Taraprasad Bahinipati ଙ୍କ ସଉକ,ପିନ୍ଧିଲେ ଅଢେଇ ଲକ୍ଷ ଟଙ୍କାର ଚଷମା ଓ 50 ହଜାର ଟଙ୍କାର ଘଣ୍ଟା,କହିଲେ ନ ହେଲେ ସ୍ୱପ୍ନ ଅଧୁରା ରହି ଯାଇଥାନ୍ତା,ପୁଅ ଦେଲେ ଉପହାର

Spread the love

ଆପଣ ମାନେ ଜାଣିଥିବେ ସଉକ ହେଉଛି ମଣିଷ ପାଇଁ ଏକ ବଡ ଜିନିଷ,ତେବେ ଏପରି କଛିହିଁ ସଉକ ଯାହା ଅନେକ ପଇସା ଦେଇକି କିଣି ହୁଏ ତା ଏପରି ମଧ୍ୟ କିଛି ସଉକ ରହିଛି ଯାହାକୁ ପଇସା ଦେଇକି ମଧ୍ୟ କିଣି ହୁଏନାହିଁ ,ତେବେ ଆଜି ଆମେ ଓଡ଼ିଶାର ନାମିଦାମୀ ଜଣେ ବିଧାୟକ ଙ୍କ ସଉକ ଵିଷୟରେ କହିବା ପାଇଁ ଯାଉଛୁ ଯାହା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇ ପାରନ୍ତି

ସାଙ୍ଗମାନେ ଆପଣ ମାନେ ତ ତାରାପ୍ରସାଦ ବାହିନୀପତିଙ୍କୁ ଜାଣିଥିବେ।ସେ ଓଡ଼ିଶାରେ ଏକ ଜଣାଶୁଣା ବ୍ୟକ୍ତି ଅଟନ୍ତି।ତେବେ ଆପଣ ମାନେ ତ ତାରାଙ୍କ ସଉକ ବିଷୟରେ ଜାଣିଥିବେ।ଆପଣ ମାନେ ସବୁବେଳେ ଦେଖିଥିବେ ଯେ ତାରା ନୂଆ ନୂଆ ଘଣ୍ଟା ଚଷମା ଆଦି ପିନ୍ଧିଥାନ୍ତି।ତେବେ ତାରା କରୋନାରେ ପୀଡିତ ହେବା ପରେ ତାଙ୍କର ଇଚ୍ଛା ଥିଲା ଯେ ସେ ତାଙ୍କ ପସନ୍ଦର ଘଣ୍ଟା ଓ ଚଷମା ପିନ୍ଧିବେ।ଏହାପରେ ସେ ତାଙ୍କ ପୁଅଙ୍କୁ ଏହି ବିଷୟରେ ଜଣାଇଲେ।ତେବେ ଆପଣ ମାନେ ତ ଜାଣନ୍ତି ତାରା ଏକ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି।

ସାଙ୍ଗମାନେ ତାରାପ୍ରସାଦ ବାହିନୀପତି ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଯେତେବେଳେ ଦିଲ୍ଲୀ ଯାଇଥିଲେ ତାଙ୍କୁ ଏକ ଚଷମା ଭଲ ଲାଗିଥିଲା କିନ୍ତୁ ତାଙ୍କ ପାଖରେ ପଇସା ନଥିବାରୁ ସେ ପଳେଇ ଆସିଥିଲେ।ଏହା ସହିତ ସେ କହିଛନ୍ତି ଯେ ସେହି ସମୟରେ ତାଙ୍କୁ ଏକ ଘଣ୍ଟା ମଧ୍ୟ ପସନ୍ଦ ଆସିଥିଲା।

ସେ କହିଛନ୍ତି ଯେ ସେତେବେଳେ ତାଙ୍କୁ ଜମା ଭଲ ଲାଗି ନଥିଲା କାରଣ ସେ ଏହି ଚଷମା ଓ ଘଣ୍ଟାକୁ ବହୁତ ପସନ୍ଦ କରିଥିଲେ।ତାଙ୍କର ଗୋଟିଏ ମାତ୍ର ପୁଅ ଥିଲା।ସେ ସର୍ବଦା ତାଙ୍କ ପୁଅଙ୍କ ବାହାଘରକୁ ନେଇ ଚିନ୍ତାରେ ରହୁଥିଲେ।ସେ ଝିଅ ଖୋଜି ଖୋଜି ମଧ୍ୟ ଥକି ଯାଇଥିଲେ। ସେ ତାଙ୍କ ପୁଅଙ୍କୁ କହିଲେ ଯେ ସେ ତାଙ୍କ କିଛି ସାଙ୍ଗ ମାନଙ୍କ ସହିତ କଥା ହେଲେ ଯେ ସେ ଘଣ୍ଟା ଧରିକି ଆସିବା ପାଇଁ ଦିଲ୍ଲୀରୁ।

ତାଙ୍କ ପୁଅ ସେହି ଘଣ୍ଟାକୁ ହାଇଦ୍ରାବାଦରୁ ଆଣିଲେ। ଏବଂ ଏହା ସହିତ ଚଷମା ଦିଲ୍ଲୀରୁ ଆସିଲା।ସେହି ଘଣ୍ଟାର ବ୍ରାଣ୍ଡ ହେଉଛି ଲୁଇସ ଭେଟନ ଯେଉଁଟା କି ଇଟାଲୀର ଥିଲା।ତାରାପ୍ରସାଦ କହିଲେ କି ସେହି ଘଣ୍ଟାଟିକୁ ବ୍ଲାକରେ ଆଣିଲେ।ସେହି ଚଷମାର ଦାମ ହେଉଛି ୨ ରୁ ୩ ଲକ୍ଷ ଓ ଘଣ୍ଟାର ଦାମ ହେଉଛି ୪୮ ହଜାର।ସେ କହିଛନ୍ତି କି ସେ ଏହି ଘଣ୍ଟା ଓ ଚଷମାକୁ ସର୍ବଦା ପିନ୍ଧିକି ବୁଲିଲେ।

Leave a Reply

Your email address will not be published. Required fields are marked *