ଟିକିଏ ଝଗଡ଼ା ପାଇଁ Rusiki ପଳେଇ ଥିଲେ ମୋ ସ୍ବାମୀ,ମୋ କାନ୍ଦ ଦେଖି ସାହିପାରିଲେନି ଆଉ ଆସିକି ରାତିରେ ମତେ…

Spread the love

ସ୍ତ୍ରୀ ଉପରେ ରାଗି ସ୍ଵାମୀ ଘର ଛାଡ଼ି ପଳେଇ ଯାଇଛି। ସେ ତ ଆସି ଗଲେଣି ଏବେ। ଆସିବା ପରେ କଥା ହେଲେ ମୋ ସହିତ। ଏହା ପରେ ଆମେ ପୋଲିସ ଷ୍ଟେସନ ଗଲୁ। ସବୁ କମ୍ପରମାଇଜ ହେଲା।ଏବେ ସବୁ ଠିକ ଠାକ ଅଛି।ସ୍ଵାମୀ ଏବେ ଠିକ ଠାକ ଅଛନ୍ତି ରାଗରେ ଟିକିଏ ପଳେଇ ଥିଲେ।ଏବେ ସବୁ ଠିକ ଠାକ ହୋଇ ଗଲାଣି।

ଆମେ ବହୁତ ଭଲ ସେ ବି ଅଛୁ। ରାଗ ମାନେ ମୁଁ ଟିକିଏ କଣ କହି ଦେଲେ ସେ ଧରିକି ବସନ୍ତି।ସେ ବି ମତେ କିଛି କହି ଦିଅନ୍ତି। ଛୋଟ ଛୋଟ କଥାରୁ ଝଗଡ଼ା ହୁଏ ଆମ ଭିତରେ।ବର୍ତ୍ତମାନ ମୋ ଶାଶୁ ଶଶୁର ବି ଜାଣି ନଥିଲେ କିଛି। ମୁଁ ତାଙ୍କୁ କୁହେ କି ସେ ଜାଣିଥିଲେ ବୋଲି। ହେଲେ ସେ ଜାଣି ନଥିଲେ।

ତା ପରେ ଜାଣିବା ପରେ ସେ ମତେ ଖବର କରିଥିଲେ କି ପୁଅ ଏଇଠି ଅଛି ବୋଲି।ତା ପରେ ମୁଁ ତାଙ୍କ ସହ କଥା ହୋଇଥିଲି। ଏହା ପରେ ସେ ଘରକୁ ଆସିଥିଲେ। ସେ ରାଗିକି ପଳେଇ ଯାଇଥିଲେ। ରାଗିକି ମାନେ ଏମିତି ଛୋଟ ଛୋଟ କଥାରେ ଆମର ଯୋଉ ଝଗଡ଼ା ହୁଏ ସେ କଥାକୁ ରାଗିକି ପଳେଇ ଥିଲେ।

ତା ପରେ ତାଙ୍କର ଜବ ବି କିଛି ନଥିଲା ସେ ଚାକିରି ପାଇଁ ସେଠାକୁ ପଳେଇ ଯାଇଥିଲେ। ସେଠି ତାଙ୍କ ଫୋନ ମଧ୍ୟ ହଜି ଯାଇଥିଲା। ତା ପରେ ସେ ଆସିବା ପରେ ଏଇଠି ନୂଆ ଫୋନ କିଣିଲେ। ଏମିତି କିଛି ସେ କହିଥିଲେ।

Leave a Reply

Your email address will not be published. Required fields are marked *