ବର୍ତମାନ ର ବଡ ଦୁଃଖ ଖବର – ସମ୍ବଲପୁରୀ କମେଡିଆନ ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି – ସାରା ଓଡ଼ିଶାରେ ଦୁଃଖର ଲହଡି..

Spread the love

ନମସ୍କାର ସାଙ୍ଗମାନେ ବର୍ତ୍ତମାନ ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି।ବୀଦ୍ୱତ ଆଘାତରେ ଆଖି ବୁଝିଲେ କମେଡିଆନ ମିଷ୍ଟର ଡୋଲୁ।ଘରେ ଥିବା ଏକ କୁଲର ମରାମତି ବେଳେ ଲାଗିଥିଲା ବିଦ୍ୟୁତ ଝଟକା।ଏହା ଅତ୍ୟନ୍ତ ଭାବରେ ଏକ ଦୁଃଖ ଦାୟକ ଘଟଣା ଅଟେ।ଏହି ଘଟଣା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଉପରେ।

ଆପଣମାନେ ତ ସମ୍ବଲପୁର କମେଡିଆନ ମିଷ୍ଟର ଡୋଲୁଙ୍କୁ ନିଶ୍ଚିତ ଭବରେ ଜାଣିଥିବେ।ଲୋକଙ୍କୁ ହସାଇ ହସାଇ ବେଦମ କରିଦଉଥିବା ମିଷ୍ଟର ଡୋଲୁ ଓରଫ ଡଳାମଣି ଦାଶ ଏବେ ଆଉ ନାହାନ୍ତି।ଏହା ଅତ୍ୟନ୍ତ ଦୁଃଖଦ ଖବର ବର୍ତ୍ତମାନ ସମୟରେ ସମ୍ନାକୁ ଅସିଛି।ରବିବାର ୧୦ଟା ୩୫ ମିନିଟରେ ଝାରସୁଗୁଡାର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ଏବଂ ଏହା ତାଙ୍କ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।ଏହି କରୋନା ମହାମାରି ସମୟରେ ଅନେକ ବିଶେଷ କଳାକାର ଆମଠାରୁ ଦୂରେଇ ଯାଉଛନ୍ତି।ଏବଂ ସେହି ସମୟରେ ଏହିପରି ଏକ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଅଟେ।

ସୋସିଆଲ ମିଡ଼ିଆ ବିଶେଷ କରି ୟୁଟ୍ୟୁବରେ ତାଙ୍କର ହାସ୍ୟ ଅଭିନୟ ଦ୍ୱାରା ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।ଯାହା ସୂଚନା ମିଳିଛି ସେହି ଅନୁସାରେ ଡଲୁ ଅପରାହ୍ନ ୪ଟା ସମୟରେ ଘରେ ଥିବା ଏକ କୁଲର ମରାମତି କରୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ଅଚେତ ହୋଇ ପଡ଼ିଥିଲେ।ପରିବାର ଲୋକେ ତୁରନ୍ତ ତାଙ୍କୁ ଝାରସୁଗୁଡାର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅଳ୍ପଦିନରେ ସୋସିଆଲ ମିଡିଆରେ ହାସ୍ୟ ଅଭିନୟ ମାଧ୍ୟମରେ ଲୋକମାନଙ୍କ ନଜରକୁ ଆସିପାରିଥିଲେ।ତାଙ୍କର ବିଭିନ୍ନ ପ୍ରକାର ଅଭିନୟ ଶୈଳୀ ଲୋକଙ୍କୁ ତାଙ୍କର ଭିଡିଓ ଦେଖିବାକୁ ଟାଣି ନେଉଥିଲା।ତାଙ୍କର ଦୁଇ ଶହରୁ ଅଧିକ କମେଡି ଭିଡିଓ ରହିଛି।କିଛି ଦିନ ପୂର୍ବରୁ ତାଙ୍କର ନୂତନ କମେଡି ଭିଡିଓ ରିଲିଜ ହୋଇଥିଲା।ବିଭିନ୍ନ ପ୍ରକାର ଭିଡିଓରେ କମେଡି କରି ଡ଼ଲୁ ଚର୍ଚ୍ଚାରେ ରହିଥିଲେ।ହେଲେ ସେ ଆଜି ଆଉ ଆମ ଗହଣରେ ନାହାନ୍ତି।ବିଦ୍ୟୁତ ଆଘାତରେ ଆଖି ବୁଜିଛନ୍ତି କମେଡିଆନ ମିଷ୍ଟର ଡ଼ଲୁ।ତେବେ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନାଯେ କମେଡିଆନ ଡ଼ଲୁଙ୍କ ଆତ୍ମା ଶାନ୍ତି ପାଉ।

Leave a Reply

Your email address will not be published. Required fields are marked *