ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକର ଭଉଣୀ ଯୋଡ଼ି (Sister Pairs) କେଉଁ ଭଉଣୀ ଯୋଡି ସବୁଠୁ ବେଷ୍ଟ ଦେଖନ୍ତୁ..

Spread the love

ତେବେ ଆମେ ସମସ୍ତେ ତାରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ ପ୍ରତିଦିନ ଦେଖି ଥାଉ।ତେବେ ସେଥିରେ ଏପରି ଅନେକ ଭଉଣୀ ଯୋଡ଼ି ରହିଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହିଭଳି କିଛି ଭଉଣୀ ଯୋଡ଼ି ମାନଙ୍କ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।ଯେଉଁମାନେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସମସ୍ତଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।

ତେବେ ସେହି ଭଉଣୀ ଯୋଡ଼ି ମାନଙ୍କ ମଧ୍ୟରେ ପ୍ରଥମେ ହେଉଛନ୍ତି ମଙ୍ଗଳା ଚରଣ ଧାରାବାହିକରେ ଅଭିନୟ କରୁଥିବା ମଙ୍ଗଳା ଓ ଗାୟତ୍ରୀ।ତେବେ ସେମାନେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସେମାନେ ବହୁତ ଅଧିକ ଲୋକପ୍ରିୟତା ମଧ୍ୟ ପାଇ ପାରିଛନ୍ତି।ଏହା ସହିତ ନିଜର ଅଭିନୟ ପାଇଁ ସେମାନେ ବହୁତ ଅଧିକ ପ୍ରତିଷ୍ଠା ମଧ୍ୟ ପାଇ ପାରିଛନ୍ତି।

ଏହା ପରେ ହେଉଛନ୍ତି ଝିଅ ଆମର ନୁଅବୋହୁ ଧାରାବାହିକରେ ଅଭିନୟ କରୁଥିବା ପୂଜା ଓ ଅର୍ଚ୍ଚନା।ତେବେ ସେମାନେ ମଧ୍ୟ ନିଜର ଅଭିନୟ ପାଇଁ ଏହି ଧାରାବାହିକକୁ ଅନେକ ଲୋକଙ୍କ ପାଖରେ ପ୍ରିୟ କରି ପାରିଛନ୍ତି।ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ସେମାନଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ବର୍ତ୍ତମାନ ବହୁ ପ୍ରସିଦ୍ଧି ମଧ୍ୟ ପାଇ ସାରିଛନ୍ତି।

ଏହା ପରେ ହେଉଛନ୍ତି ମାୟା ଧାରାବାହିକରେ ଅଭିନୟ କରୁଥିବା ଅଭିନେତ୍ରୀ ରୁଦ୍ରି ଓ ନନ୍ଦିନୀ।ସେମାନେ ମଧ୍ୟ ନିଜର ଅଭିନୟ ପାଇଁ ବହୁତ ଅଧିକ ଲୋକପ୍ରିୟତା ପାଇ ପାରିଛନ୍ତି।ଏହା ସହିତ ସେମାନେ ଅନେକ ଭଲ ଅଭିନୟ କରୁଥିବାରୁ ଅନେକ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି।ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ବହୁତ ଅଧିକ ପ୍ରତିଷ୍ଠା ମଧ୍ୟ ପାଇ ପାରିଛନ୍ତି।

ଏହା ପରେ ହେଉଛନ୍ତି ତାରିଣୀ ଆଖିରେ ତାରା ଧାରାବାହିକରେ ଅଭିନୟ କରୁଥିବା ତାରିଣୀ ଓ ତାରା।ତେବେ ସେମାନେ ହେଉଛନ୍ତି ବହୁତ ପ୍ରସିଦ୍ଧ ଭଉଣୀ ଯୋଡିଙ୍କ ମଧ୍ୟରୁ ଅନ୍ୟତମ।ତେବେ ସେମାନଙ୍କର ଅଭିନୟ ସମସ୍ତଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ।ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ବହୁତ ଅଧିକ ପ୍ରସିଦ୍ଧ ମଧ୍ୟ ହୋଇ ପାରିଛନ୍ତି।ସେମାନେ ନିଜର ଅଭିନୟ ପାଇଁ ଏହି ଧାରାବାହିକକୁ ଅନେକ ଲୋକପ୍ରିୟ କରିବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି।

ଏହା ପରେ ହେଉଛନ୍ତି ସିନ୍ଦୁରର ଅଧିକାର ଧାରାବାହିକରେ ଅଭିନୟ କରୁଥିବା ଇତି ଓ ଉର୍ଭି।ସେମାନଙ୍କ ଅଭିନୟ ଅନେକ ଲୋକଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ।ସେହି କାରଣରୁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ।ତାଙ୍କର ଅଭିନୟ ପାଇଁ ସେ ବହୁତ ଅଧିକ ପ୍ରତିଷ୍ଠା ପାଇବା ସହିତ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ଆସିଥାଏ।

ଏମାନେ ଥିଲେ ତରଙ୍ଗର ଧାରାବାହିକରେ ଅଭିନୟ କରୁଥିବା ପ୍ରସିଦ୍ଧ ଭଉଣୀ ଯୋଡ଼ି।

Leave a Reply

Your email address will not be published. Required fields are marked *