ତପୁ ମିଶ୍ରଙ୍କ ପରିବାର ଲୋକଙ୍କୁ ଏବେ ପ୍ରଥମଥର ଦେଖନ୍ତୁ – କିଏ କିଏ ତାଙ୍କ ପରିବାର ରେ ଥିଲେ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ତପୁ ମିଶ୍ରଙ୍କ ବିଷୟରେ ଜାଣିବା।ଆପଣମାନେ ତ ତପୁ ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ।କରଣ ସେ ଓଡିଶାର ଜଣେ ପ୍ରସିଦ୍ଧ ଗାୟିକା ଥିଲେ।କିନ୍ତୁ ଆପଣମାନେ ତପୁ ମିଶ୍ରଙ୍କ ପରିବାର ବିଷୟରେ କିଛି ଜାଣିଛନ୍ତି କି?ଏହି ଆର୍ଟିକିଲରେ ଆମେ ତପୁ ମିଶ୍ରଙ୍କ ପରିବାର ବିଷୟରେ ତଥ୍ୟ ଜଣାଇବୁ ଯଦି ଆପଣ ଏହା ଜାଣିନାହାନ୍ତି ଏବଂ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ତପୁ ମିଶ୍ରଙ୍କ ପରିବାର ବିଷୟରେ।

ସାଙ୍ଗମାନେ ଓଡିଶାର ଜଣେ ପ୍ରସିଦ୍ଧ ଗାୟିକା ନାମରେ ପରିଚିତ ତପୁ ମିଶ୍ର।ଆସନ୍ତୁ ଜାଣିବା ତାଙ୍କ ଜନ୍ମ ବିଷୟରେ।ତପୁ ମିଶ୍ରଙ୍କ ଜନ୍ମ ୧୧ ଜାନୁଆରୀରେ ହୋଇଥିଲା।ଏବଂ ସେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପିଲାଟି ଦିନ ସେହିଠାରେହିଁ କଟିଥିଲା।ଛୋଟ ବେଳଠାରୁ ତପୁ ମିଶ୍ରଙ୍କର ପାଠ ପଢା ସହିତ ଗୀତ ଗାଇବାରେ ମଧ୍ୟ ଅନେକ ରୁଚି ଥିଲା।ସାଙ୍ଗମାନେ ଆପଣମାନେ ତପୁ ମିଶ୍ରଙ୍କ କଣ୍ଠରୁ ବହୁତ ସାରା ଗୀତ ନିଶ୍ଚିତ ଶୁଣିଥିବେ।

ଏବଂ ତାଙ୍କର ଫେମସ ଗୀତ ଗୁଡିକ ମଧ୍ୟରେ ଦିନ ସରେ ନାହିଁ ଏବଂ ମାଆ ଦେଇଥିଲା କଜ୍ଵଳ ଗାର ଲୋକମାନଙ୍କୁ ବେଶ ପସନ୍ଦ ଆସିଥାଏ।ଏହିଭଳି ଅନେକ ପ୍ରସିଦ୍ଧ ଗୀତ ପାଇଁ ତପୁ ମିଶ୍ର ଅନେକ ଆୱାର୍ଡ ଏବଂ ଲୋକ ପ୍ରିୟତା ହାସଲ କରିଛନ୍ତି।ତାଙ୍କର ଅନେକ ପ୍ରସିଦ୍ଧ ଗୀତ ଗୁଡିକ ମଧ୍ୟରେ ପବନ କାହିଁକି, ମୋ ଦୁନିଆ, ନୂଆ ନୂଆ ପ୍ରେମ ଲେଖିଛି ନା ତୋହର, ତମ କଥା ମନେ ପଡେ ଆଦି ଅନେକ ଗୀତ ଲୋକମାନଙ୍କୁ ବେଶ ପସନ୍ଦ ଆସିଥାଏ।ସାଙ୍ଗମାନେ ଏବେ ଆସନ୍ତୁ ଜାଣିବା ତପୁ ମିଶ୍ରଙ୍କ ପରିବାର ବିଷୟରେ।

ତପୁ ମିଶ୍ରଙ୍କ ପିତାଙ୍କ ନାମ ହେଉଛି କ୍ଷେତ୍ର ମୋହନ ମିଶ୍ର।ତାଙ୍କ ପିତାଙ୍କ ଅନେକ ଫଟୋ ଆପଣ ସୋସିଆଲ ମିଡିଆରେ ପାଇପାରିବେ।ଏବଂ ତାଙ୍କ ମାତାଙ୍କ ନାମ ହେଉଛି ଚାରୁଲତା ମିଶ୍ର।ତାଙ୍କ ମାତାଙ୍କର ମଧ୍ୟ ଅନେକ ଫଟୋ ଆପଣ ସୋସିଆଲ ମିଡିଆରେ ଦେଖିବକୁ ପାଇଯିବେ।ସେମାନେ ଏକାଠି ଥିବାର ମଧ୍ୟ ଅନେକ ଫଟୋ ରହିଛି।ଏହା ସହିତ ତପୁ ମିଶ୍ରଙ୍କର ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି।ସେମାନଙ୍କ ନାମ ହେଉଛି ଦୀପଶିଖା ମିଶ୍ର ଯିଏକି ଜଣେ ସିଙ୍ଗର ଅଟନ୍ତି।ଏବଂ ଅନ୍ୟ ଜଣେ ଭଉଣୀଙ୍କ ନାମ ହେଉଛି ଧ୍ରୁପ୍ତିରେଖା ମିଶ୍ର।ଯିଏକି ଜଣେ ମ୍ୟାନେଜର ଅଟନ୍ତି।

ତପୁ ମିଶ୍ରଙ୍କ ସ୍ୱାମୀଙ୍କୁ ନାମ ହେଉଛି ଦୀପକ ପୂଜାହାରି।ଏବଂ ଦୀପକ ଜଣେ ଅଭିନେତା ଅଟନ୍ତି।ଦୀପକ ଏବଂ ତପୁ ୨୦୧୮ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ଏବେ ଆସନ୍ତୁ ଦେଖିବା ତପୁ ମିଶ୍ରଙ୍କର କିଛି ଫ୍ୟାମିଲି ଫଟୋ।ସେ ତାଙ୍କ ପରିବାର ସହିତ ଅତ୍ୟନ୍ତ ଖୁସିରେ ଥିଲେ ଏବଂ ସେ କିଛି ବିଶେଷ ମୁହୂର୍ତ୍ତର ଅନେକ ଫଟୋ ରଖିଛନ୍ତି।ତାହା ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଇପାରିବେ।ସାଙ୍ଗମାନେ ଏହା ଥିଲା ତପୁ ମିଶ୍ରଙ୍କ ପରିବାର ଏବଂ ଜୀବନୀ।

Leave a Reply

Your email address will not be published. Required fields are marked *