ତପୁ ମିଶ୍ର ଙ୍କ କୁନି ଝିଅ ? ଭାଇରଲ ହେଉଥିବା ଏହି ଭିଡ଼ିଓ ର ସତ୍ୟତା ଜାଣିରଖନ୍ତୁ – କଣ ସତରେ ତପୁ ଙ୍କର ଗୋଟିଏ ଝିଅ ଅଛି??

Spread the love

ବନ୍ଧୁଗଣ ବର୍ତମାନ ସମୟରେ ଆମ ସମସ୍ତନ୍କ ପ୍ରିୟ ତପୁ ମିଶ୍ର ଆମ ପ୍ରିୟ ତପୁ ଦିଦି ଆମକୁ ଛାଡି ଚାଲି ଯାଇଛନ୍ତି |ତେବେ ଏକଥା ସମସ୍ତେ ଜାଣିଛନ୍ତି ଯେ ତପୁ ମିଶ୍ର ଜଣେ ଅତି ଭଲ ଲୋକ ଥିଲେ ଓ ତାଙ୍କ ସହ ସମେତ ଓଡ଼ିଆ ଫିଲ୍ମ ଜଗତର ସମ୍ପର୍କ ବହୁତ ଭଲ ଥିଲା |ତେବେ ବର୍ତମାନ ଆମକୁ ତପୁ ମିଶ୍ର ଛାଡି ଚାଲି ଯାଇଛନ୍ତି କିନ୍ତୁ ଅନେକ ସ୍ମୃତି ଛାଡି ଯାଇଛନ୍ତି

ତେବେ ଆମେ କହୁଚୁ ତାପୁଁକ ଏକ ଭିଡ଼ିଓ ବିଷୟରେ ଯେଉଁଥିରେ ସେ ତାଙ୍କ ଝିଅ କୁ ଦେଖେଇଥିଲେ ,ଆଜ୍ଞା ହଁ ଆମେ ଠିକ କହୁଚୁ ତାହାର ପ୍ରମାଣ ମଧ୍ୟ ଆମେ ଏହି ଲେଖା ରେ ଦେବାକୁ ଯାଉଛୁ ,ତେବେ ତପୁ ତାଙ୍କ ନିଜ ଝିଅ ବୋଲି ସମ୍ବୋଧନ କରିଥିଲେ ଏକ କଣ୍ଢେଇ କୁ |ଆଜ୍ଞା ହଁ ଏକ କଣ୍ଢେଇ ଦେଖେଇ ତପୁ ଏକ ଭିଡ଼ିଓ ରେ କହିଥିଲେ ଯେ ମୋ ଝିଅ ମୋ ସହ ସବୁବେଳେ ରହେ

ତେବେ ଆପଣ ଯଦି ବର୍ତମାନ ଏହି ଭିଡ଼ିଓ ଦେଖିବେ ତେବେ ତପୁ ଙ୍କ ଏହି ସରଳତା ଦେଖିକି ଆପଣଙ୍କ ଆଖିରେ ଲୁହ ଆସିଯିବ |ତେବେ ଏହି ଭିଡ଼ିଓ ରେ ତପୁ ପ୍ରଥମେ କହୁଛନ୍ତି ଯେ ଆପଣ ମାନେ ଜାଣିଛନ୍ତି ମୋ ସହ କିଏ ଆଜି ଆସିଛି ,ଏହାପରେ କହିଛନ୍ତି ଯେ ଆପଣ ମାନେ ଦେଖିଥିବେ ସେ ସବୁବେଳେ ମୋ ସହ ରହୁଛି ମୋ ଝିଅ ଏହାପରେ ସେ ତାଙ୍କ କୁନି କଣ୍ଢେଇ କୁ ଦେଖେଇଥିଲେ

ତେବେ ଏହି ଭିଡ଼ିଓ ରେ ତପୁ ବହୁତ ଖୁସି ଦେଖା ଯାଉଥିବାର ନଜର ଆସିଥିଲେ ଓ ସେ ଏହି ଭିଡ଼ିଓ କୁ ପୁରୀ ଆସିବା ସମୟରେ ସୁଟ କରିଥିଲେ ତେବେ ତପୁ କହିଥିଲେ ତାଙ୍କ ଟିକି ଝିଅ ବା ଟିକି କଣ୍ଢେଇ ର ନାମ ପିହୁ ଅଟେ |ତେବେ ଯଦି ଆପଣ ଏହି ଭିଡ଼ିଓ ଦେଖିବେ ତେବେ ତପୁ ଙ୍କ କଥା ଶୁଣିକି ଆପଣଙ୍କ ଆଖିରେ ଲୁହର ଧାରା ଆସିଯିବ |ତେବେ ଏହି ଭିଡ଼ିଓ ଦେଖି ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ ଜଣେଇବେ

ଭଗବାନ କରନ୍ତୁ ତପୁ ଙ୍କ ଆତ୍ମା ଶାନ୍ତି ପାଉ ଓ ତାଙ୍କ ଭଳି କଳାକାର ଓଡ଼ିଶାରେ ବାରବାର ଜନ୍ମ ହେଉ |ସେ ଓଡିଶା ପାଇଁ ନିଶ୍ଚୟ ଗର୍ବର ପତ୍ର ଥିଲେ ମାତ୍ର ଭଗବାନ ତାଙ୍କୁ ବେଶୀ ଦିନ ରହିବ ପାଇଁ ଦେଲେ ନାହିଁ

Leave a Reply

Your email address will not be published. Required fields are marked *