ସରିଲା ଲୁଚକାଳି ଖେଳ,ଶେଷରେ ବନ୍ଧା ହେଲେ Saarmista ରାଉତ,ଷ୍ଟେସନ ରେ ଏପରି ଭାବେ ଲୁଚି ରହୁଥିଲେ ସେ ଆଉ ଏପରି ଧରା ପଡିଲେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ସୋସିଆଲ ମିଡିଆରେ ଅନେକ ଖବର ଚର୍ଚ୍ଚାରେ ରହିଛି।ଏହି ପରି ଆଜି ଏକ ଖବର ବିଷୟରେ ଆମେ ଜାଣିବା।ଆପଣ ମାନେ ତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା ବିଷୟରେ ଜାଣିଥିବେ।ଏହି ହତ୍ୟା ମାମଲାରେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଥିଲା।କିନ୍ତୁ ଶର୍ମିଷ୍ଠା ରାଉତ ଲୁଚି ରହୁଥିଲେ।ତେବେ ଆଜି ହୋଇଛନ୍ତି ସେ ଗିରଫ।ଜାନୁ ନିରଞ୍ଜନ ମୁଁ ତୁମ କବିତା ଶୁଣିଲି। ବହୁତ କଷ୍ଟ ହେଲା।

ବହୁ ଦୂରରେ ଆଉ ରହି ପାରିଲେ ନାହିଁ।କେମିତି ବା ରହିଥାନ୍ତି ଆପଣଙ୍କ କବିତା ମୋ ଆଖିରେ ଲୁହ ଆଣିଦେଲା।ମୁଁ ଦୂରରେ ଥିଲେ ବି ଦେଖି ପାରୁଥିଲି ତୁମ ଆଖି ତଳର ଲୁହ।ବୁଝି ପାରୁଥିଲି ତୁମ ଛାତିର ବେଦନା।ଆଉ ପଢ଼ି ପାରୁଥିଲି ତୁମ ହୃଦୟ ଭିତରେ ଥିବା ଅସହ୍ୟ ଯନ୍ତ୍ରଣା।ଆଉ ଲୁଚି ପାରିଲିନି।ଏହି ଲୁଚକାଳି ଖେଳ ସରିଗଲା

ପୋଲିସ ଆମକୁ ଗିରଫ କରି ନେଲା।ସରିଲା ଲୁଚକାଳି ଖେଳ।ଶେଷରେ ବନ୍ଧା ହେଲେ ଶର୍ମିଷ୍ଠା ରାଉତ।ବହୁତ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲାରେ ଗିରଫ କଟିଛି ପୋଲିସ।ତାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ଗିରଫ ହୋଇଥିଲେ।

ଉଭୟଙ୍କୁ ଆଜି ଚାନ୍ଦବାଲିର ହାଜତକୁ ଅଣା ଯିବ ଓ ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ରଖା ଯିବ।ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇମ ବ୍ରାଞ୍ଚ। ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରିବା ପରେ ଏହି ମାମଲାରେ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି।

ପୂର୍ବରୁ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପୁଣି ୨ ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ।ସେହି ଭଳି ଆଶ୍ରମର କେୟାର ଟେକରଙ୍କୁ ମଧ୍ୟ ଅଟକ ରଖିଛି କ୍ରାଇମ ବ୍ରାଞ୍ଚ। ସର୍ମିଷ୍ଠାଙ୍କୁ ପଚରା ଉଚରା ପରେ ପୁରା ଘଟଣା ଉପରୁ ପରଦା ଉଠିବ।ତେବେ ସୂଚନା ହିସାବ ରେ ଅନେକ ଦିନ ହେବ ସେ ଷ୍ଟେସନ ରେ ଲୁଚିକି ରହୁଥିଲେ

ଓ ନିଜ ବେଶ ବଦଳେଇକି ସେ ରହୁଥିଲେ ବୋଲି ଜଣା ପଡିଛି କିନ୍ତୁ ସେ ପୋଲିସ ହାତରୁ ଖସି ପରି ନାହାନ୍ତି ଓ ଧାରା ପଡିଛନ୍ତି ଓ ଏହାପରେ ଅନେକ ଗୁମର ଖୋଲିବ ବୋଲି ଆଶା ରହିଛି |ତେବେ ଅନେକ ଦିନର ଲୁଚକାଳି ଶେଷ ହେଇଚି ଓ ଦୋଷୀ ଧାରା ପଡିଛି ବୋଲି କହିଲେ ଭୁଲ ହେବ ନାହିଁ

Leave a Reply

Your email address will not be published. Required fields are marked *