Puri ରେ ଆଉ ଜଣେ ତପସ୍ୱିନୀ,ଶଶୁର ଘର ଦାଣ୍ଡରେ ବସିଲେ ବୋହୂ,ବଞ୍ଚିବି ତ ଏଇ ଘରେ ମରିବି ତ ଏଇଘରେ..ଦେଖନ୍ତୁ Video

Spread the love

ସ୍ବାମୀ ଦିଅର ବାଡିଆ ବାଡି କରିଛନ୍ତି।ଶାଶୁ ଶଶୁର ଗାଳି ମନ୍ଦ କଲେ।ଘରୁ ଆଣି ବସେଇ ଦେଲେ।ମୁଁ ଏଇଠି ବସିଚି। କେଶର ଭ୍ୟାଲୁ କିଛି ନାହିଁ।ଯୌତୁକ ନିର୍ଯାତନା ପାଇଁ ଆମର ବିବାଦ ଚାଲିଥିଲା।ଆମ ବାହାଘର ୨୦୧୬ ମସିହାରୁ ହୋଇଥିଲା।ମୁଁ ଆସେ ମଝିରେ ମଝିରେ ଯାଏ।୨୦୧୬ ରେ ହୋଇଥିଲା ୨୦୧୭ ରେ ମୁଁ ଆସିଥିଲି ତାପରେ ଗାଁ ଲୋକ ମିଶିକି ଆସିକି ଫାଇନାଲ କଲେ।

ଫାଇନାଲ କରିବା ପରେ ସେମାନେ କହିଲେ ପୁଆଣି କରିକୀ ଆଣିବା ପାଇଁ।ଦି ଗାଁ ମିଶିକି ଆଣିଲେ।ତାପରେ ଘର ଲୋକ ରଖିଲେନି।ମତେ ଜବରଦସ୍ତି ଥୋଇ ଦେଇ ଆଣିଲେ।ଯଦି ରଖିବ ରଖ ନହେଲେ ନାହିଁ।ତାଙ୍କର ଆଉ ୨ ଲକ୍ଷ ଟଙ୍କା କ୍ୟାସ ଦରକାର ଥିଲା।ମୋର ସ୍ବାମୀଙ୍କ ଆଉ ୨ ଲକ୍ଷ ଟଙ୍କା ଦରକାର ଥିଲା।

କାରଣ ସେ ଗୋଟିଏ ବୋଲେରୋ କିଣି ଥାଆନ୍ତେ।ତାପରେ ମୁଁ ମନା କଲି।ବାହାଘର ୨୧ ଦିନ ପରେ ସୁନାହାର ପିନ୍ଧି ବାପ ଘରକୁ ଗଲେ।ବାପା ଘରେ ହଜିଗଲା।ତାପରେ ଆସିବା ପରେ ଦିନେ ଦୁଇଦିନ ଭିତରେ କରେଣ୍ଟ ହେଇ ମରିଗଲା।କୋଉ ନାହାକ ଆସି କହିଲା ସେ ଝିଅ ହଉଚି ଅଲକ୍ଷ୍ମୀ ସେ ଝିଅ ରହିଲେ ତମର ୩ ଟା ମୁଣ୍ଡ ଯିବ।

ମୋ ସ୍ବାମୀ ମତେ ବହୁତ ଭଲ ପାଉଥିଲେ।ଏମିତି ଶିକ୍ଷା ଦୀକ୍ଷା ଦେଇକରି ମୋ ସ୍ବାମୀ ବଦଳି ଗଲେ।ମୋ ସହିତ କଥା ବାର୍ତ୍ତା କରିବେନି ରାତି ୧୨ ଟା ୧ ରେ ବାଡେଇ ଆଣି ଦାଣ୍ଡରେ ଠିଆ କରିବେ।ମତେ ଖାଇବା ପିଇବାକୁ ଦେବେନି।ଆହୁରି ମାସେ ୧୫ ଦିନ ସେମିତି କଲେ।ମୁଁ ବାପା ଘରକୁ ବି ଗଲି।

ମୋ ମା ମରିଥିଲା ୪୦୦୦ ଟଙ୍କା ଦେଇଥିଲେ।ତାପରେ ନଭେମ୍ବର ମାସରେ ଭାର ଦେଲେ।ମୁଁ କାଲିଠୁ ବସିଲାଣି।ଆଗରୁ କେସ ଫାଇଲ କରିଥିଲେ ୨୦୧୮ ମସିହାରେ।ମୁଁ ବାପଘରେ ରହୁଥିଲି। କେଶଟା ଡିସମିସ ହୋଇଯାଇଛି। ଡିଭୋର୍ସ ହେଇଥିଲେ ଯାହା ହୋଇଥାନ୍ତା ଏବେ କେସ ଫଲ୍ସ ହେଇକି ଅଛି।

Leave a Reply

Your email address will not be published. Required fields are marked *