Jollywood ଜଗତର ସୁପରଷ୍ଟାର କାହ୍ନା କଣ କହିଲେ ତାଙ୍କ ସ୍ତ୍ରୀ Tikina ଙ୍କ ବିଷୟରେ,କରିଦେଲେ ଏହି ବଡ ଖୁଲାସା ଯାହା ଆପଣ କେବେ ଶୁଣି ନଥିବେ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ଖବର ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ଓଡିଶା ଯାତ୍ରା ଜଗତର କାହ୍ନାଙ୍କୁ ଜାଣିଥିବେ।ସେ ସୂର୍ଯ୍ୟ ମନ୍ଦିର ଟେଣ୍ଟରେ ସୁଟିଙ୍ଗ ସେଟରେ ଅଛନ୍ତି।

ଆଜି ଯେଉଁ ନାଟକ ଚାଲିଛି ସେହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଯୁକ୍ତ ଦତ୍ତ ସାର।ନାଟକଟି ହୋଇଛି ସବୁ କିଣା ଲୁହ ମାଗଣା।ଅନେକ ଭଲ ଭଲ ଚରିତ୍ର ରହିଛନ୍ତି ସେହି ନାଟକରେ ନାଟକର ଡାଇଲଗରେ ଅନେକ ଢଗଡ଼ମାଳି ରହିଛି।ସେହି ପୁରୁଣା କଥାକୁ ଅଭିନୟ ମାଧ୍ୟମରେ ପ୍ରକାଶ କରାଯାଉଛି।ଅନେକ ଭଲ ଭଲ ଡାଇଲଗ ମଧ୍ୟ ରହିଛି।

ସେ କହିଛନ୍ତି ତାଙ୍କର ପିଲା ଦିନରୁ ଅଭିନୟ କରିବାର ଇଚ୍ଛା ଥିଲା ନାଟକରେ ହେଉ କିମ୍ବା ଯାତ୍ରାରେ ହେଉ ସେ ଅଭିନୟ କରିବାକୁ ଭଲ ପାଉଥିଲେ।ଓ ତାଙ୍କର ସେତେବେଳେ ଆର୍ଥିକ ପରିସ୍ଥିତି ମଧ୍ୟ ଠିକ ନଥିଲା।ଏହାପରେ ସେ ଯାତ୍ରାକୁ ବାଛି ନେଲେ।ଅଭିନୟ କରିବାକୁ ସେ ସୁଯୋଗ ଖୋଜୁଥିଲେ ଯାତ୍ରାକୁ ପାଇଥିବାରୁ ତାକୁ ଅପଣାଇନେଲେ।

ସେ ଅନେକ ଭଲ ଭଲ ଯାତ୍ରାରେ ଅଭିନୟ କରିଛନ୍ତି ଓ ସେହି ସବୁ ଯାତ୍ରାକୁ ଖୁବ ଭଲ ଭଲ ନିର୍ଦ୍ଦେଶକ ମାନେ ନିର୍ଦ୍ଦେଶନା ଦେଇଛନ୍ତି।ଏକ ନାଟକ ତାଙ୍କୁ ଦୁନିଆର ଆଖି ଆଗକୁ ଆଣିଥିଲା।ସେ ଯେତେ ନାଟକ କରିଛନ୍ତି ତାଙ୍କ ହୃଦୟକୁ ଛୁଇଁଥିବା ନାଟକ ହେଉଛି ରୂପ ରାଇଜର ରାଜ କୁମାରୀ।ସେଥିରେ ମଧ୍ୟ ଅନେକ ସୁନ୍ଦର ସୁନ୍ଦର ଡାଇଲଗ ଥିଲା।ସେ ୭୫ ପ୍ରତିଶତ ନେଗେଟିଭ ଓ ଶେଷରେ ୨୫ ପ୍ରତିଶତ ପଜିଟିଭ ହୋଇଯାଇଥାନ୍ତି।

ସେ ଏହା କହିଛନ୍ତିଯେ ପରିବର୍ତ୍ତନଟାହିଁ ଭଲ ଲାଗେ।ସବୁ ବେଳେ ମାଂସ ଖାଇଲେ ଭଲ ଲାଗିବ ନାହିଁ।ମାଛ ସବୁବେଳେ ଖାଇଲେ ଭଲ ଲାଗିବ ନାହିଁ।ସକାଳୁ ଯଦି ମାଛ ଖାଇଛନ୍ତି ତେବେ ସନ୍ଧ୍ୟାବେଳେ ସାଧା ହେବା ଦରକାର।ସେ ସବୁ ପ୍ରକାର ଚରିତ୍ରକୁ ବହୁତ ଭଲ ପାଇଥାନ୍ତି।ଓ ସେଥିରେ ଅଭିନୟ କରିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି।ତାଙ୍କର ପ୍ରଥମ ନାଟକ ହୋଇଥିଲା ସିବାନୀ ଗଣନାଟ୍ୟ।

ସେ ସିବାନୀରେ ୬ ବର୍ଷ ହେଲା ଅଭିନୟ କରୁଥିଲେ।କିନ୍ତୁ ଏବେ ସେ ସିବାନୀ ଛାଡିଦେଇଛନ୍ତି।ସ ନିଜର ସମସ୍ତ ନାଟକରେ ଦେଇଥିବା କିଛି କଛି ସୁନ୍ଦର ସୁନ୍ଦର ଡାଇଲଗ ମଧ୍ୟ କହିଥିଲେ।ଆଜିର ଯାତ୍ରା ଜଗତରେ କାହାକୁ ସୁଯୋଗ ଦିଆ2 ଯାଉନାହିଁ ଆଗକୁ ବଢିବା ପାଇଁ।ଯଦି କେହି ଜଣେ ଆଗକୁ ଯାଉଛି ତେବେ ମଣିଷର ପ୍ରକୃତି କଙ୍କଡା ଭଳି ଗୋଡ଼ ଭିଡ଼ିବା।ଓ ଶେଷରେ ସେ ନିଜ ପତ୍ନୀଙ୍କ ବିଷୟରେ କହିଛନ୍ତି ଯେ ତାଙ୍କ ପତ୍ନୀ ଟିକି ତାଙ୍କୁ ବହୁତ ସପୋର୍ଟ କରୁଛନ୍ତି ସେ ତାଙ୍କ ଖଣ୍ଡାର ଢାଲ ସଦୃଶ ଅଟନ୍ତି ସୁରକ୍ଷା ଦେବା ପାଇଁ।

Leave a Reply

Your email address will not be published. Required fields are marked *