ମୃତ୍ୟୁ ପୂର୍ବରୁ ଏହି ଗୀତ ଗାଇଥିଲେ ତପୁ ମିଶ୍ର – ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ – ଏବେ ଶୁଣି ନିୟନ୍ତୁ

Spread the love

ବନ୍ଧୁଗଣ ଯେପରି ଆମେ କଲି ରାତି ରେ ଆପଣ ମନକୁ ଅପଡେଟ ଦେଇଥିଲୁ ଗୋଟିଏ ଦୁଃଖ ଖବର ଯାହାକି ଥିଲା ଓଡ଼ିଆ କଣ୍ଠଶିଳ୍ପୀ ତପୁ ନାୟକ ଙ୍କ ମୃତ୍ୟୁ ର ଖବର |ଏହି ଖବର ଶୁଣିବା ପରେ ନିଶ୍ଚୟ ଆପଣଙ୍କ ମନରେ କଷ୍ଟ ଲାଗିଥିବା କାରଣ ତପୁ ମିଶ୍ର ଙ୍କୁ ହରେଇ ଓଡ଼ିଆ ଏକ ଆଗ ଧାଡ଼ିର ନାମିଦାମୀ ବ୍ୟକ୍ତିତ୍ୱ ଓ ଜଣେ ପ୍ରତିଭା ବାନା ମଣିଷ କୁ ହରେଇଛି ସାରା ଓଡିଶା

ତେବେ ଏହି ଦୁଃଖରେ ବର୍ତମାନ ସମୟରେ ସାରା ଓଡିଶା ଅଛି | ତେବେ ସେ ଜଣେ ଭଲ ଗାୟିକା ସହ ଜଣେ ଭଲ ମଣିଷ ମଧ୍ୟ ଥିଲେ |ତାଙ୍କ ଦେହାନ୍ତ ରେ ସାରା ଓଡ଼ିଶାର ଅନେକ କଳାକାର ନିଜର ଶୋକ ବ୍ୟକ୍ତ କରିଛନ୍ତି |ତେବେ ତାଙ୍କର କିଛି ସ୍ମୃତି ର ଚିତା ସେ ସାରା ଓଡ଼ିଶାର ଲୋକଙ୍କ ମନରେ ଛାଡି ଯାଇଛନ୍ତି |ସେ ଅନେକ ଗୁଡିଏ ସୁପରହିଟ ଫିଲ୍ମ ରେ ଗୀତ ଗାଇଥିଲେ

କୁଳ ନନ୍ଦନ ଫିଲ୍ମ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତପୁ ମିଶ୍ର ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି |ଅନେକ ଗୁଡିଏ ବଡ ବଡ ହିତ ଗୀତ ଗାଇଥିବା ସିଂଗର ହେଉଛନ୍ତି ତପୁ ମିଶ୍ର |କିଛି ବାଟ ଚାହିଁ ପୁଣି ଚକଲେଟ ଫିଲ୍ମ ର ହେଉ କିମ୍ବା ଏପରି ସହ ସହ ଗୀତ ଗାଇଛନ୍ତି ତପୁ ମିଶ୍ର |କିନ୍ତୁ ଏବେ ଅଫେରା ରାଇଜରେ ତପୁ , ତପୁଙ୍କୁ ଝୁରୁଛି ପୁରା ପରିବାର ତାଙ୍କୁ ଝୁରୁଛି ପୁରା ଓଡ଼ିଶାର କଳାକାର ମାନେ ଓ ଗୀତ କୁ ଭଲ ପାଉଥିବ ଓ ତପୁ ଙ୍କୁ ଭଲ ପାଉଥିବା ଅଗଣିତ ସ୍ରୋତାମାନେ

ତେବେ ତପୁ ଅନ୍ତିମ ସମୟରେ ମଧ୍ୟ ଏକ ଗୀତ ଗାଇଥିଲା ଯାହାକି ତାଙ୍କର ଶେଷ ଗୀତ ଥିଲା ଆଉ ଏହା ଏବେ ଭାଇରଲ ହେବାକୁ ଲାଗିଛି |ତେବେ ତାଙ୍କ ଗୀତ ଟି ଥିଲା ଇନ୍ଦ୍ର ଧନୁର ବଗିଚାରେ କରିଲି ଘର,ଖେଳୁଥିବା ଯହିଁ ନୀତି ରଙ୍ଗର ଜୁଆର ,ମୁଁ ଚାଲୁଥିବି ସାଥି ସାଥି ତୁମ ହାତ ଧରି,ହାଁ ମୁଁ ତୁମକୁ ଭଲ ପାଏ ଭଲ ପାଏ ଭଲ ପାଏ ,ତେବେ ଏହି ଗୀତ ଟି ଆମେ ତଳେ ଦଉଚୁ ଆପଣ ଶୁଣି ପାରିବେ ଏହି ଗୀତ କୁ

ତେବେ ତପୁ ଙ୍କ ଗୀତ ଆପଣାକୁ କେତେ ଭଲ ଲାଗେ ଓ ତାଙ୍କ ମୃତ୍ୟୁ ସାରା ଓଡିଶା ପାଇଁ କେତେ ବଡ କ୍ଷତି ଆପଣ ଭାବୁଛନ୍ତି ଓ ଆପଣ ତାଙ୍କ ଗୀତ କେତେ ମାତ୍ର ରେ ମିସ କରିବେ ଆମକୁ ତଳେ କମେନ୍ଟ କରି ଜଣାନ୍ତୁ

Leave a Reply

Your email address will not be published. Required fields are marked *