ଓଡ଼ିଆ ଫିଲ୍ମ ହିରୋ ସ୍ୱରାଜ ଅଭିନେତ୍ରୀ ସିବାନୀ ସଙ୍ଗୀତାଙ୍କୁ ଲାଇଭ ଥିବା ସମୟରେ କହିଦେଲେ ଏପରି କଥା ଯେ ଅନେଇକି ରହିଗଲେ ଶିବାନୀ – କହିଲେ ମୋ ପାଖେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସ୍ୱରାଜ ଏବଂ ଓଡ଼ିଆ ଜଗତର ସୁନ୍ଦରୀ ଅଭିନେତ୍ରୀ ସିବାନୀ ସଙ୍ଗୀତାଙ୍କ ମେସେଜ ବିଷୟରେ।ସାଙ୍ଗମାନେ ଆପଣମାନେ ଓଲିଉଡ ଜଗତର ସୁନ୍ଦରୀ ଅଭିନେତ୍ରୀ ସିବାନୀ ସଙ୍ଗୀତାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ଓ ତାଙ୍କ ସହିତ ଅଭିନେତା ସ୍ୱରାଜଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ।ସିବାନୀ ତାଙ୍କ ଆକ୍ଟିଙ୍ଗ କ୍ୟାରିଅରରେ ଯେତେ ଭଲ କରିଛନ୍ତି ବର୍ତ୍ତମାନ ସମୟରେ ସେ ତାଙ୍କ ସଙ୍ଗୀତ କଳାରେ ମଧ୍ୟ ଦର୍ଶକ ମାନଙ୍କ ମନ ଓ ପ୍ରାଣ ଜିତିପରିଛନ୍ତି।ସିବାନୀ ସଙ୍ଗୀତାଙ୍କ ଅଭିନୟ ଏତେ ସୁନ୍ଦର ଏବଂ ବାସ୍ତବିକ ଥାଏଯେ ଦର୍ଶକ ମାନଙ୍କ ହୃଦୟ ଛୁଇଁ ପାରନ୍ତିସେ ତାଙ୍କ ପ୍ରତିଟି ଫିଲ୍ମରେ।ଦର୍ଶକ ମାନେ ତାଙ୍କ ଅଭିନୟ ବ୍ୟତୀତ ତାଙ୍କ ସୁନ୍ଦରତାରେ ମଧ୍ୟ ମୋହିତ ହୋଇଯାଇଥାନ୍ତି।

ଏହା ସହିତ ସାଙ୍ଗ ମାନେ ଆପଣ ସିବାନୀ ସଙ୍ଗୀତାଙ୍କ ସହିତ ଅଭିନେତା ସ୍ୱରାଜଙ୍କ ନାମ ତ ନିଶ୍ଚୟ ଭାବରେ ଶୁଣିଥିବେ।ସ୍ୱରାଜ ଖୁବ ସାରା ହିଟ ଫିଲ୍ମରେ ଆକ୍ଟିଙ୍ଗ କରିସାରିଛନ୍ତି।ତାଙ୍କ ଅଭିନୟରେ ମଧ୍ୟ ଦର୍ଶକମାନେ ଅତ୍ୟନ୍ତ ପ୍ରସନ ହୋଇଥାନ୍ତି।ସ୍ୱରାଜଙ୍କ କିଛି ହିଟ ଫିଲ୍ମ ମଧ୍ୟରୁ ସମଥିଙ୍ଗ ସମଥିଙ୍ଗ ଅନ୍ୟତମ ଅଟେ।

ତାଙ୍କର ଯେତେସବୁ ଫିଲ୍ମ ରହିଛି ସେଥିରେ ତାଙ୍କ ଅଭିନୟ ଦେଖିବାକୁ ଯେତେ ମଜା ଲାଗିଥାଏ ତାଙ୍କ କ୍ୟାରେକ୍ଟର ମଧ୍ୟ ସେହିଭଳି ଦମଦାର ଥାଏ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ବର୍ତ୍ତମାନର କିଛି ଦିନ ତଳେ ସିବାନୀ ସଙ୍ଗୀତା ଏବଂ ଅଭିନେତା ସ୍ୱରାଜଙ୍କ ମଧ୍ୟରେ ହୋଇଥିବା ଏକ ଭିଡିଓ ଚ୍ୟାଟ ବିଷୟରେ।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କିଛି ଦିନ ତଳେ ସିବାନୀ ସଙ୍ଗୀତା ଏକ ଲାଇଭ ଭିଡିଓ କରିଥିଲେ।ଓ ସେ ଭିଡିଓରେ ସେ ଅନେକ ମଜା କରିଥିବାର ନଜର ଆସିଥିଲେ।ତାହା ଦର୍ଶକ ମାନଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା।ଏବଂ ସେ ସେହି ଲାଇଭ ଭିଡିଓ କରୁଥିବା ସମୟରେ ସିବାନୀ ସଙ୍ଗୀତାଙ୍କୁ ତାଙ୍କ ଫ୍ୟାନ ମାନେ ପ୍ରଶ୍ନ ପଚାରୁଥିଲେ ଓ ସିବାନୀ ସେହି ପ୍ରଶ୍ନ ଗୁଡିକର ମଜାର ସହିତ ଉତ୍ତର ଦେଉଥିଲେ।ଏବଂ ସେହି ସମୟରେ ଏକ ଘଟଣା ଘଟିଥିଲା।

ସିବାନୀଙ୍କୁ ତାଙ୍କ ଫ୍ୟାନ ମାନେ ଲାଇଭ ଥିବା ସମୟରେ ପ୍ରଶ୍ନ କରିବା ବେଳେ ତାଙ୍କୁ ଅଭିନେତା ସ୍ୱରାଜଙ୍କ ମେସେଜ ଆସିଥିଲା।ସିବାନୀ ପ୍ରଥମେ କହିଥିଲେ ତାହା ସ୍ୱରାଜଙ୍କ ରିୟଲ ଆକାଉଣ୍ଟ କିମ୍ବା ଫେକ ଆକାଉଣ୍ଟ ଜାଣିପାରୁ ନାହାନ୍ତି।କାରଣ ସ୍ୱରାଜ ତାଙ୍କୁ ଲାଇଭ ମେସେଜରେ ଲେଖିଥିଲେ ଆପଣ ଭଲ ଦିଶୁଛନ୍ତି କିଛି ଟିପ୍ସ ଦିଅନ୍ତୁ।ସେ ସେଠାରେ ଏହା କହିଥିଲେ ଏହା ଯଦି କୌଣସି ଫ୍ୟାନ ଆକାଉଣ୍ଟ ହୋଇଥିବ ତେବେ ଟିପ୍ସ ଦରକାର।

ଏହା ପରେ ସିବାନୀ ଏହା ମଧ୍ୟ କହିଥିଲେ ତାହା ଲାଗୁଛି ରିୟଲ ଆକାଉଣ୍ଟ ବୋଲି।ଓ ସେ ସେଠାରେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ହୋଇନଥିଲେ।ଏହାପରେ ସେ ମଜା କରୁଥିବାର ମଧ୍ୟ ଦେଖାଯାଇଥିଲେ।ସେ ପ୍ରଶ୍ନରେ ପଚାରିଥିଲେ ଆପଣଙ୍କୁ ଝିଅ ପିଲା ଟିପ୍ସ ଦରକାର ନା ପୁଅପିଲା ଟିପ୍ସ ଦରକାର।ସେ ଏହାପରେ ଏହା କହିଥଲେ ଯେ ଯଦି ଆପଣଙ୍କୁ ପୁଅ ପିଲା ଟିପ୍ସ ଦରକାର ତେବେ ମୁଁ ତାହା ଆଗରୁ ଦେଇସାରିଛି।ଏହାପରେ ସିବାନୀ ମଜାରେ ହସି ହସି ମାଡ଼ ବୋଲି କହିଥିଲେ।ଓ ଶେଷରେ ଏହି ଲାଇଭ ସେସନ ଶେଷ କରିଥିଲେ।

ଏହା ଶେଷ କରିବା ପୂର୍ବରୁ ସିବାନୀ ସଙ୍ଗୀତା ତାଙ୍କ ଫ୍ୟାନ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ।ଓ ଲାଇଭରୁ ବିଦାୟ ନେଇଥିଲେ।

Leave a Reply

Your email address will not be published. Required fields are marked *