାଟକରେ ଜଣେ ସଂଘର୍ଷ ମୟୀ ନାୟିକାକୁ ଆପଣ ଦେଖିଥିବେ ଏମିତିକି ମହିଳା ଜଣଙ୍କ ନାନା ଅସୁବିଧାର ସମ୍ମୁଖିନ ହୋଇ ସଫଳତା ପାଇଥାଏ।

ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଦୁଃଖଦ କାହାଣୀ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଅନେକ ମାତ୍ରାରେ ବ୍ୟଥିତ କରିବ।ତାଙ୍କର ବିବାହ ବହୁତ ଭଲ ଭାବରେ ହୋଇଥିଲା।ସେ ଏହାକୁ ନେଇ ଖୁବ ଖୁସିରେ ମଧ୍ୟ ଥିଲେ।କିନ୍ତୁ ହଠାତ ବିବାହର ମାତ୍ର ୧୫ ଦିନ ପରେ ସ୍ୱାମୀ ନିଉଜିଲ୍ୟାଣ୍ଡ ଗଲା ଯେ ଆଉ ଫେରିଲା ନାହିଁ।

ସେଠି ସେ ଖୁବ ଖୁସିରେ ରହିଲା ଆଉ ଏଠି ସ୍ତ୍ରୀ ତାର ଫେରିବା ବାଟକୁ ଚାହିଁ ବସିଥିଲା।ସେ ଜୀବନ ଯୁଦ୍ଧରେ ସିନା ହାରିଗଲା କିନ୍ତୁ ମରି ମରି ବଞ୍ଚିବାର କଳା ଶିଖିଥିଲା ସେ।ଶେଷରେ ଏପରି ଏକ ଘଟଣା ଘଟିଲା ଆପଣ ଶୁଣିଲେ ଅନେକ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।ସେ ଶେଷରେ ଆଇ ଏସ ଅଫିସର ପାଲଟି ଯାଇ

ଦୁନିଆ ଆଗରେ ଏହା ପମାଣିତ କରି ପାରିଲେ ଯେ ଜୀବନରେ ମଣିଷ ଧୋକା ଖାଇ ମଧ୍ୟ ବହୁତ ଆଗକୁ ଯାଇ ପାରିଥାଏ।ଏହି ଘଟଣା ସମ୍ପୂର୍ଣ୍ଣ ରୂପରେ ସତ୍ୟ ଅଟେ।ଆମେ କହୁଛୁ ଗୁଜୁରାଟର କୋମଳଙ୍କ କଥା।କୋମଳ ନିଜ ଗ୍ରାଜୁଏସନ ପାରେ ଜଣେ ଏନ ଆର ଆଇଙ୍କୁ ବିବାହ କରିଥିଲେ।କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ତାଙ୍କୁ ୧୫ ଦିନ ପରେ ଛାଡି ନ୍ୟୁଜିଲ୍ୟାଣ୍ଡ ଚାଲିଯାଇଥିଲେ।

ଏଠାରେ ତାଙ୍କର କେହି ନଥିଲେ।ଏହାପରେ କୋମଳ ନିୟୁଜିଲ୍ୟାଣ୍ଡ ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ।କିନ୍ତୁ ସେ ଏଥିରେ ସଫଳ ହୋଇ ନଥିଲେ।କୋମଳ ନିଉଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହି ସମ୍ପର୍କରେ ଅବଗତ କରାଇଥିଲେ।କିନ୍ତୁ କିଛି ବି ଲାଭ ହୋଇନଥିଲା।ଏହାପରେ ତାଙ୍କୁ ଏକ ସରକାରୀ ଚାକିରୀରେ ଶିକ୍ଷକ ଭାବରେ ଚାକିରୀ ମିଳିଥିଲା।

ଶିକ୍ଷକତା ଏବଂ ଅନ୍ୟ କାର୍ୟ୍ଯରୁ ଟିକେ ସମୟ ମିଳିଲେ ସେଥିରେ ସେ ୟୁ ପି ଏସ ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।ଛୋଟବେଳେ ତାଙ୍କୁ ନେଇ ତାଙ୍କ ବାପା ଦେଖୁଥିବା ସ୍ୱପ୍ନକୁ ସେ ସତ କରିଥିଲେ।ଅର୍ଥାତ ୨୦୧୨ ବ୍ୟାଚରେ ସେ ଆଇ ଏ ଏସ ଅଫିସର ବନିଯାଇଥିଲେ।ଏହାପରେ ଏହାପରେ କୋମଳ ଦିତୀୟ ବିବାହ ମଧ୍ୟ କଲେ।ଏବେ ତାଙ୍କର ଛୋଟ ଝିଅଟିଏ।ତାଙ୍କ ସ୍ୱାମୀ, ଝିଅ ଏବଂ ସେ ଏବେ ବହୁତ ଖୁସିରେ ଅଛନ୍ତି।ପୁଣିଥରେ ସେ ସମାଜକୁ ଦେଖାଇଦେଲେ ଯେ ବିଫଳତା ହିଁ ସଫଳତାର ଅସଲି ଚାବିକାଠି।

Leave a Reply

Your email address will not be published. Required fields are marked *