ଭାଲୁ (Bear) ଜଗିଛି ଫସଲ ଖେତ,ଡରରେ ପଶୁନି ମାଙ୍କଡ,ସତ କାମରେ ମିଛି ମିଛିକା ଖେଳ ଆଉ ଦରମା ଦିନକୁ ୫୦୦ ଟଙ୍କା…ଦେଖନ୍ତୁ Video

Spread the love

ସାଧାରଣ ଭାବରେ ଆମେ ଅନେକ ସ୍ଥାନରେ ଏପରି ଅନେକ ଅଦ୍ଭୁତ ଘଟଣା ଦେଖୁ ଯାହା ଆମକୁ ଆଶ୍ଚର୍ଯ୍ୟ କରି ଦେଇ ଥାଏ।ତେବେ ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଏପରି ମଧ୍ୟ ଏହି ଦୁନିଆରେ ହୋଇ ଥାଏ ଆପଣ ଏହା ଶୁଣିବା ପରେ ସହଜରେ ବିଶ୍ୱାସ କରି ପାରିବେ ନାହିଁ।ତେବେ ଏହି ଘଟଣା ହେଉଛି ତେଲେଙ୍ଗାନା ରାଜ୍ୟର।

ତେବେ ସେହି ରାଜ୍ୟରେ ଜଣେ ବ୍ୟକ୍ତି ନିଜର ଫସଲ ଜଗିବା ପାଇଁ ଏପରି କିଛି ଉପାୟ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରି ଦେଇଚି ତେବେ ସୂଚନା ଅନୁସାରେ ତାଙ୍କର ଅଞ୍ଚଳରେ ବହୁତ ଅଧିକ ମାଙ୍କଡ ଆସି ଥାଆନ୍ତି।ଯାହା ଫଳରେ ତାଙ୍କର ଅନେକ ଫସଲ ସେମାନେ ନଷ୍ଟ କରି ଦେଇ ଥାଆନ୍ତି।

ଯାହା ଫଳରେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ।ତେବେ ସେ ଏପରି ଏକ ଉପାୟ ବାହାର କରି ଥିଲେ ଯାହା ସମସ୍ତଙ୍କୁ ଚକିତ କରିବା ସହିତ ତାଙ୍କର ଫସଲ ମଧ୍ୟକୁ କୌଣସି ମାଙ୍କଡ ପଶିବା ପାଇଁ ମଧ୍ୟ ସାହାସ କରି ପାରିବେ ନାହିଁ।ତେବେ ସେ ନିଜର ଫସଲକୁ ଏକ ଭାଲୁକୁ ଜଗାଇ ଦେଇଥିଲେ।

ତେବେ ଏହା କୌଣସି ସତ ଭାଲୁ ନଥିଲା ଏହା କେବଳ ଭାଲୁ ପୋଷାକରେ ଜଣେ ମଣିଷ ଥିଲେ।ତେବେ ସେ ସେହି ପୋଷାକ ମଧ୍ୟରେ ପଶିବା ପରେ ସମ୍ପୂର୍ଣ୍ଣ ଭାବରେ ଭାଲୁ ଭଳି ଦେଖା ଯାଉଥିଲେ।ଏହା ସହିତ ଏହି କାରଣରୁ ତାଙ୍କ ଫସଲ ମଧ୍ୟକୁ କେହି ମଧ୍ୟ ପ୍ରବେଶ କରୁ ନଥିଲେ।ଏହା ସହିତ ଏହି କାରଣରୁ ତାଙ୍କର ଫସଲ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ମଧ୍ୟ ରହି ଥିଲା।

ତେବେ ତାଙ୍କର ଏପରି ଅଦ୍ଭୁତ ଉପାୟ ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଅନେକ ଲୋକ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ।ତେବେ ନିଜର ଏକ ବହୁତ ଉନ୍ନତ ଉପାୟ ପାଇଁ ସେ ନିଜର ଫସଲକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେବାରେ ସଫଳ ହୋଇ ପାରିଥିଲେ।ତେବେ ତାଙ୍କର ଫସଲ ମଧ୍ୟକୁ ବର୍ତ୍ତମାନ

କୌଣସି ମାଙ୍କଡ ଆଉ ପ୍ରବେଶ କରିବା ପାଇଁ ମଧ୍ୟ ଭୟ ପ୍ରକାଶ କଲେ।ତେବେ ଯେତେବେଳେ ସେମାନେ ଫସଲ ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିଲେ ସେହି ସମୟରେ ଫସଲ ମଧ୍ୟରେ ଏକ ଭାଲୁ ବୁଲୁଥିବାର ଦେଖି ସେମାନେ ଭୟଭୀତ ହୋଇ ଯାଉଥିଲେ।ଏହା ସହିତ କେହି ମଧ୍ୟ ଆଉ ସେହି ଫସଲ ମଧ୍ୟକୁ ପ୍ରବେଶ କରି ନଥିଲେ।

ତେବେ ସେହି ବ୍ୟକ୍ତିଙ୍କୁ ସେହି କ୍ଷେତର ମାଲିକ ଦୈନିକ ୫ ଶହ ଟଙ୍କା ତାଙ୍କର ଫସଲ ଜଗିବା ପାଇଁ ଦେଇ ଥାଆନ୍ତି।ସେଠାରେ ତାଙ୍କର ଏକ ବହୁତ ବଡ଼ କ୍ଷେତରେ ସେ ଫସଲ କରି ଥାଆନ୍ତି।ତେବେ ମାଙ୍କଡ ମାନଙ୍କ କାରଣରୁ ତାଙ୍କର ଅନେକ କ୍ଷତି ହୋଇଥିଲା।ଏହା ପରେ ସେ ଏହି ଉପାୟ କରିବା ପରେ ତାଙ୍କର ଫସଲ ଆଉ ନଷ୍ଟ ମଧ୍ୟ ହୋଇ ନଥିଲା।

Leave a Reply

Your email address will not be published. Required fields are marked *