ସ୍ୱାମୀ ଙ୍କ ଜୀବନ ସ୍ୱର୍ଗମୟ କରିଥାନ୍ତି ଏହି ୫ଟି NAMEର ଝିଅମାନେ,ଏମାନଙ୍କ ପାଇଁ ପରିବାର ସବୁକିଛି ଅଟେ…

Spread the love

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ନେଇ କେତେ ଗୁରୁତତ୍ୱପୂର୍ଣ୍ଣ କଥା ରହିଅଛି।ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ନାମ କେଉଁ ଅକ୍ଷରରେ ଆରମ୍ଭ ଅଟେ।ପ୍ରଥମ ଅକ୍ଷର ହେଉଛି C । ଏହି ନାମର ଝିଅମାନେ ସ୍ବାମୀ ବହୁତ ଭଲ ସ୍ବାମୀ ପାଇବାରେ ସଫଳ ହୋଇଥାନ୍ତି। କାରଣ ଏହି ନାମର ଝିଅମାନେ ନିଜ ଜୀବନ ପରିବାର ଏବଂ ସ୍ଵାମୀଙ୍କ ପାଇଁ ଉତ୍ସର୍ଗ କରିଥାନ୍ତି

ଏମାନେ ନିଜ ସ୍ଵାମୀଙ୍କ ସହ ପରିବାରର ସମସ୍ତ ସଦସ୍ୟଙ୍କ କଥା ଭଲ ଭାବେ ବୁଝିଥାନ୍ତି।ସମସ୍ତଙ୍କ ଯତ୍ନ ମଧ୍ୟ ନେଇଥାନ୍ତି।ଏମାନେ ନିଜ ଅଫିସ କାମ ସହ ଅନ୍ୟମାନଙ୍କ କାମ ଅତି ନିଖୁଣ ଭାବରେ ତୁଲାଇ ଥାନ୍ତି।ଏମାନେ ନିଜ ସ୍ଵାମୀଙ୍କ ମୁହଁରେ ହସ ଭରି ପାରି ଥାନ୍ତି।୨ୟ ରେ G ନାମର ଝିଅମାନେ। ଏହି ନାମର ଝିଅମାନେ ନିଜ ସ୍ଵାମୀଙ୍କ ହୃଦୟରେ ଜାଗା ବନେଇବାରେ ସଫଳ ହୋଇଥାନ୍ତି।

ଏମାନେ ବହୁତ ସ୍ୱଶ୍ଚ ହୃଦୟର ଏବଂ ସରଳ ବିଶ୍ୱାସୀ ପ୍ରକୃତିର ହୋଇଥାନ୍ତି।ଏମାନେ ନିଜ ଜୀବନ ସାଥିଙ୍କ ପାଇଁ ସବୁ କିଛି କରିଥାନ୍ତି।ଏହି ନାମର ଝିଅମାନେ ସମସ୍ତଙ୍କୁ ପ୍ରଭାବିତ କରିଥାନ୍ତି।ଏମାନଙ୍କର କିଛି ଖାସ ସ୍ଵଭାବ ପାଇଁ ଏମାନେ ସମସ୍ତଙ୍କ ମନକୁ ଅତି ସହଜରେ କିଣି ପାରିଥାନ୍ତି।ଏମାନେ ନିଜର ପରିବାରର ସମସ୍ତ ସଦସ୍ୟଙ୍କ ଯତ୍ନ ନେଇଥାନ୍ତି ଏବଂ ଭଲ ଆଚରଣ ମଧ୍ୟ କରିଥାନ୍ତି।

୩ୟ ଅକ୍ଷର ହେଉଛି S। ଏହି ନାମର ଝିଅମାନେ ବହୁତ ଖୁସି ସ୍ୱଭାବର ହୋଇଥାନ୍ତି।ଏମାନେ ବହୁତ ଶାନ୍ତ ଏବଂ ସରଳ ସ୍ୱଭାବର ହୋଇଥାନ୍ତି।ଏମାନେ ବହୁତ ନିରୀହ ହୋଇଥାନ୍ତି ଏବଂ କୌଣସି ପ୍ରକାର ଚାଲାଖ କରନ୍ତି ନାହିଁ।ଏମାନେ ନିଜର କୌଣସି କଥାକୁ ନେଇ ମନରେ ଗର୍ବ କରନ୍ତି ନାହିଁ।ଏହି ପ୍ରକୃତି ପାଇଁ ସ୍ଵାମୀଙ୍କ ପ୍ରିୟ ହୋଇଥାନ୍ତି।ଏମାନେ ନିଜର ଏବଂ ପରିବାରର ବହୁତ ଭଲ ଧ୍ୟାନ ରଖନ୍ତି।ଏମାନେ କେବେ ନିଜ ସ୍ବାମୀଙ୍କୁ ଧୋକା ଦିଅନ୍ତି ନାହିଁ।

୪ର୍ଥ ଅକ୍ଷର ହେଉଛି J। ଏହି ନାମର ଝିଅମାନେ ନିଜର ଆକର୍ଷିତ ବଳ ମାଧ୍ୟମରେ ପରିବାରର ଏବଂ ନିଜ ସ୍ୱାମୀର ପ୍ରିୟ ହୋଇଥାନ୍ତି।ସେହିଭଳି ମାନ ସମ୍ମାନ ମଧ୍ୟ ପାଇଥାନ୍ତି।ଏମାନେ ବହୁତ ଭଲ ଏବଂ ଶାନ୍ତ ସ୍ୱଭାବର ହୋଇଥାନ୍ତି।ଏମାନେ ନିଜ ସ୍ୱାମୀକୁ ବହୁତ ଭଲ ପାଇଥାନ୍ତି ଏବଂ ସମସ୍ତ କାର୍ଯ୍ୟରେ ସହଯୋଗ କରିଥାନ୍ତି।

୫ମ ଅକ୍ଷର ହେଉଛି P। ଏହି ନାମର ଝିଅମାନେ ନିଜ ଜୀବନ ସାଥିଙ୍କ ପାଇଁ ସେବା ମନଭାବ ରଖିଥାନ୍ତି।ଏମାନେ ନିଜ ଜୀବନ ସାଥୀ ଆଖି ପଲକରେ ସାଇତି ରଖିଥାନ୍ତି।ଏମାନେ ବହୁତ ଶାନ୍ତ ସ୍ଵଭାବ ହୋଇଥାନ୍ତି ଏବଂ ନିଜ ସ୍ୱାମୀକୁ ବହୁତ ଖୁସି ରଖିଥାନ୍ତି।

ତେବେ ଆପଣ ଯେଉଁ ନାମର ହୁଅନ୍ତୁ ନା କାହିଁକି ସର୍ବଦା ମା ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ , ଖୁସିରେ ରହିବେ।ତେବେ ଘର ସଫା ରଖନ୍ତୁ, ଅଳିଆ ଆବର୍ଜନା କରନ୍ତୁ ନାହିଁ।ସ୍ୱଚ୍ଛ ମନରେ ମା’ଙ୍କ ପୂଜା ଅର୍ଚ୍ଚନା କରନ୍ତୁ।ସବୁ ଦୁଃଖ ହେବ ଦୂର, ମିଳିବ ସୁଖ ଶାନ୍ତି ।

Leave a Reply

Your email address will not be published. Required fields are marked *