ଓଡ଼ିଆ ସିରିଏଲ ନଣନ୍ଦ ପୁଟୁଳିର ହିରୋଇନ କୁକିଜଙ୍କ ବାହାଘର – ଏହା କଣ ସତ? ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ବର୍ତମାନ ସମୟ ଯଦି ଦେଖିବେ ସୋସିଆଲ ମିଡିଆରେ ଆପଣମାନଙ୍କର ଅଲିଉଡ଼ ଇଣ୍ଡଷ୍ଟ୍ରିର ଏବଂ ଓଡ଼ିଆ ସିରିଏଲ ଜଗତର ପ୍ରିୟ ହିରୋଇନ କୋକିଜ ଯାହାକୁ ଆପଣମାନେ ଅନେକ ଗୁଡିଏ ଅଲବମରେ ଦେଖିବାକୁ ପାଇଛନ୍ତି ଏବଂ ଏଥିସହିତ ମଞ୍ଜରୀ ଟିଭିରେ ପ୍ରସାରିତ ହଉଥିବା ନଣନ୍ଦ ପୁଟୁଳିରେ ହିରୋଇନ ଭାବରେ ଆପଣମାନେ ଦେଖିବାକୁ ପାଉଛନ୍ତି।ତାଙ୍କ ବିବାହ ବର୍ତମାନ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚାର ବିଷୟ ପାଲଟି ଯାଇଛି।ଏମିତିକି ସୋସିଆଲ ମିଡିଆରେ ଦେଖିବେ କୋକିଜଙ୍କର ବେଶ କିଛି ଫଟୋ ଭାଇରାଲ ହୋଇଛି।ସେହି ଫୋଟୋ ଗୁଡିକରେ କୋକିଜ ବଧୁ ବେଶରେ ସଜାଇ ହୋଇଛନ୍ତି।ଏହାସହିତ ସିନ୍ଦୁର ମଧ୍ୟ ପିନ୍ଧିଛନ୍ତି।

ତେବେ କଣ ପ୍ରକୃତରେ କୋକିଜ ବିବାହ କରିସାରିଛନ୍ତି।ତେବେ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା ଏହି ଆର୍ଟିକିଲରେ।ତେବେ ସାଙ୍ଗମାନେ ବର୍ତ୍ତମାନ ଯଦି ଦେଖିବେ ସୋସିଆଲ ମିଡିଆରେ କୋକିଜଙ୍କର ବଧୂବେଶର ଫୋଟୋ ଯାହାକି ବେଶ ଚର୍ଚ୍ଚା ସାଉଁଟିଛି।ଆପଣ ନିଶ୍ଚୟ ସେ ଫୋଟୋ ଗୁଡିକ ଦେଖିବାକୁ ପାଇଥିବେ ଯେଉଁ ଫୋଟୋରେ କୋକିଜ ବଧୁବେଶରେ ସଜାଇ ହୋଇଛନ୍ତି ଏବଂ ସିନ୍ଦୁର ମଧ୍ୟ ପିନ୍ଧିଛନ୍ତି କିନ୍ତୁ ସାଙ୍ଗମାନେ ଆମେ ଆପଣଙ୍କୁ ସ୍ପଷ୍ଟ କରାଇ ଦଉଛୁ ଯେ ଖୁବ ଶୀଘ୍ର ଆପଣମାନେ କୋକିଜଙ୍କର ଏକ ନୂଆ ମେଗା ସିରିଏଲ ଦେଖୁବାକୁ ପାଇବେ ଯାହାର ଟାଇଟଲ ରହିଛି ରାଜ ଯୋଟକ।

ହଁ ସାଙ୍ଗମାନେ ଏହି ସିରିଏଲର ନାମ ରହିଛି ରାଜ ଯୋଟକ ଏବଂ ଶୁଣିବାକୁ ମିକୁଛି ଯେ ଏହି ସିଟିଏଲକୁ ଆପଣ ମାନେ କଲର ଟିଭିରେ ଦେଖିବାକୁ ପାଇବେ ଏବଂ ଏହି ସିରିଏଲରେ ସୂଚନା ମୁତାବକ କୋକିଜ ବଧୁବେଶରେ ଦେଖଯିବେ।ଏହା ସହିତ ସାଙ୍ଗମାନେ ଆମେ ଆପଣଙ୍କୁ ସ୍ପଷ୍ଟ କରାଇ ଦଉଛୁ ଯେ କୋକିଜ ନିଜ ପ୍ରକୃତ ଜୀବନରେ ବିବାହ କରି ନାହାନ୍ତି ଏବଂ ସୋଇଆଲ ମିଡିଆରେ ଯେଉଁ ଫୋଟୋ ଗୁଡିକ ଭାଇରାଲ ହୋଇଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ଏହି ସିରିଏଲର କୋକିଜଙ୍କର କିଛି ସୁଟିଂ ସେଟର ଫୋଟୋ।ରିଏଲ ଜୀବନରେ ସେ ବିବାହ କରିନାହାନ୍ତି।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆପଣ କଣ କୋକିଜଙ୍କର ଏକ ଫ୍ୟାନ ଅଟନ୍ତି।ଯଦି ଅଟନ୍ତି ତାହେଲେ ଏହି ଅର୍ତ୍ତକୀଲ ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ କହିବେ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଏହି କଠୋର ସମୟରେ ଏହି ସିରିଏଲ ଏବଂ ଚଳଚିତ୍ର ହି ଆମର ମନୋରଞ୍ଜନର କାରକ ସାଜିଛି।ଏହିସବୁ ମାଧ୍ୟମରେ ଆମେ ଏହି ପରିସ୍ଥିତିକୁ କିଛି ସମୟ ପାଇଁ ଅଣଦେଖା କରିଦେଇଥାଉ।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *